Latest Odisha News

BREAKING NEWS

Browsing Category

ଫିଚର

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ, ବାମଦଳ ଏକତ୍ର ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧ରେ ହେବ । ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଗୁରୁବାର କଂଗ୍ରେସ ଓ ବାମଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର…

ଏଥର ଅଫିସିଆଲ: ୨୦୨୨ରୁ ଆଇପିଏଲରେ ୧୦ ଟିମ୍‌

ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା- ୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍…

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ…

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ରାଜଧାନୀରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ରେ ବିଜେପି ବିରୋଧ । ତାଙ୍କୁ ଭୁବନେଶ୍ବର ଉପକଣ୍ଠ ଭରତପୁରରେ କଳା କପଡା ଦେଖାଇ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏଥିରୁ ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦ…

ଇଂଲଣ୍ଡରୁ ଆସି ପାରୁ ନାହାନ୍ତି ପ୍ରିୟଙ୍କା, ଅଫତାବ

ମୁମ୍ବାଇ: କରୋନା ଭାଇରସ ନୂତନ ଷ୍ଟ୍ରେନ ଇଂଲଣ୍ଡରେ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ସ୍ଥାନୀୟ ସରକାର କେତେକ କଡା ପଦକ୍ଷେପ ନେଇଛି । ଏଥିଯୋଗୁ ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଅଫତାବ ଶିବଦାସନୀ ଇଂଲଣ୍ଡରେ ଫସି ଯାଇଛନ୍ତି । ସେମାନେ ଯେଉଁ ଯେଉଁ ପ୍ରୋଜେକ୍ଟରେ କାମ…

ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍.…

ଟିମ୍ ଇଣ୍ଡିଆ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ଗାଭାସ୍କର

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆରେ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ସବୁ ଖେଳାଳିଙ୍କୁ ସମାନ ଭାବେ ବିଚାର କରାଯାଉ ନାହିଁ । ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଟରନିଟି ଲିଭ୍ ନେଇ ସେ ଏହି ସାଂଘାତିକ କଥା କହିଛନ୍ତି । କୋହଲିଙ୍କୁ…

ଯଦୁପୁର ଗାଁରେ ହତ୍ୟାର ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଜେରା କରୁଛି ଏସଆଇଟି । ଆଜି ରିମାଣ୍ଡର ଶେଷ ଦିନରେ ଗିରଫ ଅଭିଯୁକ୍ତ ସରଜୋ ସେଠୀକୁ ଯଦୁପୁର ଗାଁକୁ ଆଣିଛି ଏସଆଇଟି । ହତ୍ୟାକାଣ୍ଡ ସ୍ଥଳରେ ସେ ଡେମୋ ଦେଖାଉଛି । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହା ଦେଖାଉଛି ଅଭିଯୁକ୍ତ । ଏସଆଇଟି…