Latest Odisha News

BREAKING NEWS

Browsing Category

ଫିଚର

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ମାସେ ଧରି ଚାଲିବ

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ଯାଏ ଚାଲିବ ମହାପ୍ରଭୁଙ୍କ ଏହି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ନୀତି…

ବଡ଼ ଦେଉଳରେ ଚାଲିଛି ଦେବ ଦୀପାବଳୀ; ଶ୍ରାଦ୍ଧ ବେଶରେ ବିଦ୍ୟମାନ ଶ୍ରୀଜୀଉ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, …

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୫-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା୧୫ ରିଖ ମଙ୍ଗଳବାର ଧନୁ ୧ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-: ମକର ରାଶିର    ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ: ଭାରତରେ ହୋଇପାରେ ଉତ୍ପାଦନ

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ୍-ଭି ୯୧.୪ ପ୍ରଭାବଶାଳୀ ଜଣାପଡ଼ିଛି । ଭ୍ୟାକ୍ସିନର ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି । ଋଷ କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭିକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ । ଟିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ…

୨୦୨୧ରେ ବକ୍ସ ଅଫିସରେ ଧୂମ ମଚାଇବେ ଦୀପିକା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ୨୦୨୧ ଖାସ୍ ହେବାକୁ ଯାଉଛି । ଆଗାମୀ ବର୍ଷ ତାଙ୍କର ୫ଟି ବଡ ବ୍ୟାନରର ଫିଲ୍ମ ରିଲିଜ ହେବାକୁ ଥିବାରୁ ସେ ଧୂମ୍ ମଚାଇବେ ବୋଲି ଆଶା କରାଯାଉଛି । ଦୀପିକା ଶକୁନ ବାତ୍ରାଙ୍କ ଏକ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେଙ୍କ ସହ…

ଆମେରିକାରେ ଦିଆଗଲା ପ୍ରଥମ କରୋନା ଟିକା, ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାରେ ଆଜି କରୋନା ଭାଇରସ୍ ଭ୍ୟାକସିନର ପ୍ରଥମ ଡୋଜ ଦିଆଯାଇଛି । ଏହା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଆମେରିକା ଓ ସାରା ବିଶ୍ବର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଫାଇଜରର ପ୍ରଥମ କରୋନା ଭ୍ୟାକସିନ୍ ଦିଆଯାଇଛି ।…

ଗୁଗୁଲ୍ ଓ ୟୁଟ୍ୟୁବ ସେବା ଠପ୍ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମେସ୍

ଭୁବନେଶ୍ୱର: ଗୁଗୁଲ୍ ଓ ୟୁଟ୍ୟୁବ ସେବା ଏକାଧିକ ସ୍ଥାନରେ ସୋମବାର ଦିନ ଠପ୍ ହୋଇଯାଇଥିଲା। ଯାହା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ନିଜ ଭାବାବେଗକୁ ଟ୍ୱିଟରରେ ମଜାଦାର ମେମେସ୍ ଓ ଜୋକ୍ସ ମାଧ୍ୟମରେ ଶେୟାର କରିଛନ୍ତି।…

ଯାଜପୁର ଓ ପୁରୀରେ ହେବ ମେଡିକାଲ କଲେଜ: କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଭୁବନେଶ୍ବର: ଯାଜପୁର ଓ ପୁରୀରେ ଖୋଲିବ ମେଡିକାଲ କଲେଜ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥିପାଇଁ ଖର୍ଚ୍ଚ ହେବ ୨୨୪ କୋଟି ୫୫ ଲକ୍ଷ ।…

ଆଶ୍ରମକୁ ନେଇ ବବିଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ଆଶ୍ରମ ୱେବସିରିଜ ନେଇ ଅଭିନେତା ବବି ଦେଓଲଙ୍କ ଅହୁଆ ବଢ଼ିଛି । ଯୋଧପୁରର ଏକ କୋର୍ଟ ନିର୍ଦ୍ଦେଶକ ପ୍ରକାଶ ଝା ଓ ବବିଙ୍କୁ ନୋଟିସ ପଠାଇଛି । ମାକ୍ସ ପ୍ଲେୟାରରେ ରିଲିଜ ହୋଇଥିବା ଆଶ୍ରମ ୱେବସିରିଜ ଏହାର ବିଷୟବସ୍ତୁକୁ ନେଇ ଆରମ୍ଭରୁ ବିବାଦରେ ରହିଛି । ଆଶ୍ରମ ମଧ୍ୟରେ ମହିଳାମାନଙ୍କ…

ଓଡ଼ିଶାରେ ଖୋଲିବ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେଉଥିବାବେଳେ ଓଡିଶା ସରକାର ରାଜ୍ୟର ସମସ୍ତ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜ ଆଜିଠୁ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି…