Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧାର୍ମିକ ସ୍ଥଳ ଖୋଲାଯାଇଛି। ମହାମାରୀ ଯୋଗୁଁ ୬ମାସ ହେଲା ଧାର୍ମିକ ସ୍ଥଳୀ ସବୁ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ ଲୋକଙ୍କ ଦାବି ଗୁଡ଼ିକୁ ଆଧାର କରି ମନ୍ଦିର ଗୁଡିକ ଖୋଲା ଯାଇଛି ଏବଂ ଏନେଇ ଏସଓପି ମଧ୍ୟ ଜାରି ହୋଇଛି। ନିର୍ଦ୍ଦିଷ୍ଟ…

ଶେଖ ରଶିଦଙ୍କ ବିବାଦୀୟ ବୟାନ, ଭାରତର ଖୁଫିଆ ଏଜେନ୍ସି ପାକିସ୍ତାନ ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛନ୍ତି !

ଇସଲାମବାଦ: ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ବାରମ୍ବାର ବିବାଦୀୟ ବୟାନ ଦେଉଥିବା ରଶିଦ କହିଛନ୍ତି ଭାରତର ଖୁଫିଆ ଏଜେନ୍ସି (ର) ପାକିସ୍ତାନର ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛି । ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା…

ଛଟ ପୂଜା ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ ପଠାରେ ଏକାଠି ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦେଶ ଦେଇଛନ୍ତି ।…

ହନୁମାନ ଭକ୍ତଙ୍କ ପାଇଁ ଖୁସି ଖବର, କିସ୍କିନ୍ଦାରେ ନିର୍ମିତ ହେବ ୨୧୫ ମିଟର ଉଚ୍ଚତାର ପ୍ରତିମା

ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହିତ ତାଙ୍କର ପ୍ରିୟ ସେବକ ହନୁମାନଙ୍କ ଭବ୍ୟ ପ୍ରତିମା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି । କର୍ଣ୍ଣାଟକର କିସ୍କିନ୍ଦାରେ ୨୦ ଏକର ଜମିରେ ୨୧୫ ମିଟର ଉଚ୍ଚତାର ବିଶାଳକାୟ ହନୁମାନଙ୍କ ପ୍ରତିମା ନିର୍ମାଣ କରାଯିବ । ପ୍ରାରମ୍ଭିକ ଆକଳନ…

ବିହାରରେ ନୀତିଶଙ୍କ ସପ୍ତମ ଇନିଂସ ଆରମ୍ଭ

ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କ ଟିମ୍‌ରେ…

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ।…

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ଆଜି ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ଆରମ୍ଭ ହେଲା ଏଲଏଲ୍ ଟେଷ୍ଟ

ଭୁବନେଶ୍ୱର: ଓଡିଶାରେ ଲର୍ଣ୍ଣସ୍ ଲାଇସେନ୍ସ (ଏଲଏଲ) ଟେଷ୍ଟ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ରହିଥିଲା । ଏନେଇ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

ପରାଜୟକୁ ହଜମ କରି ପାରୁ ନାହାନ୍ତି ଟ୍ରମ୍ପ: କାଲି କହିଲେ ବାଇଡେନ୍ ଜିତିଛନ୍ତି, ଆଜି କହୁଛନ୍ତି ସେ ବିଜୟୀ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସହଜରେ ହଜମ କରି ପାରୁ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେତେବେଳେ କଣ ସବୁ ଟ୍ୱିଟ୍ କରୁଛନ୍ତି । ଗତକାଲି ଜୋ ବାଇଡେନ୍ ନିର୍ବାଚନ ଜିତିଥିବା କହିଥିଲେ ଟ୍ରମ୍ପ । କିନ୍ତୁ ଭୋଟରେ ହେରଫେର ଅଭିଯୋଗ ଆଣିଥିଲେ । ଆଜି ପୁଣି…