Latest Odisha News

BREAKING NEWS

Browsing Category

ଫିଚର

କେନ୍ଦୁଝରରେ ବାଇକ-ଟ୍ରକ ଧକ୍କା; ବଞ୍ଚିଗଲେ ବାପ-ଝିଅ, ଚାଲିଗଲା ମାଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥସ୍ଥ ଗାନ୍ଧିଛକ ନିକଟରେ ଏକ ବାଇକ୍‌-ଟ୍ରକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ପଡା ଗ୍ରାମର ଭାଗୀରଥି…

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହି ଗଣନା ଆଜି ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ  ଚାଲିବା ନେଇ ସୂଚନା ରହିଛି  । ଏନେଇ ୧୬ ଟିମ ନିୟୋଜିତ ଅଛନ୍ତି। ସୂଚନାନୁସାରେ, ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ  ସଦସ୍ୟ ରହିଛନ୍ତି।ସେହିପରି…

କୋହଲି, ପାଣ୍ଡ୍ୟାଙ୍କ କରୋନା କଟକଣା ଭାଙ୍ଗିଥିବା ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା

ସିଡନୀ: ଅଷ୍ଟ୍ରେଲିଅ ଗଣମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କରୋନା ପ୍ରୋଟୋକଲ ଭାଙ୍ଗିଥିବା ଖବର ପ୍ରକାଶିତ ହୋଇଥିଲା । ଏଥିନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ମଙ୍ଗଳବାର ସେମାନଙ୍କ ବିରୋଧରେ ଆସିଥିବା…

୨୫ ହଜାର ଟଙ୍କାର ତଣ୍ଡ ଗଣିଲା ବାଲି ବୋଝେଇ ଟ୍ରକ

ଭଦ୍ରକ: ରାଜ୍ୟରେ ଜୋରସୋରରେ ଚାଲିଛି ଗାଡି କାଜଗପତ୍ର ଯାଞ୍ଚ । ପ୍ରତିଦିନ କାଟୁଛି ଲକ୍ଷ ଲକ୍ଷ ଟଙ୍କାର ଚାଲାଣ । ଏହି କ୍ରମରେ ଏକ ବାଲି ବୋଝେଇ ଗାଡିକୁ ଲାଗିଛି ୨୫ ହଜାର ଟଙ୍କାର ଜରିମାନା। ଭଦ୍ରକ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନାନୁସାରେ,ଏକ ବେଆଇନ ବାଲି ବୋଝେଇ ଟ୍ରକ ଜବତ କରିଛି…

ସ୍ୱିଡେନର ବରଫ ହୋଟେଲ: ପ୍ରତ୍ୟେକ ବର୍ଷ ତିଆରି ହୁଏ ପରେ ତରଳିଯାଏ

ଷ୍ଟକହୋମ୍‌: ସ୍ୱିଡେନର ଷ୍ଟକହୋମ୍‌ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।୧୯୮୯ରୁ ଏହି…

ଓଡ଼ିଶାରେ କମୁଛି ପଜିଟିଭ ସଂଖ୍ୟା; ଆଜି ସୁସ୍ଥ ହେଲେ ଆଉ ୨୭୧ ଜଣ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ବ୍ଲାକହୋଲ ମାଧ୍ୟମରେ ବ୍ରହ୍ମାଣ୍ଡର ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଇ ହେବ !

ନୂଆଦିଲ୍ଲୀ: ବ୍ଲାକହୋଲ ନେଇ ଅନେକ ରହସ୍ୟ ରହିଛି । ଏହି ରହସ୍ୟ ଉଜାଗର ନେଇ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏବେ ବି ଆଷ୍ଟ୍ରୋଫିଜିକ୍ସଟ ୱର୍ମହୋଲ ସହାୟତାରେ ମହାକାଶରେ ସମୟକୁ ମାତ ଦେବା ପରି ଯାତ୍ରା କରିହେବ ବୋଲି କହିଛନ୍ତି । ରୁଷିଆର ସେଂଟ୍ରାଲ…

ଆଦିପୁରୁଷରେ ୯ଫୁଟ ହେବ ସୈଫଙ୍କ ଉଚ୍ଚତା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାଁ ଅଭିନୀତ ଆଦିପୁରୁଷ ଆରମ୍ଭ ହେବା ଦିନରୁ ଏବେ ଚର୍ଚ୍ଚାରେ ରହିଆସିଛି । ଓମ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ । ରାମଙ୍କ ଭୁମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ଅବତୀର୍ଣ୍ଣ ହେବେ । ରାବଣର ଚରିତ୍ରକୁ ଭୟାବହ କରିବା…

ଆସନ୍ତା ୨୯ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି…