Latest Odisha News

BREAKING NEWS

Browsing Category

ଫିଚର

ଖୋର୍ଦ୍ଧା ପୌର ପରିଷଦ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ହୋଇଛି । ସଂପୃକ୍ତ କର୍ମଚାରୀ ହେଉଛନ୍ତି ସଦାଶିବ ସ୍ୱାଇଁ । ତାଙ୍କର ଗୁରୁଜଙ୍ଗ ବାସଭବନ ଓ ଏନ୍ୟ ଏକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଥିବା…

ଆଜି ରାଜ୍ୟରେ ସବୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡ, ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ଭଳି ଘଟଣା ବଢୁଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟର ସବୁ ଏସପିଙ୍କ ଅଫିସ ଘେରାଉ କରିବ । ଏଥିରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ । ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ…

ପରୀ ପାଇଁ ବିଜେପି ପଦଯାତ୍ରାର ଆଦି ଦ୍ୱିତୀୟ ଦିନ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା । ପାଞ୍ଚ ଦିନରେ…

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ…

ଜାଡ଼ରେ ଥରୁଛି ଓଡ଼ିଶା; ଫୁଲବାଣୀରେ ୬ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଥଣ୍ଡା। ହାଡ଼ଭଙ୍ଗା ଶିତରେ ଥରୁଛି ଓଡିଶା। ପ୍ରାୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଟୱଲେ ରହିଛି। କନ୍ଧମାଳରେ ୩ ବର୍ଷର ରେକର୍ଡ଼ ଭାଙ୍ଗିଛି ଶୀତ। ସୂଚନାନୁସାରେ ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଆସିଛି ଯାହାକି ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୧-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୧ ରିଖ  ସୋମବାର ଧନୁ ୭ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର     ଘାତ ବାର-: ମିଥୁନ ରାଶିର   ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ…

ଆଇସିସି ର‌୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ…

ଶୁଟିଂ ସେଟରେ ମିଥୁନ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ ଖରାପ ହୋଇପଡିଥିଲା । କାଶ୍ମୀର ଫାଇଲ୍ସ ନାମକ ଏକ ୱେବ ଫିଲ୍ମ ସିରିଜର ଶୁଟିଂ ମସୁରୀରେ ଚାଲୁଥିବା ବେଳେ ମିଥୁନ ଅସୁସ୍ଥ ହୋଇ ପଡିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶୁଟିଂକୁ ଅଧାରୁ…

୨୧ ଡିସେମ୍ବରରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ୪୦୦ ବର୍ଷ ପରେ ଖୁବ୍ ନିକଟତର ହେବେ ବୃହସ୍ପତି ଓ ଶନି

ୱାଶିଂଟନ: ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂମକେତୁର ଆଲୋକ ବର୍ଷା ଠାରୁ ଆରମ୍ଭ କରି ଉଲକାପିଣ୍ଡ ଖସିବା ଏବଂ ନୂତନ ଗ୍ରହରେ ମ୍ୟାଗ୍ନେଟ ୱେଭର ସୂଚନା ଆସିସାରିଛି । ଏବେ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି ।…