Latest Odisha News

BREAKING NEWS

Browsing Category

ଫିଚର

ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର : ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି, ତେଣୁ…

ଲାଲକିଲ୍ଲାରେ ଆଜି ପୋଲିସ-ଚାଷୀ ସଂଘର୍ଷର ସାଂଘାତିକ ଚିତ୍ର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି । କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ ।…

ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କଲେ ଚାଷୀ ସଂଗଠନ, ଜାରି ରହିବ ଶାନ୍ତିପୂର୍ଣ୍ଣ ଧାରଣା

ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍‌ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍‌ଟର ରାଲିକୁ…

ହିଂସାକାଣ୍ଡ ପରେ ସ୍ୱାଭାବିକ ହେଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ସାଡଧାରଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଭାବିକ ହୋଇଛି ସ୍ଥିତି । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ।…

ଉଦଘାଟିତ ହେଲା ଆଦିବାସୀ ମେଳା, ପ୍ରଥମ ଥର ପାଇଁ ଇ ମାର୍କେଟିଂ ବ୍ୟବସ୍ଥା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର…

ଗଣତନ୍ତ୍ର ଦିବସରେ ମୋଦି ପିନ୍ଧିଥିବା ପଗଡି ତାଙ୍କୁ କିଏ ଉପହାର ଦେଇଥିଲା ଜାଣନ୍ତି ?

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ପଗଡିକୁ ନେଇ ଏବେ ଚର୍ଚ୍ଚା । ସେ ଏକ ସ୍ୱତନ୍ତ୍ର ପ୍ରକାର ପଗଡି ପିନ୍ଧିଥିବାରୁ ଏହି ଚର୍ଚ୍ଚା ହେଉଛି । ଏହି ପଗଡିଟି ସେ ଉପହାର ସ୍ୱରୂପ ପାଇଛନ୍ତି । ଲାଲ ରଙ୍ଗର ଏହି ପଗଡିରେ ହଳଦିଆ ରଙ୍ଗର ଡଟ୍ ଥିଲା,…

IIMC ଢେଙ୍କାନାଳରେ ଉନ୍ମୋଚିତ ହେଲା ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍

ଢେଙ୍କାନାଳ: ସାରା ବିଶ୍ୱରେ ଆଜିକାଲି କେଉଁଠି ନା କେଉଁଠି ଲାଗି ରହୁଛି ଅଶାନ୍ତି । ଭାରତ ମାଟିରୁ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଆଜି ଆମ ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇଛି । ଶାନ୍ତି ବିନା ବିକାଶ ହୋଇପାରିବ ନାହିଁ । ତେଣୁ ଶାନ୍ତି…

ହନୁମାନ ପଇସା ଠକେଇ ଅଭିଯୋଗରେ ୭ ଗିରଫ

ବ୍ରହ୍ମପୁର: ହନୁମାନ ମୁଦ୍ରା କାରବାର କରି ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡବଜାର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମାଗ୍ନେଟ୍‌, ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପୋଲିସ ଠାରୁ ମିଳିଥିବା ସୂଚନା…

ବାଲିପାଟଣାରୁ ଗୋ ମାଂସ ଜବତ

ଭୁବନେଶ୍ୱର : ବାଲିପାଟଣା ଥାନା ସାହେବନଗର ଗାଁରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ଏହି ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ରଖାଯାଇଥିଲା । ଗାଡିରେ ଏହା ରଖାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଫିରୋଜ ଅଲ୍ଲୀ ଖାନ…

୧ କେଜି ୧୪୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା STF

ଭଦ୍ରକ: କଲିକତାରୁ ବାଲେଶ୍ୱର ଦେଇ ଭଦ୍ରକରେ ଜମିଲାଣି ନିଶା ବେପାର । ରେଡ୍ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)କୁ ବଡ଼ ସଫଳତା ମିଳିଛି । ଭଦ୍ରକ-ଚାନ୍ଦବାଲି ରୋଡରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗର ସହ ଅନ୍ୟ ଅପରାଧ ସାମଗ୍ରୀ ଜବତ କରିଛି ଏସଟିଏଫ । ମାମଲାରେ ଏସଟିଏଫ ଭଦ୍ରକ…