Latest Odisha News

BREAKING NEWS

Browsing Category

ଫିଚର

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ…

ଆସନ୍ତୁ ଜାଣିବା ଇମ୍ରାନ ହାସିମଙ୍କ ସ୍ମରଣୀୟ ଚୁମ୍ବନ ବିଷୟରେ

ମୁମ୍ବାଇ : ଇମ୍ରାନ ହାସିମ ବଲିଉଡର ସିରିୟଲ କିସର ଭାବେ ପରିଚିତ । ତେବେ କେଉଁ ଚୁମ୍ବନ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ତାହା ସେ ପ୍ରକାଶ କରିଛନ୍ତି । କର୍କଟ ରୋଗରୁ ତାଙ୍କ ପୁତ୍ର ସୁସ୍ଥ ଭାବେ ମୁକୁଳିବା ପରେ ତାକୁ ଦେଖି ଭାବପ୍ରବଣ ହୋଇ ପଡିଥିଲେ । ସ୍ନେହରେ ତା’ର କପାଳରେ ଗୋଟିଏ…

ସୁନ୍ଦରଗଡ଼ରେ କରୋନା ଆତଙ୍କ; ଚୀନରୁ ଫେରିଲେ ୪ଜଣ ବ୍ୟକ୍ତି

ରାଉରକେଲା: ସମଗ୍ର ବିଶ୍ୱରେ ଭୟାବହ କରୋନା ଭୂତାଣୁ ଆତଙ୍କିତ ଅବସ୍ଥାରେ ଆଚ୍ଛାଦିତ କରି ରଖିଥିବା ବେଳେ ଏବେ ଓଡ଼ିଶାରେ ଏହି ମାରାତ୍ମକ ଭାଇରସ ଯୋଗୁଁ ଜନସାଧାରଣ ସଚେତନ ହେବାରେ ଲାଗିଛନ୍ତି । ମାତ୍ର ବିମାନବନ୍ଦର ଦେଇ ଚୀନ ଫେରନ୍ତା ଯାତ୍ରୀମାନେ ଏବେ ଓଡ଼ିଶା ଫେରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ…

ପ୍ରେମ ସପ୍ତାହରେ ଅଲଗା ହେଲେ : ମାଇକେଲ କ୍ଲାର୍କ-କାଇଲ

ବ୍ରିସବେନ୍‌:ଅଷ୍ଟ୍ରେଲିଆର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ପତ୍ନୀ କାୟଲିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଉଭୟ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କ ୪ ବର୍ଷର ଶିଶୁ କନ୍ୟା ରହିଛି । ତେବେ ପ୍ରେମ ସପ୍ତାହରେ ଏହି ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଛି ।…

ଲଜ୍ଜା: ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ…

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।…

ପରୀକ୍ଷା ପୂର୍ବରୁ +୩ ସେମିଷ୍ଟାର ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ପଦାର୍ଥ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଘୁରି ବୁଲୁଛି । ସୁନ୍ଦରଗଡ ଅଂଚଳର କିଛି ଛାତ୍ରଙ୍କ ଠାରୁ ମୋବାଇଲ ଫୋନରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ସୂଚନା…

କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗାଡିରୁ ୧.୧୦ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କ ଗାଡିରୁ ୧ ଲକ୍ଷ ୧୦ହଜାର ଟଙ୍କା ଜବତ ହୋଇଛି । ବୁଧବାର ଦିନ ତାଙ୍କ ଭବାନୀପାଟଣା ସ୍ଥିତ ଭଡା ଘର ସାମନାରେ ଗାଡିଟିକୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ସେତେବେଳେ ସିଏସଓ ଶିବ ଶଙ୍କର ଦୋରା ଗାଡିରେ ଥିଲେ । କଳାହାଣ୍ଡିର…

କରୋନା ଆତଙ୍କ: କୋଲକାତା ବିମାନ ବନ୍ଦରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: କୋଲକାତା ବିମାନ ବନ୍ଦରରେ ୨ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଭୂତାଣୁ ଚିହ୍ନଟ ହୋଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରକ୍ତ…

ଆସିଲା ଇର୍‌ଫାନ୍‌ଙ୍କ ‘ଅଙ୍ଗ୍ରେଜୀ ମିଡିଅମ’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନର ବିରତି ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ଭର୍ସଟାଇଲ ଅଭିନେତା ଇର୍‌ଫାନ୍ ଖାନ୍ । ରିଲିଜ ହୋଇଛି ତାଙ୍କର ଅପ୍‌କମିଂ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ଟ୍ରେଲର । ୨ ମିନିଟ୍ ୫୫ ସେକେଣ୍ଡର ଏହି ଭିଡିଓରେ ଭରପୁର କମେଡି ସାଙ୍ଗକୁ ଫ୍ୟାମିଲି ଇମୋସନାଲ ଡ୍ରାମା…