Latest Odisha News

BREAKING NEWS

Browsing Category

ଫିଚର

୯୦ କୋଟି ରେ କେଜିଏଫ ଚ୍ୟାପ୍ଟର-୨ର ହିନ୍ଦୀ ରାଇଟ୍ସ କିଣିଲା ଫରହାନ, ରିତେଶଙ୍କ କମ୍ପାନୀ

ମୁମ୍ବାଇ: କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର ୧ର ଅପାର ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣ ଉପରେ ସମସ୍ତଙ୍କ ନଜର ଥିଲା । ବଲିଉଡର ବଡ ପ୍ରଡକ୍ସନ କମ୍ପାନୀ ଏହା ଉପରେ ଆଖି ପକାଇଥିଲେ । ଏହାର ହିନ୍ଦୀ ରାଇଟ୍ସକୁ ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ ଏକ୍ସଲ…

ବଜେଟ୍ ଅଧିବେଶନ ପୂର୍ବରୁ ଆଜିଠୁ ସାଂସଦ ଓ ସଂସଦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ । ବଜେଟ ଅଧିବେଶନ ପୂର୍ବରୁ ଆଜିଠୁ ସମସ୍ତ ସାଂସଦ, ସଂସଦ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ଆଜି ଓ ଆସନ୍ତାକାଲି ୨ ଦିନ ଧରି କରାଯିବ । ସାଂସଦ ଚାହିଁଲେ ବାହାରେ ବି କରୋନା ପରୀକ୍ଷା କରାଇ ପାରିବେ ।…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦ୍‌ୁ କୁମାର ପ୍ରଧାନଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହେଉଛି । ଶୁଭେନ୍ଦୁଙ୍କ ଖଣ୍ଡଗିରି ହାଉସିଂବୋର୍ଡ କଲୋନୀ ସ୍ଥିତ ଘର, କାକଟପୁର ଶ୍ରୀଚନ୍ଦନପୁର…

କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ

ନୂଆପଡ଼ା: କୋଭିଡ୍ ଟିକା ନେବାର ୩ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବୁର୍ଲା ଭୀମସାରରେ ହୋଇଥିବା ଜଣାପଡ଼ିଛି । ତେବେ, ଯୁବକଙ୍କ ମୃତ୍ୟୁ ଭ୍ୟାକ୍ସିନ୍ ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ମୃତ ଯୁବକ ଜଣଙ୍କ ନୂଆପଡ଼ା ଜିଲ୍ଲା…

ଆଜି ଜେଲରୁ ମୁକୁଳିବେ ଶଶିକଳା

ବେଙ୍ଗଳୁରୁ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ୪ ବର୍ଷ ହେଲା ଶଶିକଳା ଜେଲରେ ଅଛନ୍ତି । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଏକ ହସ୍ପିଟାଲରେ କରାଯାଉଛି । ସେ…

ଚାଟଶାଳିରୁ ପଦ୍ମଶ୍ରୀ; ଶତାୟୁ ନନ୍ଦ ସାର୍ ଙ୍କ କାହାଣୀ

ଯାଜପୁର: ଚାଟଶାଳିରୁ ପଦ୍ମଶ୍ରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମର ଚାଟଶାଳୀ ମାଷ୍ଟ୍ରେ ନନ୍ଦକିଶୋର ପୃଷ୍ଟି। ସାହିତ୍ୟ ଓ ଶିକ୍ଷା କ୍ଷତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଳିବ ଦେଶର ଶ୍ରେଷ୍ଠ ପଦ୍ମଶ୍ରୀ ସମ୍ମାନ । ନନ୍ଦ ସାର, ବୟସ ୧୦୦ ଟପିଲାଣି ।…

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାକୁ ନେଇ ୧୫ ଏଫଆଇଆର୍, ହିଂସା ପଛରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଲଖା !

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ବି ଆକ୍ରମଣର ଶିକାର ହୋଇଥିଲା । ଏଥିରେ ୧୫୩ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ମାମଲାରେ ଏବେ ଆକ୍ସନ୍ ମୋଡରେ…

ଆଜିଠୁ ପୁଣି ଟିକାକରଣ; ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ ନେବେ ଟିକା

ଭୁବନେଶ୍ୱର: ଆଜିଠାରୁ ପୁଣି ଆରମ୍ଭ ହେଉଛି ଟିକାକରଣ ପକ୍ରିୟା। ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀଙ୍କର ଆଜି ହେବ ଟୀକାକରଣ । ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ ଦେଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ଶେଷ ହେବ।ଏନେଇ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।…