Latest Odisha News

BREAKING NEWS

Browsing Category

ଫିଚର

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ…

ରାଜପଥରେ ଦେଶ ଦେଖିଲା ଓଡ଼ିଶାର ବାଜସାଲ ନୃତ୍ୟ

ନୂଆଦିଲ୍ଲୀ: ଦେଶର ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଛି ଓଡିଶାର ବାଜସାଲ ନୃତ୍ୟର ଝଲକ। କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ବାଜସାଲ ମଙ୍ଗଳବାର ଦିନ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଅବସରରେ ପ୍ରଦର୍ଶିତ ହୋଇଛି। ଗୁରୁ ଧ୍ୟାନନନ୍ଦ ପଣ୍ଡାଙ୍କ…

କାଲିଠାରୁ ରାଜ୍ୟରେ ୧ଲକ୍ଷ ୭୩ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ। ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୯୦ଜଣ ଟାକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ ଥିଲା। ବାକି ୧ଲକ୍ଷ ୭୩ହଜାର ୬୩୬ଜଣକୁ ଆସନ୍ତାକାଲିଠାରୁ ଟିକାକରଣ କରାଯିବ। ଫେବ୍ରୁଆରୀ ୧୦ ତାରିିିଖ ଯାଏ ଚାଲିବ।…

ଚୀନ ସହ ଉତ୍ତେଜନା ଯୋଗୁଁ ବଢ଼ିପାରେ ପ୍ରତିରକ୍ଷା ବଜେଟ୍ ପରିମାଣ

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଓ ଚୀନ ସୀମାରେ ଉଭୟପଟୁ ପ୍ରତିବନ୍ଧକ ସାମନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ସେନାକୁ ଆଧୁନକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ କିଣିବା ପାଇଁ କେତେକ ଯୋଜନା ଲାଗୁ କରିବାକୁ ପଡ଼ିପାରେ । ବିଶେଷଜ୍ଞଙ୍କ ଅନୁସାରେ ଚଳିତବର୍ଷ ବଜେଟରେ ପ୍ରତିରକ୍ଷାକୁ ମିଳିପାରେ…

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି…

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, କଟିଗଲା ଆଙ୍ଗୁଠି

ପାରାଦୀପ: ରାତି ହେଲେ ଜମୁଛି ଅପରାଧିକ ଆଡ୍ଡା । ରାସ୍ତା ମଝିରେ ଗାଡ଼ି ରଖିଛନ୍ତି କରୁଛନ୍ତି ଲୁଟପାଟ୍ । ଚଣ୍ଡିଖୋଲ-ପାରାଦୀପ ରାସ୍ତାର କେନ୍ଦ୍ରାପଡ଼ା ଟିକରପଙ୍ଗାରେ ଦୁର୍ବୃତ୍ତ ଅଧରାତିରେ ଏମିତି ଆତଙ୍କରାଜ ଚଳାଇଛନ୍ତି । ଗତ ବିଳମ୍ବିତ ରାତିରେ ଟିକରପଙ୍ଗା ଠାରେ ୧ ଜଣ ଦୁର୍ବୃତ୍ତ ରାସ୍ତା…

ଭଲ ଖବର: ରାଜ୍ୟରେ ଶହେ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ଟିକାକରଣ ବେଳେ ରାଜ୍ୟ ଦେଇଛି ଖୁସି ଖବର । ଶହେ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୮ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧ଟି…

ତୈଳଦର ବୃଦ୍ଧିରେ ରେକର୍ଡ, ୧୦୦ ଟଙ୍କା ଡେଇଁଲା ପେଟ୍ରୋଲ୍

ଚଣ୍ଡିଗଡ଼: ତୈଳଦର ବୃଦ୍ଧିରେ ରେକର୍ଡ । ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାର୍ କରିଛି । ସୋମବାର ଶ୍ରୀଗଙ୍ଗାନଗରରେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ପଇସା ରହିଛି । ଦେଶରେ ପେଟ୍ରୋଲ ଓ ଡିଜେଲ…

ବଲାଙ୍ଗିରେ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗିର: ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବଲାଙ୍ଗିର ଜେଲରେ ରହୁଥିବା ଜଣେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ନାଗ ଓ ଘ ସଦର ଥାନା ଅନ୍ତର୍ଗତ ବାରପୁଗୁଡ଼ିଆ ଗାଁରେ । ତେବେ ମୃତ୍ୟୁର କାରଣ ଜଣା ପଡ଼ିନି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ…

ପୁରୀ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ପୁରୀ: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ…