Latest Odisha News

BREAKING NEWS

Browsing Category

ଫିଚର

ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁରରୁ ୧୧ କୁଇଣ୍ଟାଲ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ । ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଟଏ ଟ୍ରକ୍, ପିକଅପ୍ ଭ୍ୟାନ୍ ଓ…

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି

କୋଲକାତା: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଘରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ…

ଦେଶରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, କାଲି କୋଟିଏ ଛୁଇଁବ ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ତ ୨୪ଘଣ୍ଟାରେ ଆଉ ୨୬୪ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୧୧୪କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।…

ଆଜିଠୁ ଖୋଲୁଛି ଅନନ୍ତ ବାସୁୁଦେବଙ୍କ ଆନନ୍ଦବଜାର

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ଖୋଲିବାକୁ ଯାଉଛି ପ୍ରଭୁ ଅନନ୍ତ ବାସୁଦେଙ୍କ ଆନନ୍ଦବଜାର । ଏତେ ଦିନ ପରେ ଅବଢା ଖାଇବାର ସୁଯୋଗ ପାଉଥିବାରୁ ଭକ୍ତ ବେଶ୍ ଆନନ୍ଦିତ ଅଛନ୍ତି । କରୋନା କଟକଣା ଭିତରେ ଏହି ଅବଢା ବିକ୍ରି କରାଯିବ ବୋଲି କୁହାଯାଇଛି । କିଛି ଦିନ ତଳେ ମନ୍ଦିରରେ ଠାକୁରଙ୍କ…

ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ, କେବଳ ଅନଲାଇନ୍

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ…

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା । ସେହିପରି…

ଚିଲିକାକୁ ଏବର୍ଷ ଆସିଛନ୍ତି ରେକର୍ଡ ୧୧ଲକ୍ଷ ୪୨ ହଜାର ପକ୍ଷୀ

ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ । ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ ଅଭିଯୁକ୍ତ । ତାକୁ ବାନ୍ଧିଛି କଟକ ଗ୍ରାମାଞ୍ଚଳ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଗତକାଲି ୪ଜଣଙ୍କୁ ଗିରଫ କରିଥିଲା…

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ, ଜଣେ ଅଟକ

କଟକ: ଭେଜାଲ ଜିନିଷର ପେଣ୍ଠଶସ୍ଥଳ ପାଲଟିଛି କଟକ । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଅପମିଶ୍ରିତ ଚା’ ପତି । କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ । ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ହୋଇଛି । ଘଟଣାସ୍ଥଳରୁ ପୋଲିସ…

ଜାନୁଆରୀ ୮ରୁ ଖୋଲିବ ଯାଜପୁରରେ ସମସ୍ତ ଧର୍ମାନୁଷ୍ଠାନ

ଯାଜପୁର:ଜାନୁଆରୀ ୮ରୁ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । ଗତ ୨୯ ତାରିଖରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବାବେଳେ ଆସନ୍ତା ୮ ରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶ…