Latest Odisha News

BREAKING NEWS

Browsing Category

ଫିଚର

ଜନ୍ମଦିନରେ ମନେ ପଡନ୍ତି ଅଟଳ…

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ…

ରାଉରକେଲାର ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ସେକ୍ଟର ୨୧ ରହମତ ନଗର ବସ୍ତିରେ ମଧ୍ୟରାତ୍ରରେ ଏକ ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ଜଳି ନଷ୍ଟ ହୋଇଯାଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି…

୨୦୨୦ରେ ସାରା ରାଜ୍ୟରେ ଚହଳ ପକାଇଥିବା ପାଞ୍ଚଟି ଚର୍ଚ୍ଚିତ ଅପରାଧ

ଭୁବନେଶ୍ୱର: ଅନେକ ଲୋମହର୍ଷଣକାରୀ ଅପରାଧ ଦେଖିଛି ବର୍ଷ ୨୦୨୦ । ପରୀଠୁ ଆରମ୍ଭ କରି ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରି । ପୂର୍ବତନ ବିଧାୟକ ଅନୁପ ସାହୁଙ୍କ ଗିରଫଦାରୀ କୁହନ୍ତୁ କି ପାଠକ ବାପା-ପୁଅ ଜେଲ୍ ଯିବା । ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତରେ ପୋଲିସ ହ୍ୟାଣ୍ଡକଫ…

ଦିଲ୍ଲୀରେ ଭୁମିକମ୍ପର ଝଟକା, ଲୋକେ ଭୟଭୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୩ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀର ନାଗଲୋଇରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୫-୧୨-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ମସିହା ଡିସେମ୍ବର ତା୨୫ ରିଖ ଶୁକ୍ରବାର ଧନୁ ୧୧ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର :-ବିଛା ଧନୁ ଓ ମୀନ ରାଶିର   ଘାତ ଚନ୍ଦ୍ର:-ମେଷ ରାଶିର ନିଷେଧ ଖାଦ୍ୟ:-…

ଆଇଫୋନ୍ ପରେ ବୈଦ୍ୟୁତିକ କାର୍ ତିଆରି କରିବ ଆପଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଉତ୍କୃଷ୍ଟ ଗ୍ୟାଜେଟ୍ ଏବଂ ନବସୃଜନ ପାଇଁ ସାରା ବିଶ୍ୱରେ ଜଣାଶୁଣା ଟେକ୍ କମ୍ପାନୀ ଆପଲ୍ ବର୍ତ୍ତମାନ ଅଟୋ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ଆଣିବାକୁ ଚେଷ୍ଟା କରିବାକୁ ପ୍ରସ୍ତୁତ ହେଉଛି। ନିକଟରେ ଏକ ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଆପଲ୍ ଅଟୋ ସେକ୍ଟରରେ ୨୦୨୪…

ଚାଇନିଜ ଭିଡିଓ ଗେମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବ ଆପଲ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ଡେଭଲପର୍ସଙ୍କୁ ଆପଲ୍ କମ୍ପାନୀ ଦ୍ୱାରା ଧମକ ଦିଆଯାଇଛି ଯେ, ଆପଲ୍ ଆପ୍ ଷ୍ଟୋରରୁ ହଜାର ହଜାର ଭିଡିଓ ଗେମିଂ ଆପ୍ ହଟାଯିବ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଜିଂ ଇଣ୍ଟରନେଟ୍ ଉପରେ ନିୟନ୍ତ୍ରଣକୁ କଡାକଡି କରିବା ସହିତ କିଛି ନୂତନ…

ଜାନୁଆରୀ ୩ରୁ ଖୋଲିବ ଖୋର୍ଦ୍ଧାରେ ସମସ୍ତ ଧର୍ମାନୁଷ୍ଠାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାର ସମସ୍ତ ମନ୍ଦିର ତଥା…

ଆୟକର ରିଟର୍ଣ୍ଣ: ଡିସେମ୍ବର ୩୧ ପୂର୍ବରୁ ITR ବିନା ଜୋରିମାନାରେ ଭରାଯାଇପାରିବ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଆକଳନ ବର୍ଷ ୨୦୨୦-୨୧ (ବିତବର୍ଷ ୨୦୧୯-୨୦) ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ଅତି ନିକଟତର ହୋଇଛି | ଏହି ପରିପ୍ରେକ୍ଷୀରେ, ଯଦି ଆପଣ ଏପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ନ (ITR) ଦାଖଲ କରିନାହାଁନ୍ତି, ତେବେ ଆପଣ ଯଥାଶୀଘ୍ର ଅନଲାଇନରେ ITR ଫାଇଲ୍…