Latest Odisha News

BREAKING NEWS

Browsing Category

ଫିଚର

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ

ପାଟନା: ବିହାରରେ ପୁଣି ନୀତିଶ ରାଜ । ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ ସାଢ଼େ 4ଟାରେ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଲଗାତାର ଚତୁର୍ଥ ଥର ସେ ଧରିବେ ବିହାର…

ହୋମ୍ ଆଇସୋଲେସନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ହୋମ୍ ଆଇସୋଲେସନରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ପୃଥକବାସରେ ଅଛନ୍ତି । ସୁସ୍ଥ ଥିବା ଓ କୌଣସି ଲକ୍ଷଣ ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୋରିସନ୍ । ବୋରିସନ୍ ନିକଟରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଲି…

ଜାତୀୟ ପ୍ରେସ ଦିବସ: ସଂକ୍ଷେପରେ ଜାଣନ୍ତୁ ଓଡିଶାରେ ଗଣମାଧ୍ୟମର ଯାତ୍ରା ସମ୍ପର୍କରେ

ଭୁବନେଶ୍ୱର: ସାରାଦେଶରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଛି । ଆସନ୍ତୁ ଜାଣିବା ରାଜ୍ୟରେ ଗଣମାଧ୍ୟମର ଆରମ୍ଭ ଓ ପରବର୍ତ୍ତୀ ସମୟରେ ହୋଇଥିବା ଏହାର ବିକାଶ ସମ୍ପର୍କରେ କିଛି କଥା * ୧୮୬୬ ମସିହାରେ ଗୌରୀ ଶଙ୍କର ରାୟଙ୍କ ଦ୍ଵାରା ପ୍ରଥମ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୬-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୬ ରିଖ ସୋମବାର ବିଛା ୧ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ  ଦ୍ବିତିୟା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: ସିଂହ, କନ୍ୟା ଓ ମକର ରାଶି…

କଂଗ୍ରେସ ଉପରେ ବର୍ଷିଲେ ଆରଜେଡି ନେତା, କହିଲେ ନିର୍ବାଚନ ବେଳେ ସିମଲାରେ ପିକନିକ୍ କରୁଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଅଧିକ ଆସନ ଜିତିଲା । କିନ୍ତୁ ମହାମେଣ୍ଟରେ ସହଯୋଗୀ କଂଗ୍ରେସର ଅଧିକାଂଶ ପ୍ରାର୍ଥୀ ଚିତପଡାଙ୍ଗ ମାରିଲେ । ଫଳରେ ମହାମେଣ୍ଟ ମ୍ୟାଜିକ ନମ୍ୱର ଛୁଇଂ ପାରିଲା ନାହିଁ । ସରକାର ଗଠନ କରି ନପାରିବାରୁ କଂଗ୍ରେସ ଉପରେ ବର୍ଷିଛନ୍ତି ଆରଜେଡି ନେତା…

ଶେଷରେ ବାଇଡେନଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ, ଏମିତି କଥା କହିଲେ

ଓ୍ୱାଶିଂଟନ୍: ଶେଷରେ ସତ ମାନିଲ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋ ବାଇଡେନ୍ ବିଜୟୀ ଓ ତାଙ୍କର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୋଗ ସହ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଭୋଟିଂରେ ହେରଫେର ଅଭିଯୋଗ ଆଣିଛନ୍ତି । ଟ୍ୱିଟ୍ କରି ବାଇଡେନଙ୍କ…

ଦିଲ୍ଲୀରେ କରୋନା ମୁକାବିଲା ପାଇଁ ୧୨ ସୂତ୍ରୀ ପ୍ଲାନ୍, ଦିନକୁ ହେବ ଲକ୍ଷେ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକିବାଲା ସହ ଟ୍ରେସିଂ, ଟ୍ରେସିଂ ଓ ଟିର୍ଟମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । କୋଭିଡ୍ ଟେଷ୍ଟକୁ ଦ୍ୱିଗୁଣିତ କରାଯିବ । ଅର୍ଥାତ ଖୁବଶୀଘ୍ର ଦୈନିକ ଲକ୍ଷେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।…

ଭଲ ଖବର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: କରୋନା ସହ ଲଢେ଼ଇ ଭିତରେ ରାଜ୍ଯ ଦେଇଛି ଖୁସି ଖବର । ବଢୁଛି ସୁସ୍ଥତା ହାର। କମୁଛି ଆକ୍ଟିଭ କେସ୍। ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା । ଆଜି ରାଜ୍ୟରୁ ୧୩ ଶହ ୪୬ ସଂକ୍ରମିତ ସୁସ୍ଥ ହେବା ପରେ ଆକ୍ଟିଭ ସଂଖ୍ୟା ୯ ହଜାର ୨୧୭କୁ ଖସିଛି। ବର୍ତ୍ତମାନ ରାଜ୍ୟରେ…

ତୃତୀୟ ଥର ଲାଗି ପୂର୍ବତଟ ରେଳପଥକୁ ମିଳିବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମିଳିଛି ସମ୍ମାନୀୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -୨୦୨୦ ଗ୍ରହଣ କରିବ। ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୪୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…