Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ବିଗତ ୬ ବର୍ଷରେ ଅକ୍ଷୟଙ୍କ ଆୟ କେତେ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବିଗତ ୬ ବର୍ଷର ଆୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ କୁମାର ୨୦୧୪ରୁ ୨୦୨୦ ମଧ୍ୟରେ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ରେ କରୋନା କାଳରେ ମଧ୍ୟ ଅକ୍ଷୟ ୩୫୬.୫୭ କୋଟି…

ଜାନୁଆରୀ ୩୦ ସୁଦ୍ଧା ଓଡ଼ିଶାକୁ ମିଳିପାରେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୩୦ ସୁଦ୍ଧା କୋଭିଡ-୧୯ ଟିକା ଓଡିଶାରେ ପହଞ୍ଚିବାର ସମ୍ଭାବନା ଥିବା ନେଇ ସୋମବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ରାଜ୍ୟରେ ପ୍ରଥମ ଡୋଜ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ଭଳି…

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ…

ମହାକାବ୍ୟର ମହାଅଭିଶାପ

ପୁରୀ: ମହାଭାରତର ପ୍ରତ୍ୟେକ ଚରିତ୍ରର ମହତ୍ୱ ରହିଛି । ତେବେ ଏହି ପୌରାଣିକ ଚରିତ୍ର ମଧ୍ୟରେ କେତେକ କ୍ରୋଧର ବଶୀଭୂତ ହୋଇ ଶ୍ରାପ ଦେଇଛନ୍ତି । ଆସନ୍ତୁ ଜାଣିବା ମହାକାବ୍ୟର ମହାଶ୍ରାପଗୁଡିକ ବିଷୟରେ । ମାଆ କୁନ୍ତୀଙ୍କ ଅଭିଶାପ ଦେଲେ ଯୁଧିଷ୍ଠିର: କର୍ଣ୍ଣ ବଧ ପରେ ମାଆ କୁନ୍ତୀ ଯେତେବେଳେ…

ମୁମ୍ବାଇ ଛାଡିଲେ ରାମ ଗୋପାଳ ବର୍ମା

ମୁମ୍ବାଇ:ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମୁମ୍ବାଇ ଛାଡିଛନ୍ତି । ତେବେ ସବ-ଅର୍ବାନ ଏରିଆରେ ଏବେ ବି ତାଙ୍କ ଅଫିସ ରହିଛି । ରିପୋର୍ଟ ମୁତାବକ ବର୍ମା ଏବେ ଗୋଆରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମୁଁ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ କାମ କରୁଛି ସେଥିପାଇଁ ଗୋଆ ଉପଯୁକ୍ତ…

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି। ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍…

୭ ବର୍ଷୀୟା ରୋରୀ ଉଠାଉଛି ୮୦ କିଲୋର ଓଜନ !

ଓଟ୍ଟାୱା:କାନାଡାରେ ରହୁଥିବା ରୋରୀ ଭ୍ୟାନଙ୍କ ବୟସ ମାତ୍ର ୭ କିନ୍ତୁ ଏହି ବୟସରେ ସେ ୮୦ କିଲୋଗ୍ରାମର ଓଜନ ଉଠାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି କୁନି ଝିଅଟି ଭାରୋତୋଳନରେ ୟୁଏସ ଅଣ୍ଡର ୧୧ ଓ ଅଣ୍ଡର ୧୩ରେ ୟୁଥ ନ୍ୟାଶନାଲ ଚାମ୍ପିୟନ ହୋଇସାରିଛି । ଏହି ଅବସରରେ ଏକ…

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…