Latest Odisha News

BREAKING NEWS

Browsing Category

ଫିଚର

ପଦାର୍ପଣ ଟେଷ୍ଟରେ ନଟରାଜନଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି…

ରାତି ପାହିଲେ ଟିକାକରଣ, ଶୁଭାରମ୍ଭ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍‌-୧୯ ଟିକାକରଣର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ…

ଓଡ଼ିଶାରେ ୩ ଲକ୍ଷ ୨୯ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୯ ହଜାର ୦୮୮ରେ ପହଞ୍ଚିଛି। https://twitter.com/HFWOdisha/status/1350063267410968576?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ଢ଼େଙ୍କାନାଳ ଏଟିଏମ ଲୁଟ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ମୋଟାଙ୍ଗା ଥାନା ନିମବାହାଳୀ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱରରୁ ଗିରଫ । ପୋଲିସ ଅଭିଯୁକ୍ତଠାରୁ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା, ତିନିଟି ଦାମିକିଆ ଫୋନ, ୨୦ଭରି ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରିଛି । ଅଭିଯୁକ୍ତ ନାଁରେ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ୫ ଲକ୍ଷ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ…

କିଡନି ରାକେଟର ଚେର ଖୋଜିବା ପାଇଁ ରିମାଣ୍ଡରେ ଯିବ ଅଭିଯୁକ୍ତ

ଭୁବନେଶ୍ୱର : କିଡନୀ ରାକେଟ କେଳେଙ୍କାରୀ ମାମଲାରେ ଅଧିକ ତନାଘନା ପାଇଁ ରିମାଣ୍ଡରେ ଆସିବ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସ SDJM କୋର୍ଟରେ ଆବେଦନ କରିଛି । ତା ସହ ଏହି କାମରେ ଆଉ କିଏ କିଏ ଜଡିତ ଅଛି ସେ ନେଇ ପଚରାଉଚରା କରିବ ।…

ନକଲି ପିଛା ଛାଡୁନି କଟକର, ଆଜି ଠାବ ହେଲା ନକଲି ଜର୍ଦ୍ଦା କାରଖାନା

କଟକ : ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ସାସୋଳରୁ ନକଲି ଜର୍ଦା କମ୍ପାନୀ ଠାବ ହୋଇଛି । ପୋଲିସ ଚଢଉ ବେଳେ ବିପୁଳ ପରିମାଣରେ ନକଲି ଗୁଟଖା, ଜର୍ଦ୍ଦା ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ଏହିସବୁ ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀକୁ ପୋଲିସ ଜବତ କରିଛି । ଏହିଠାରୁ…

ଅପରାଧରେ ଭେନଜୁଏଲା ସବୁଠାରୁ ଆଗରେ, ଭାରତ ସ୍ଥିତି ସୁଧୁରିଛି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ଲୋବାଲ ଡାଟାବେସ କମ୍ପାନୀ ନମ୍ବିଓ ବିଶ୍ୱର ଅପରାଧ ହାର ଏବଂ ଅପରାଧୀଙ୍କ କାର୍ଯ୍ୟକଳାପ ନେଇ ରିପୋର୍ଟ ଜାରୀ କରିଛି । ବିଶ୍ୱରେ ସବୁଠାରୁ ଅଧିକ ଅପରାଧ ଭେନଜୁଏଲାରେ ହେଉଛି ବୋଲି ଏଥିରେ ଦର୍ଶାଯାଇଛି । କ୍ରାଇମ ଇଣ୍ଡେକ୍ସ ୮୪.୪୯ ଥିବା ବେଳେ ସେଫଟି ଇଣ୍ଡେକ୍ସ ୧୮.୦୭ ରହିଛି ।…

ଟିଏମସି ଛାଡିବେ ଶତାବ୍ଦୀ !

କୋଲକତା: ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଲେଖିଛନ୍ତି ଯେ, ଯଦି ମୁଁ କୌଣସି ନିଷ୍ପତି ନିଏ ତାହାହେଲେ ୧୬ ଜାନୁୟାରୀ ଦିନ ୨ଟା ବେଳେ ଏ ସମ୍ପର୍କରେ ଆପଣମାନଙ୍କୁ ସୂଚନା…