Latest Odisha News

BREAKING NEWS

Browsing Category

ଫିଚର

ଲାଲବାହିନୀର ଯୋଜନା ପଣ୍ଡ: ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରିଥିବା ଯୋଜନା ପଣ୍ଡ ହୋଇଛି । ଏକ ବଡ଼ ଧରଣର ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଗଲେ ସିଆରପିଏଫ୍ ଯବାନ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନିପ୍ପା ଜଙ୍ଗଲରେ…

ଆସନ୍ତା ୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଅନ୍‌ଲାଇନ୍‌ରେ ହେବ ଫର୍ମ ପୂରଣ…

ପୋଲିଓ ବୁନ୍ଦା ଖାଇ ୨୦ ଦିନର ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ

ରାଜନଗର: ପୋଲିଓ ବୁନ୍ଦା ଖାଇବା ପରେ ପ୍ରାଣ ହରାଇଛି ୨୦ ଦିନର ଜଣେ ଶିଶୁପୁତ୍ର। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶିଶୁଟିର ପରିବାର ଲୋକେ। କରୋନା ପାଇଁ ଅନେକ ଦିନର ବ୍ୟବଧାନ ପରେ ଦେଶରେ ପୁଣି ପୋଲିଓ ବୁନ୍ଦାକାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଗତକାଲି ରାଜନଗର ଅଞ୍ଚଳର ଜଣେ ୨୦ ଦିନର…

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପି ବିକ୍ଷୋଭ ଡାକରା; ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ 

ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ତେଜୁଛି ଆନ୍ଦୋଳନ। ଆସନ୍ତା ୬ ତାରିଖରେ ଦେଶବ୍ୟାପି ବିକ୍ଷୋଭ ଡାକରା ଦେଇଛି ଭାରତୀୟ କିଶାନ ସଂଘ । ୬ ତାରିଖରେ ଦିନ ୧୨ ଟାରୁ ୩ ଟା ଯାଏଁ ଚକାଜାମ ଆନ୍ଦୋଳନ କରିବା ନେଇ ସଂଘ ପକ୍ଷରୁ ଘୋଷଣା ହୋଇଛି। ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ…

ବାଇକ ଯୋଗେ ଗଞ୍ଜେଇ ଚାଲାଣ; ୨ ଅଭିଯୁକ୍ତ ଗିରାଫ

ଲମତାପୁଟ : ଗଞ୍ଜେଇ ଚାଲାଣ ପାଇଁ ୧୦୦କିମି କି ୫୦୦ କିମି ନୁହେଁ ବରଂ ୨ହଜାର କିମି ଆସିଥିଲେ ମାଫିଆ । ସିଏବି କୌଣସି ବୋଲରୋ, କାର୍‌ କିମ୍ବା ଟ୍ରକରେ ନୁହେଁ ବରଂ ଏକ ମଟର ସାଇକେଲରେ। ସୂଚନାନୁସାରେ, କୋରାପୁଟ ଜିଲ୍ଲା ଆନ୍ଧ୍ରସୀମାନ୍ତ ବର୍ତ୍ତି ପାଡୁଆ ଅଞ୍ଚଳରୁ ମଧ୍ୟପ୍ରଦେଶ ଚୋରା ଚାଲାଣ…

ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା ଟ୍ରଲର; ଜଣେ ମୃତ, ଜଣେ ଗୁରୁତର

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନହଣ୍ତାଶୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଭାରସାମ୍ୟ ହରାଇ ଓଲଟିଲା ଟ୍ରଲର । ଏହା ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା । ସୂଚନାନୁସାରେ, ବିଶାଖାପାଟନମ ଅଭିମୁଖେ ଯାଉଥିବା…

ଆସନ୍ତା ୬ରେ ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିଲ୍ଲୀରେ ଦୁଇ ମାସରୁ ଅଧିକ ଦିନ ହେଲା ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ରାଲି ଓ ପ୍ରତିବାଦ ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କିଷାନ ମୋର୍ଚ୍ଚା । ଏଥିପାଇଁ ଆସନ୍ତା ୬ ତାରିଖରେ ସାରା ଦେଶରେ…

ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । କରୋନା ଯେଗୁଁ…

ସ୍ପାଇସଜେଟ ବିମାନର କ୍ୟାବିନରୁ ଧୂଆଁ

କୋଲକାତା: କୋଲାକାତାରୁ ପଶ୍ଚିମବଙ୍ଗର ବାଗଡୋଗ୍ରା ଅଭିମୁଖେ ଯାଉଥିବା ସ୍ପାଇସ ଜେଟ୍ ବିମାନ ସୋମବାର ଅପରାହ୍ନ ୪.୩୭ ସମୟରେ ଜରୁରିକାଳୀନ ଅବତରଣ କରିଥିଲା। ବିମାନର କ୍ୟାବିନରୁ ଧୂଆଁ ବାହାରୁଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆ ଯାଇଥିଲା । କର୍ମଚାରୀମାନେ କ୍ୟାବିନରେ ନିଆଁ ଲାଗିଛି…

ରାଜ୍ୟରେ ଅଧିକ ଶାଣିତ ହେବ ବିପର୍ଯ୍ୟୟ ପରିଚାଳନା ଦକ୍ଷତା

ଭୁବନେଶ୍ବର : ରାଜ୍ୟରେ ବ୍ୟାପକ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା । ତୃଣମୂଳସ୍ତରରେ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ପ୍ରତିନିଧି ଓ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ…