Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୬ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ୫୭ ସୁନ୍ଦରଗଡ଼ରୁ, ୫୩ ଖୋର୍ଦ୍ଧାରୁ,୨୭ ଅନୁଗୁଳରୁ , ୨୩…

ଆନ୍ଦୋଳନରୁ ଓହରିଲେ ୟୁପି କୃଷକ, ନୋଏଡା-ଦିଲ୍ଲୀ ବର୍ଡର ଖୋଲିଲା

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ବିରୋଧ ଜାରି ରହିଛି । ତେବେ ଇତି ମଧ୍ୟରେ ସରକାର କେତେକ ରାଜ୍ୟର କୃଷକଙ୍କୁ ମନାଇବାରେ ଓ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ଉତରପ୍ରଦେଶର କୃଷକମାନେ ନୋଏଡା ସେକ୍ଟର-୧୪ଏ ଚିଲ୍ଲା ବର୍ଡରକୁ ବନ୍ଦ କରି ରଖିଥିଲେ । ବୁଝାମଣା ହେବା ପରେ…

ସୋମବାରଠୁ ଓସିଏ ଇଣ୍ଟର-ଡିଷ୍ଟିକ ଟି-୨୦ କ୍ରିକେଟ ଲିଗ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-୨୦ ଲିଗ ମ୍ୟାଚ। ରାଜ୍ୟର ୩୭ଟି ଟିମକୁ ୬ଟି ଗ୍ରୁପରେ ବିଭକ୍ତ କରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ ୧୪ ତାରିଖ ଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ କଟକ…

ଶାହରୁଖ ଖାନଙ୍କ ଅଭିନେତ୍ରୀ କରୋନା ପଜିଟିଭ୍: ‘ରଇସ’ରେ ହୋଇଥିଲେ ସୁପରଷ୍ଟାରଙ୍କ ପତ୍ନୀ

ମୁମ୍ବାଇ: ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରଇସ୍’ରେ ଅଭିନୟ କରିଥିବା ମାହିରା ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ମାହିରା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଆଇସୋଲେଟ୍ ହୋଇଛନ୍ତି ।…

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…

କରୋନା ପରେ କ୍ରିକେଟ: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଘରୋଇ ପ୍ରତିଯୋଗିତା

ମୁମ୍ବାଇ: କରୋନା ସଙ୍କଟ ଟଳିବା ଆରମ୍ଭ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖୁବ୍ ଶୀଘ୍ର ଘରୋଇ ପ୍ରତିଯୋଗିତାଗୁଡିକ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ମୁତାବକ ସୟେଦ ମୁସ୍ତାକ ଅଲୀ ଟ୍ରଫି (ଟି୨୦) ଟୁର୍ଣ୍ଣାମେଂଟ ୧୦ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ୬ ରାଜ୍ୟକୁ ନେଇ…

କାଲି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ କୃଷକଙ୍କ ଅନଶନ, ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି ଚାଷୀ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀ ନେତାମାନେ ଅନଶନରେ ବସିବେ । ସବୁ ସୀମାରେ ଚାଷୀମାନେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି । ସିଂଘୁ,…

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପଶ୍ଚିମବଙ୍ଗ ଗସ୍ତରୁ ଆସିବା ପରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ପାଇଥିଲେ । ଟେଷ୍ଟ କରାଇବା ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି । ତାଙ୍କ…

କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ପଞ୍ଜାବ ଡିଆଇଜି

ଚଣ୍ଡୀଗଡ: କୃଷକ ବିଲକୁ ବିରୋଧ କରି ରବିବାର ପଞ୍ଜାବର ଡିଆଇଜି (ଜେଲ) ଲଖବିନ୍ଦର ସିଂ ଜାଖର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟର ଗୃହ ସଚିବଙ୍କୁ ଦେଇଛନ୍ତି । ସମୟପୂର୍ବରୁ ଅବସର ଦେବା ପାଇଁ ମଧ୍ୟ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୃଷକଙ୍କ ପ୍ରତି ମୋର…