Latest Odisha News

BREAKING NEWS

Browsing Category

ଫିଚର

ମନୋରଞ୍ଜନର ଅନ୍ୟ ନାମ ଗୋବିନ୍ଦା: ଡ୍ୟାନସରରୁ କମେଡି କିଙ୍ଗ

ମୁମ୍ବାଇ: ବଳିଉଡର ଲୋକପ୍ରିୟ କଳାକାର ଗୋବିନ୍ଦାଙ୍କ ଆଜି (୨୧ ଡିସେମ୍ବର) ୫୭ ତମ ଜନ୍ମଦିବସ । ୮୦/୯୦ ଦଶକରେ ଭଲ ଡ୍ୟାନସର ଭାବେ ନାମ କମାଇଥିବା ଗୋବିନ୍ଦା ସମସ୍ତ ପ୍ରକାର ଅଭିନୟ କରି ଦକ୍ଷତା ପ୍ରତିପାଦିତ କରିଛନ୍ତି । ଗୋବିନ୍ଦାଙ୍କ ବାପା ଅରୁଣ ଆହୁଜା ଓ ମାଆ ନିର୍ମଳା ଦେବୀ ମଧ୍ୟ ଫିଲ୍ମରେ…

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା…

ବିଜେଡି ରାଜ୍ୟ ପରିଷଦ ବୈଠକରେ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ । ଭିଡିଓ କନଫରେନ୍ସିଂରେ ବୈଠକରେ ଯୋଗ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସେ ମତାମତ ମାଗିଛନ୍ତି । ସରକାର ଓ ସଙ୍ଗଠନ ନେଇ ମତାମତା ଦେବାକୁ କହିଛନ୍ତି…

ମହାମାରୀ ରାଜ୍ୟରୁ ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ଆଉ ୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । କଳାହାଣ୍ଡି ଜିଲ୍ଲାରେ ଜଣେ ୨୦ବର୍ଷୀ ଯୁବତୀ କରୋନାରେ ଆଖି ବୁଜିଛନ୍ତି । ସେ ହେପାଟାଇଟିସ୍…

ରାଜ୍ୟର ୨୭ ଜିଲ୍ଲାରୁ ୩୬୩ କରୋନା ପଜିଟିଭ୍, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହୁଛି । ତିନି ଚାରିଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହେଉ ନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଯଦୁପୁର ଗାଁରେ ପୋଲିସ ଛାଉଣୀ, ହେପାଜତରେ ଥିବା ଯୁବକଙ୍କ ଘରେ ଏସଆଇଟି ଟିମ୍

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ ଝଓଞର ଖୋଳତାଡ଼ ଜାରି ରହିଛି । ଯଦୁପୁର ଗାଁରୁ ଜଣେ ଯୁବକଙ୍କୁ ଦୁଇ ଦିନ ହେବ ହେପାଜତରେ ନେଇଛି ଏସଆଇଟି । ଆଜି ତାଙ୍କ ଘରେ ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ଯୁବକଙ୍କ ମାଆଙ୍କୁ ସେମାନେ ପଚରାଉଚରା କରିଥିବା ଜଣା ପଡ଼ିଛି । ତାଙ୍କ ଘର ଆଗରେ ବି ପୋଲିସ…

ଫୁଲବାଣୀରେ ୪ ଡିଗ୍ରୀକୁ ଖସିଲା ପାରଦ, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ଟି ସହର ତାପମାତ୍ରା

ଭୁବନେଶ୍ୱର: କଲବଲ କରୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଫୁଲବାଣୀରେ ପ୍ରବଳ ଥଣ୍ଡା । ୪ ଡିଗ୍ରୀ ସେଲସୟିସକୁ ଖସିଛି ସର୍ବନିମ୍ନ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨-୩ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ଆଜି ରାଜ୍ୟର…

GST ଠକେଇ: ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

ରାଉରକେଲା: ଜିଏସଟି ଠକେଇ ନେଇ ରାଉରକେଲାରେ ଚଢ଼ାଉ । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ ଚଢ଼ାଉ କରିଛି । ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫% ଆକ୍ରାନ୍ତ, ୨୪ ଘଣ୍ଟାରେ ୨୪,୩୩୭ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ…

ମାଓବାଦୀଙ୍କ ଦିନିକିଆ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଏନକାଉଣ୍ଟରକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଲାଲବାହିନୀର ଦିନିକିଆ ବନ୍ଦ ଡାକରା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଙ୍ଗରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛନ୍ତି ମାଓବାଦୀ । ସିଙ୍ଗରାମ ଏନକାଉଣ୍ଟରରେ ୨ କ୍ୟାଡର…