Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭାରେ ୧୧, ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଆଗତ ହୋଇଛି ଚଳିତ ଅର୍ଥିକ ବର୍ଷର ଅତିରିକ୍ତ ବଜେଟ । ବିରୋଧୀଙ୍କ ହୋହଲ୍ଲା ଭିତରେ ମୋଟ୍ ୧୧ ହଜାର ୨୦୦ କୋଟିର ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ଫଳେ ଆଗାମୀ ଅତିରିକ୍ତ ବଜେଟ ପରେ ବଜେଟର ଆକାର ଆହୁରି ବୃଦ୍ଧି…

୧୫ ବର୍ଷରୁ କମ୍ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରିବେନି :ଆଇସିସି

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖେଳାଳି ଶୁକ୍ରବାର ନୂତନ ନିୟମ ଜାରି କରିଛି । ଏହା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଜଣେ ଖେଳାଳିଙ୍କୁ ଅତି କମରେ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଖେଳାଳିଙ୍କ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରାଯାଇଛି । ପାକିସ୍ତାନର…

ରାଉରକେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ାଣ, ସ୍ଥିତି ଅନୁଧ୍ୟାନ କଲା ଏଏଆଇ ଟିମ୍

ରାଉରକେଲା: ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଖୁବଶୀଘ୍ର ରାଉରକେଲାରୁ ଦେଶର ବିଭିନ୍ନ ସହରକୁ ଆରମ୍ଭ ହୋଇପାରେ ଦୈନିକ ବିମାନ ସେବା । ୭୦ ଆସନ ବିଶିଷ୍ଟ ଘରୋଇ ବିମାନ ଉଡ଼ିପାରେ କ୍ଷ ଆଜି ଏୟାର ଅଥରିଟି ଅଫ ଇଣ୍ଡିଆ ବା ଏଏଆଇର ଦୁଇ ଜଣିଆ ଟିମ୍ ରାଉରକେଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ…

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶରତ ରାୟଗୁରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ଅପିଲ କରିଛନ୍ତି ଆବେଦନକାରୀ । ଏହାସହ…

୨୬/୧୧ ଆକ୍ରମଣ ପରି ଥିଲା ଯୋଜନା, ପ୍ରଧାନମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ବୈଠକ

୨୬/୧୧ ପରି ଆକ୍ରମଣ ଯୋଜନାରେ ଥିଲେ ନଗରୋଟାରେ ନିହତ ଆତଙ୍କବାଦୀ । କୁହାଯାଉଛି କି ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୪ ଆତଙ୍କବାଦୀ । ଜମ୍ମୁକଶ୍ମୀର…

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି, ବସ୍ତା ଓ ବ୍ୟାଗରେ ବୋହିନେଲେ ଲୋକ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଡ୍ରାଇଭର ଓ ଅନ୍ୟମାନଙ୍କୁ ଲୋକ ଉଦ୍ଧାର କରିବେ କଣ କୁକୁଡ଼ା ବୋହିବାରେ ବ୍ୟସ୍ତ ସମସ୍ତେ । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁର୍ଘଟଣାର ଫାଇଦା ନେଇ ଲୋକ ଘରକୁ ବୋହି ନେଲେ କୁକୁଡ଼ା । ବ୍ୟାଗ, ବସ୍ତା…

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ…

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ ସେ ୨୦୮ଟି ଦେଶକୁ ଯାତ୍ରା କରିଥିଲେ । ଠିକ୍ କରୋନା…

ପୁନର୍ବାର ବାପା ହେଲେ ଏବି ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ ଏଥର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସେ ଏହି ଖବର ସୋସିଆଲ ସାଇଟରେ ଶେୟାର କରିବା ସହ ପତ୍ନୀ ଡ୍ୟାନିୟଲ ଓ ଝିଅ…

ହାଜତ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିଜେପି କର୍ମୀ ଓ ମହିଳା ମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ…