Latest Odisha News

BREAKING NEWS

Browsing Category

ଫିଚର

ପାଣି ଭିତରେ ଯାଦୁ ଦେଖାଇ କଲେ ଗିନିଜ୍ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାଣି ଭିତରେ ଯାଦୁ କଳା ଦେଖାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଜଣେ ବ୍ରିଟିଶ ଯାଦୁକର। ଏଭଳି ଯାଦୁ ଦ‌େଖାଇଥିବା ବ୍ୟକ୍ତିଙ୍କ ନାମ ମାର୍ଟିନ୍ ରିସ୍ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସେ ପ୍ରାୟ ୩ ମିନିଟରେ ପାଖାପାଖି ୨୦ଟି ଯାଦୁ କ‌ୌଶଳ…

ରାଜସ୍ଥାନର ୮ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସର୍ବସାଧାରଣ ସଭା ବନ୍ଦ

ଜୟପୁର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପୁଣି କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଗଲାଣି । ଅଧିକ ସଂକ୍ରମିତ ମଧ୍ୟପ୍ରଦେଶ ଓ ଗୁଜରାଟର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଯିବା ପରେ ରାଜସ୍ଥାନର ୮ ସହରରେ ଲାଗିବ…

ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲ‌େ। ହେଲେ ଚିକିତ୍ସାଧୀନ…

ଡ୍ରଗ୍ସ କେସ୍: କମେଡିଆନ୍ ଭାରତୀୟ ସିଂଙ୍କ ପରେ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ

ମୁମ୍ୱାଇ: କମେଡି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପାଖାପାଖି ୧୫ ଘଣ୍ଟା ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା ଏନସିବି । ଗଞ୍ଜେଇ ସେବନ କରୁଥିବା ଭାରତୀ ଓ…

ଚାକିରିରୁ ଅବସର ପର‌େ କଲ‌େ ‌‌ଟ୍ର‌େନ୍ ଡବା ପରି ଘର

ମୁମ୍ବାଇ: ରେଳବାଇ ବିଭାଗରେ ପ୍ରାୟ ୩୮ ବର୍ଷ ଚାକିରି କରିବା ପରେ ଅବସର ନେଇଛନ୍ତି ମହାରାଷ୍ଟ୍ରର ରୋହିଦାସ ସିନ୍ଧେ। ହ‌େଲ‌େ ଚାକିରି ପ୍ରତି ତାଙ୍କର ଏତ‌େ ଭଲ ପାଇବା ଥିଲା ଯେ ସେ ନିଜ ଘରକୁ ମଧ୍ୟ ଦେଇଦ‌େ‌ଲ‌େ ଟ୍ରେନ୍ ଆକାର। ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ରୁହନ୍ତି ରୋହିଦାସ…

ବିଳମ୍ବିତ ରାତିରେ ପତିତପାବନ ଦର୍ଶନ କଲେ ପୁରୀର ନୂଆ ଏସ୍‌ପି

ପୁରୀ: ହାଜତ ମୃତ୍ୟୁ ଘଟଣାରେ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି କେ. ବିଶାଲ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ବିଶାଲ ସିଂହ ପୁରୀରେ ପହଞ୍ଚି ପତିତପାବନ ଦର୍ଶନ କରିଛନ୍ତି । ନିଜର କିଛି କର୍ମଚାରୀଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୨-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୨ ରିଖ ରବିବାର ବିଛା ୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଅଲୌକିକ ନାଗାର୍ଜୁନ ପରମ୍ପରା -୨

...କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର…

ତିନିଦିନିଆ ଓଡିଶା ଗସ୍ତରେ ଆରଏସଏସର ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି । ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ…

ଆସନ୍ତା ଜାନୁଆରି ୮ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ଜାରି ରହିବ: ହାଇକୋର୍ଟ

କଟକ: ଆସନ୍ତା ୨୦୨୧ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପୂର୍ବଭଳି କଟକଣା ଭିତରେ ଚାଲିବ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି…