Latest Odisha News

BREAKING NEWS

Browsing Category

ଫିଚର

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଶାନ୍ତି ଦେବୀଙ୍କୁ ଜାଣନ୍ତୁ…

ରାୟଗଡ଼ା: ୨୦୨୧ ମସିହା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଁ ସମାଜସେବୀ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରର ସମାଜସେବୀ ଶାନ୍ତି ଦେବୀ ସେବା ସମାଜରେ କାମ କରନ୍ତି । ସେ ଅଗ୍ରଗ୍ରାମୀ ପରିଚାଳନା ପରିଷଦର ଉପ-ସଭାପତି ଅଟନ୍ତି । ପୂର୍ବରୁ ଶାନ୍ତି ଦେବୀଙ୍କୁ ୧୯୯୪ ମସିହାରେ ଜମନଲାଲ୍ ବଜାଜା…

ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ବଦଳେ ପ୍ରଧାନମନ୍ତ୍ରୀଙ୍କ ପଗଡ଼ି, ଏବର୍ଷ ପିନ୍ଧିଲେ ଜାମନଗର ପଗଡ଼ି

ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି । ସେ ଏଥର ପିନ୍ଧିଛନ୍ତି ଗୁଜୁରାଟର ଜାମନଗରରେ ଏକ ସ୍ୱତନ୍ତ୍ର ପଗଡି । ମିଳିଥିବା ସୂଚନା ଅନୁସାରେ ଜାମନଗରର ରାଜ ପରିବାର ପକ୍ଷରୁ ମୋଦିଙ୍କୁ ଏହି ପଗଡ଼ି ଦିଆଯାଇଛି ।…

ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି; ଭାଙ୍ଗିଲେ ଟିକରି ବର୍ଡର ବ୍ୟାରିକେଡ଼

ନୂଆଦିଲ୍ଲୀ: ସାରା ଦେଶରେ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଅଛି। ଦିଲ୍ଲୀର ରାଜପଥ ସହ ସମସ୍ତଙ୍କ ଆଖି ଦିଲ୍ଲୀ ସୀମାରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ରହିଛି। ଗତ ଦୁଇ ମାସ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକମାନେ ଆଜି ଦିଲ୍ଲୀ ସୀମାରେ ଏକ ଟ୍ରାକ୍ଟର ରାଲି…

ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶ ପ୍ରେମର ମାହୋଲ, ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଲ୍ଲୀରୁ ଦିଲ୍ଲୀ, ଗାଁରୁ ସହର । ସବୁଠି ଦେଶ ପ୍ରେମର ମାହୋଲ । ଆଜି ଭାରତବ୍ୟାପୀ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅତିଥିବୃନ୍ଦ…

ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ମାରିଦେଲା ହାତୀ

ଅନୁଗୋଳ: ଦଳି ଦେଲା ହାତୀ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧ । ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଆଜି ଭୋରୁ ସେ ଘର ପାଖରେ ଥିବା ଜଳାଶୟ ପାଖକୁ ଶୌଚ…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଜାରି ରହିଛି । ଅନ୍ୟପଟେ ହ୍ରାସ୍ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି…

ଗଲଓ୍ୱାନ ଘାଟି ସଂଘର୍ଷରେ ସହିଦ ଓଡ଼ିଶାର ନୁଦୁରାମ ସୋରେନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ମିଳିବ ବୀର ଚକ୍ର ସମ୍ମାନ । ଗଲୱାନ ଘାଟିରେ ଚୀନ ସେନା ସଂଘର୍ଷରେ ସହିଦ ହୋଇଥିଲେ ନୁଦୁରାମ । ନୁଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ନୁଦୁରାମ ୧୬ ବାଟାଲିୟନ ବିହାର ରେଜିମେଣ୍ଟର ନାଏବ ସୁବେଦାର ଥିଲେ ।…

ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ସବୁଠୁ ଭାରତ ମାତାର ଜୟଗାନ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏହାସହ…

ଗଣତନ୍ତ୍ର ଦିବସରେ କିଷାନ ଟ୍ରାକ୍ଟର ରାଲି, ସାମିଲ ହେବେ ୫ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି । ଗୋଟିଏ ପଟେ ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଅନ୍ୟପଟେ ଦେଶର ଅନ୍ନଦାତା ଦିଲ୍ଲୀରେ ଚାଷୀ କରିବେ କିଷାନ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ପୂର୍ବ…

ମୋ ସ୍କୁଲ ଅଭିଯାନ; କେଉଁ ସ୍କୁଲକୁ କିଏ ପୋଷ୍ୟ କଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ମୋ ସ୍କୁଲ' ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ବିଧାୟକ ଏବଂ ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର କେଉଁ ସରକାରୀ…