Latest Odisha News

BREAKING NEWS

Browsing Category

ଫିଚର

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ବକ୍ସ ଅଫିସରେ ସୁନାମି ସୃଷ୍ଟି କରୁଛି ବିଜୟଙ୍କ ମାଷ୍ଟର

ଚେନ୍ନାଇ: କରୋନା ମହାମାରୀ କଟକଣା କୋହଳ ହେବା ପରେ ସିନେମାଘରେ ରିଲିଜ ହୋଇଛି ସାଉଥ ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ । ରିପୋର୍ଟ ମୁତାବକ ଏହି ଫିଲ୍ମ ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଛି । ପ୍ରଥମ ଦିବସରେ ଏହି ଫିଲ୍ମ ୪୦କୋଟି ଆୟ କରି ସାରିଛି । ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶନାରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ…

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ ।…

ବାଇଡେନଙ୍କ ଶପଥ ସମାରୋହରେ ହିଂସା ଆଶଙ୍କା: ୫୦ ରାଜ୍ୟ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇଲା ଏଫବିଆଇ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ସମାରୋହରେ ଡୋନାଲ୍ଡ ଟ୍ରମ୍ପ ସମର୍ଥକ ବଡ ଧରଣର ହିଂସା ଘଟାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏଫବିଆଇ ଏ ନେଇ ୫୦ ରାଜ୍ୟର ସମସ୍ତ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇ ଦେଇଛି । ୨୦ ଜାନୁୟାରୀ ପରେ କିଛି ଦିନ ଆପଣମାନଙ୍କୁ ହାଇ ଆଲର୍ଟ…

ବାବା ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା; କେବଳ ପୂଜକଙ୍କୁ ପ୍ରବେଶ ଅନୁମତି

ଆଠଗଡ଼: କରୋନା ଯୋଗୁଁ ଅନେକ ଦିନ ହେବ ବନ୍ଦ ରହିଥିବା ବାବା ଧବଳେଶ୍ବର ପୀଠ ଗତ କିଛିଦିନ ହେବ ଖୋଲିଥିବା ବେଳେଆଜି ପୁନଃ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ପବିତ୍ର ମକର ସଂକ୍ରାନ୍ତି। ଏହାକୁ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମଧାମରେ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର…

ଗଜପତି: ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ

ଗଜପତି: ଗଞ୍ଜେଇ ଚାଷର ଗନ୍ତାଘର ସାଜିଛି ଗଜପତି ଜିଲ୍ଲା। ପ୍ରତିଦିନ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ସୂଚନା ମିଳୁଛି। ଗୁରୁବାର ଦିନ ଏଠାରେ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ।…

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ; ମେଗା ଉଠାଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

କଳାହାଣ୍ଡି: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବେ । ଦିନ ସାଢେ ୧୧ ତା ସୁଦ୍ଧା ମୁଖ୍ୟମନ୍ତ୍ରୀ ଜୟପାଟଣା ବ୍ଲକ ମଗଂଲପୁରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ…

ମକର ସଂକ୍ରାନ୍ତି’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଏହି ପର୍ବ ପାଳନର ଅନେକ ମହତ୍ତ୍ୱ ରହିଥିବା ବେଳେ ଆଜିଠାରୁ ଧିରେ ଧିରେ ଦିନ ବଡ ହୋଇଥାଏ। ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ…

ମକର ସଂକ୍ରାନ୍ତିକୁ ନେଇ କ’ଣ ରହିଛି ଲୋକ ବିଶ୍ୱାସ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ…