Latest Odisha News

BREAKING NEWS

Browsing Category

ଫିଚର

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା…

ଓଡ଼ିଶାରେ ୨୨ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ୨୧,୩୦୪ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦେବାକୁ ଟାର୍ଗେଟ୍ ରହିଥିବା ବେଳେ ଶନିବାର ଦିନ ୨୨,୩୬୪ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଯାହାକୁ ମିଶାଇ ଟିକାକରଣ ହାର ୧୦୫%ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଦିନ…

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ ଯାଦବ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି । ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ…

କେନ୍ଦ୍ରୀୟ ସଶସ୍ତ୍ର ବଳ ପାଇଁ ଆୟୁଷ୍ମାନ CAPF ଯୋଜନା ଆରମ୍ଭ

ଗୌହାଟୀ : ଆସାମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ CAPFର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀ ଏହି ଯୋଜନାରେ ସ୍ୱାସ୍ଥ୍ୟସେବାର ଫାଇଦା ପାଇବେ। ଏହି ଅବସରରେ ଆୟୁଷ୍ମାନ CAPF କାର୍ଡ ୭ଟି…

ଛତିଶଗଡରେ ବୋଲେରୋ ଦୁର୍ଘଟଣାରେ ୨ ଓଡ଼ିଆ ମୃତ, ୮ ଆହତ

ଜବଲପୁର: ଛତିଶଗଡରେ ବୋଲେରୋ ଦୁର୍ଘଟଣା। ୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି। ଆହତମାନଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଗାଡ଼ି ଲାଇସେନ୍ସ କାମରେ ଛତିଶଗଡ ଯାଉଥିବା…

ରାଗିଯାଇ ଭାଷଣ ଦେଲେନି ଦିଦି

କୋଲକାତା : କୋଲକାତାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମାରୋହରେ ବିବାଦୀୟ ପରିସ୍ଥିତି । ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳିବାକୁ ଭିକ୍ଟୋରିଆ ମେମୋରିଆଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରୁ ବିଦା ହେଲେ ସାତ୍ୱିକ-ଚିରାଗ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଶନିବାର ଭାରତ ପାଇଁ ନୈରାଶ୍ୟର ଦିନ ଥିଲା । ଅଣସିଡେଡ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ମାଲେସିଆର ଆରୋନ ଚିୟା ଓ ସୋ ବୁଇ ୟିକ୍ ୨୧-୧୮, ୨୧-୧୮ରେ ଭାରତୀୟ…

ଭାରତୀୟ ଫରେନ୍ସିକ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ଫରେନସିକ୍ ମେଡିସିନ ଜାତୀୟ ସମ୍ମିଳନୀ ଉଦଘାଟିତ । ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ନିଜର ଅଭିଭାଷଣ ରଖିଛନ୍ତି । ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନର ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇଥିବା ମୁଁ ଖୁସି ବୋଲି କହିଛନ୍ତି…

ଗାଈ ଚରାଇବା ବେଳେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ, ୨ମୃତ ଓ ୨ ଗୁରୁତର

ବଲାଙ୍ଗିର: ଗାଈ ଚରାଇବା ଓ ଜମିକୁ ପାଣି ନେବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକମାନେ ହେଲେ ଶ୍ରୀପତି ଭେଶ୍ରା ଓ ଧନମତ ରାଉତ । ଅନ୍ୟ ଦୁଇ…

ଭାରତୀୟ କ୍ରିକେଟ ଦଳର ୬ ଯୁବ ଖେଳାଳିଙ୍କୁ ଦାମୀ କାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇଥିବା ୬ ଯୁବ କ୍ରିକେଟରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରା ଦାମୀ କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ୬ଜଣ ଖେଳାଳି ହେଲେ ମହମ୍ମଦ ସିରାଜ, ଟି.ନଟରାଜନ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର,…