Latest Odisha News

BREAKING NEWS

Browsing Category

ଫିଚର

ପିଲା କହି ପାରିଲେନି ନିଜ ଜିଲ୍ଲାର ନାଁ, ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କଳାହାଣ୍ଡି: ଅଚାନକ କଳାହାଣ୍ଡିର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ସେ ସ୍କୁଲରେ ପହଂଚି ପିଲାଙ୍କ ସହ ପାଠ ପଢ଼ା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ କ୍ଲାସରେ ପିଲାଙ୍କୁ ଇଂରାଜୀରେ ନିଜ ଜିଲ୍ଲାର ନାଁ ପଚାରିଥିଲେ । ତେବେ ଅନେକ…

କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର…

ଗୃହ କମିଟି ବୈଠକ ଅଧାରୁ ଉଠି ଆସିଲେ ମୋହନ ମାଝୀ

ଭୁବନେଶ୍ୱର: ରେଳ ବଜେଟ୍‌ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ଆଜି ବଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟର ବୈଠକ ବସିଥିଲା । ତେବେ ଏହି ବୈଠକରେ ରେଳ ଅନୁଦାନ ନେଇ ଆଲୋଚନା ଚାଲିଥିବା ବେଳେ ଏକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୈଠକ ଅଧାରୁ ଉଠି ଆସିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ…

ସ୍କୁଲରେ ବୋବାଲ୍ କଲେ ମାତାଲ୍ ହେଡ଼ମାଷ୍ଟର; କ୍ୟାମେରାରେ ଧରାପଡ଼ି ହେଲେ ନିଲମ୍ବିତ !

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦ୍ୟପାନ କରି ସ୍କୁଲ ହତା ମଧ୍ୟରେ ଉନ୍ମତ୍ତକାଣ୍ଡ କରୁଥିଲେ । ମଦ୍ୟପାନ କରିଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମେରୀପୁର ପ୍ରାଥମିକ…

କରୋନା ଆତଙ୍କ: ଚୀନ ଫେରନ୍ତା ଓଡ଼ିଆଙ୍କ ଯାଞ୍ଚ ହେଲା ସ୍ୱାସ୍ଥ୍ୟବସ୍ଥା

ବାଲେଶ୍ଵର: ମାରାତ୍ମକ କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ତେବେ ଚୀନ ସମେତ ଅନ୍ୟଦେଶରୁ ଓଡିଶା ଫେରିଥିବା ବାଲେଶ୍ଵର ଭୋଗରାଇ ଅଞ୍ଚଳର ୧୩ ଜଣଙ୍କର ବିଭିନ୍ନ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ପକ୍ରିୟା ଦେଇ ଗତି କରିବାକୁ ପଡିଛି । ଭୋଗରାଇ…

ରାଜଧାନୀରେ ଚାଞ୍ଚଲ୍ୟ; ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ପାଖାପାଖି ୨ ଜଣ ଦୁବୃର୍ତ୍ତ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା…

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ୨ ଯବାନ ସହିଦ

ବିଜାପୁର: ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସିଆର୍‌ପିଏଫ୍ କୋବ୍ରା ବଟାଲିୟନର ୨ ଯବାନ ସହିଦ ହୋଇଛନ୍ତି । ସେପଟେ ସେନାର ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଆଜି ସକାଳେ ସିଆର୍‌ପିଏଫ୍ ଯବାନଙ୍କ ପକ୍ଷରୁ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନିଲାମ ହେବ ଗୋରୁମହିଷାଣି ଲୁହାପଥର ଖଣି

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣି ଲୁହାପଥର ଖଣି ସୋମବାର ଦିନ ନିଲାମ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ନିଲାମ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୧୧ଟି କମ୍ପାନୀ ପ୍ରସ୍ତୁତ ଅଛନ୍ତି । ମୟୂରଭଞ୍ଜର ଗୋରୁମହିଷାଣି…

ବ୍ରହ୍ମପୁର ବସ୍ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ସସ୍‌ପେଣ୍ଡ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ୧୧ କେଭି ତାର ଲାଗି ୧୦ଜଣ ମୃତ୍ୟୁ ଘଟଣାର ଦିନକ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୪ଜଣ ଇଂଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍‌ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ସାଉଥକୋ ଜେଇ…

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ । ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା…