Latest Odisha News

BREAKING NEWS

Browsing Category

ଫିଚର

ବଜେଟ ବିଷୟରେ ୧୦ ଅଜଣା କଥା

ନୂଆଦିଲ୍ଲୀ:କରୋନା ମହାମାରୀ ପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହା ଫେବୃୟାରୀ ପ୍ରଥମ କାର୍ଯ୍ୟ ଦିବସରେ ପ୍ରସ୍ତୁତ କରାଯିବ । ଆସନ୍ତୁ ଜାଣିବା ଏହି ବଜେଟର ୧୦ ଅଜଣା କଥା । ୧.ବଜେଟର ଉତ୍ପତି: ବଜେଟ ଶବ୍ଦ ଲ୍ୟାଟିନ ଭାଷା ବୁଲଗାରୁ ଉତ୍ପତି । ଏହାର…

ନୂଆ କୃଷି ଆଇନକୁ ବିରୋଧ, ଜାନୁଆରୀ ୩୦ରେ ଆରଜେଡି ମହାମେଣ୍ଟର ମାନବଶୃଙ୍ଖଳ

ପାଟଣା: କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନକୁ ଆଉ ଟିକିଏ ବଳ ଦେବ ଆରଜେଡି ମହାମେଣ୍ଟ । ଚାଷୀଙ୍କ ଦାବିକୁ ସମର୍ଥନ କରି ଆସନ୍ତା ୩୦ ତାରିଖରେ ବିହାରରେ ମାନବଶୃଙ୍ଖଳ କରିବା ଆରଜେଡି ମହାମେଣ୍ଟ । ଏନେଇ ଆରଜେଡିର ରାଜ୍ୟ ସଭାପତି ଦଳର ଜିଲ୍ଲା…

ଓଡ଼ିଶାରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର:ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୮୯ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ…

ଜୁଲାଇ ୧୭ ଯାଏ ଲକଡାଉନ୍ ବଢ଼ାଇଲା ବ୍ରିଟେନ୍

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ବ୍ୟାପି ଚାଲିଛି । ବ୍ରିଟିଶ୍ ସରକାରଙ୍କ ସବୁ ପ୍ରତିବନ୍ଧକ ସତ୍ତ୍ୱେ ସଂକ୍ରମଣ ହାରରେ ବ୍ରେକ୍ ଲାଗୁନାହିଁ । ଏହାକୁ ଦେଖି ବ୍ରିଟିଶ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କରାଯାଇଛି । ଏଥିସହ ଅଧିକ…

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ମୋ ସ୍କୁଲର ‘ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ’ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଲୋକପ୍ରିୟ ହେବାରେ ଲାଗିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଭଳି ବରିଷ୍ଠ ଅଧିକାରୀ ପରେ ଅନ୍ୟ ଆଇଏସ୍ ଏଥିରେ ସାମିଲ୍ ହୋଇଛନ୍ତି । ଶୁକ୍ରବାର ରାଜ୍ୟର କେତେକ…

ଥରିବ ଦିଲ୍ଲୀ, ୪ ଡିଗ୍ରୀ ଯାଏ ଖସିପାରେ ପାରଦ

ନୂଆଦିଲ୍ଲୀ: ଶନିବାର ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ଦିଲ୍ଲୀ-ଏନସିଆରରେ ପୁଣି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଭାରତୀୟ ପାଣିବିଭାଗ କହିଛି- ଜାନୁଆରୀ ୨୬ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶୀତଲହରୀ ପୁଣି ଜାରି ରହିବ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ…

ଝାରପଡ଼ା ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର, ଆରମ୍ଭ ହେବ ଇ-ଲାଇବ୍ରେରୀ

ଭୁବନେଶ୍ୱର: ଜେଲରେ ମିଳିବ ଡିଜିଟାଲ୍ ଶିକ୍ଷା । ସ୍ମାର୍ଟ ହେବେ କଏଦୀ । ଜାନୁଆରୀ ୨୬ ତାରିଖରୁ ଝାରପଡ଼ା ଜେଲରେ କଏଦୀଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି କମ୍ପ୍ୟୁଟର ପାଠ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ କଏଦୀ କମ୍ପ୍ୟୁଟର ଶିଖିବେ । କଏଦୀଙ୍କ ଲାଗି ଝାରପଡ଼ା ଜେଲରେ ୩୦ଟି କମ୍ୟୁଟର…

ପୁଣି ନକଲି କାରଖାନା; ବ୍ରହ୍ମପୁରରୁ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ବ୍ରହ୍ମପୁର: ବିଗତ କିଛିଦିନ ହେବ ପ୍ରଥମେ କଟକ ପରେ ଭୁବନେଶ୍ୱର ଏହାପରେ କ୍ରମାଗତ ଭାବେ ଅନେକ ଜିଲ୍ଲାରୁ ନକଲି ସାମଗ୍ରୀର କାରଖାନା ଠାବ ହୋଇ ଆସୁଛି। ପୁଣି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଥିବା ସୂଚନା ମିଳିଛି। ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌

ଗଂଜାମ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଆଉ ଅଳ୍ପକେ ବର୍ତ୍ତିଲେ ଏଥିରେ ଥିବା ଯାତ୍ରୀ । ଗଞ୍ଜାମ-ଗଜପତି ସୀମା ତପ୍ତପାଣି ଘାଟିରେ ଆଜି ସକାଳୁ ଏହି ଘଟଣା ଘଟିଛି । ବ୍ରିଜ୍ ତଳକୁ ଅଧା ଓହଳି ରହିଛି ବସ୍ । ମିଳିଥିବା ସୂଚନା ଅନୁଯାୟୀ, ମହାବୀର ନାମକ…

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ପୁରୀ : ଆଜି ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଗାଇଡ ଲାଇନ୍ ଅନୁସାରେ ଆଜି ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ…