Latest Odisha News

BREAKING NEWS

Browsing Category

ଫିଚର

କଙ୍ଗନା ମୋ ଷ୍ଟୋରି ଚୋରି କରିଛନ୍ତି : ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍ ଦିଦ୍ଦା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ମାତ୍ର ଏହା ଘୋଷଣା କରିବା ଦିନକ ପରେ ତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆସିଛି । ଦିଦ୍ଦା ଉପନ୍ୟାସ ଲେଖିଥିବା ଆଶୀଷ କୌଲ ଏହି ଅଭିଯୋଗ ଆଣିଛନ୍ତି ।…

ଆଜିଠୁ ଆରମ୍ଭ ହେଲା ଭିତରକନିକାରେ କୁମ୍ଭୀର ଗଣନା

ପଟ୍ଟାମୁଣ୍ଡାଇ: ଜାତୀୟ ଉଦ୍ୟାନ ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ଏହି ଗଣନା କାର୍ଯ୍ୟରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ…

ଜାନୁୟାରୀ ୨୯ରୁ ବଜେଟ ଅଧିବେଶନ, ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନ ୧୧ଟା ବେଳେ ମିଳିତ ଅଧିବେଶନକୁ ସମ୍ବୋନ୍ଧିତ କରିବେ । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ତାରିଖ ଦିନ ୧୧ଟା ବେଳେ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ବଜେଟ…

ଏଥର ଗଣତନ୍ତ୍ର ଦିବସରେ ଅତିଥି ଭାବେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେନି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଏଥର ଗଣତନ୍ତ୍ର ଦିବସରେ କୌଣସି ବିଦେଶୀ ରାଷ୍ଟ୍ରମୂଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ପ୍ରଥମେ ବ୍ରିଟିଶ…

ପଶ୍ଚିମବଙ୍ଗରେ ଆଗୁଆ ନିର୍ବାଚନ ହୋଇପାରେ !

କୋଲକାତା: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଅଟକଳ ଜୋର ଧରିଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରର କାର୍ଯ୍ୟକାଳ ମେ ୩୦ରେ ଶେଷ ହେବ । ଏଥିନେଇ ଟିଏମସି, ବିଜେପି ଏବଂ ଅନ୍ୟ ଦଳଗୁଡିକ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି ।…

ରାଜ ଅଠାୱାଲ ହେଲେ ଓଡିଶା ଏଫସିର ନୂତନ ସଭାପତି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲ ଅବସରରେ ରାଜ ଅଠାୱାଲଙ୍କୁ ଗୁରୁବାର ଓଡିଶା ଏଫସିର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଏହା ପୂର୍ବରୁ ଗ୍ଲାସଗୋ ରେଞ୍ଜର୍ସ, କୋଭେଂଟ୍ରି ସିଟି ଓ ୱାଟଫୋର୍ଡ କ୍ଲବ ପକ୍ଷରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର ୨୫ ବର୍ଷର…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ ।…

ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ କଙ୍ଗନା

ମୁମ୍ବାଇ: ମଣିକର୍ଣ୍ଣିକା ଫ୍ରାଂଚାଇଜର ପରବର୍ତୀ ଫିଲ୍ମ ପାଇଁ କଙ୍ଗନା ରାନାୱତ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ଗୁରୁବାର ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତ । ଏହାର ନାମ ରହିଛି ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଝାନ୍ସି ରାଣୀ…

କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

କେସିଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ସେ ମୋଟ ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ…

ରାମସେତୁ ରହସ୍ୟ ଉଜାଗର ହେବ !

ନୂଆଦିଲ୍ଲୀ:ରାମସେତୁ ବାସ୍ତବ ନା କଳ୍ପନା ଖୁବ୍ ଶୀଘ୍ର ଏହି ରହସ୍ୟରୁ ପରଦା ଉଠିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ୪୮ କିଲୋମିଟର ଲମ୍ବ ପଥର ଶୃଙ୍ଖଳକୁ ରାମସେତୁ କୁହାଯାଇଥାଏ । ଏହା ରାମାୟଣରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ମାନ୍ନାର ଉପସାଗର ଏବଂ ପାକ୍ ଷ୍ଟ୍ରିଟକୁ ଅଲଗା କରିଥାଏ ।…