Latest Odisha News

BREAKING NEWS

Browsing Category

ଫିଚର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ଼  

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଇନ୍ଦିରାବତୀ ଜଳପ୍ରକଳ୍ପର ଅବସର ପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍‌ ଜାରି ରହିଛି। ଖବର ଅନୁଯାୟୀ, ଭିଜିଲାନ୍ସ ପକ୍ଷରୁ ଧର୍ମଗଡ଼ସ୍ଥିତ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଥାନା ବାବୁ। ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ଼୍‌ । ଏକାସାଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ଜାରି ରହିଥିବା ସୂଚନା। ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ଆଉ ଏକ ଶକ୍ତ ଧକ୍କା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ…

ଆହୁରି ଖସିବ ତାପମାତ୍ରା; ନୂଆବର୍ଷରେ ଶିତରେ ଥରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୩୧ ତାରିଖଠାରୁ ତାପମାତ୍ରା ଆହୁରି କମିବା ନେଇ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସାରା ରାଜ୍ୟରେ ରାତି ତାପମାତ୍ରା ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାର ପ୍ରଭାବରେ ନୂଆବର୍ଷର ପ୍ରଥମ ୨…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୧୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ଡିସେମ୍ବର ତା ୩୦ ରିଖ ବୁଧବାର ଧନୁ ୧୬ ଦିନ ପୌଷ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର   ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ,ବିଛା ଓ କୁମ୍ଭ ରାଶି…

ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସରୁ ଓହରିଯିବ !

ମୁମ୍ବାଇ: ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସ ନେଇ ଆଗ୍ରହ ପ୍ରକାଶ କରିଥିଲା । ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ମୁତାବକ ଫକ୍ସ ଷ୍ଟାର ଭାରତରେ ଫିଲ୍ମ ବିଜନେସ ନ କରିବା ପାଇଁ ନିଷ୍ପତି ନେଇଛି । ୨୦୧୮ରେ ଅକ୍ଷୟ କୁମାରଙ୍କ ସହ ୩ଫିଲ୍ମ କମ୍ପାନୀ ଚୁକ୍ତି କରିଥିଲା । ଅକ୍ଷୟଙ୍କ…

ଚୀନ ସୀମାରେ ରାଡାର, ମିସାଇଲ ନିୟୋଜିତ କରିଛି : ଆଇଏଏଫ ଚିଫ୍‌

ଲଦାଖ:ଚୀନ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ବହୁ ମାତ୍ରାରେ ରାଡାର ଓ ମିସାଇଲ ନିୟୋଜିତ କରିଛି । ମଙ୍ଗଳବାର ଭାରତୀୟ ଏୟାରଫୋର୍ସର ଚିଫ ଆରକେଏସ ଭଦୌରିଆ ଏହା କହିଛନ୍ତି । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ କ୍ଷତି ଚୀନର ହେବ ବୋଲି ସେ କହିଛନ୍ତି । ଭାରତ କୌଣସି ପ୍ରକାର ଅଶାନ୍ତିକର…

ଶୋପିଆଁ ଏନକାଉଂଟର ମାମଲା: ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଥିଲେ ସେନା ଅଧିକାରୀ

ଶ୍ରୀନଗର: ଭାରତୀୟ ସେନାର ଭାବମୂର୍ତିକୁ ଆଜି ଆଘାତ ଲାଗିଛି । ବହୁ ଚର୍ଚ୍ଚିତ ଶୋପିଆଁ ଏନକାଂଉଟର ଫେକ୍ ଥିଲା ପ୍ରମାଣିତ ହୋଇଛି । ଘଟଣାର ତଦନ୍ତ କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଏ ନେଇ ଚାର୍ଜସିଟ ଦାଖଲ କରିଛି । ରାଜୌରୀର ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ସେନା କ୍ୟାପଟେନ ମେଜର ବସୀର…

ଆରପାରିରେ ଫୁଟବଲ ଅଲିମ୍ପିଆନ୍ ନିଖିଳ ନନ୍ଦୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ନିଖିଳ ନନ୍ଦୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୫୬ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଏହି ସମୟକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯାଏ । ଦୀର୍ଘ ଦିନ…

ଅତିରିକ୍ତ ଡିଜି ପାହ୍ୟାକୁ ଅରୁଣ ବୋଥ୍ରାଙ୍କ ପଦୋନ୍ନତି

ଭୁବନେଶ୍ୱର: ୧୯୯୬ ବ୍ୟାଚର ତିନିଜଣ ବରିଷ୍ଠ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀଙ୍କୁ ଆଡିସନାଲ୍ ଡାଇରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଏଡିଜିପି) ସ୍ତରକୁ ପଦୋନ୍ନତି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓଡିଶା ରାଜ୍ୟ ସଡକ ପରିବହନ ନିଗମ…