Latest Odisha News

BREAKING NEWS

Browsing Category

ଫିଚର

ଏକାଥରକେ ୪ଟି ଫ୍ଲାଟ କିଣିଲେ ଅରଜିତ ସିଂ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରଜିତ ସିଂ ଏକାଥରକେ ୪ଟି ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ବର୍ସୋବା ଅଚଂଳର ଏହି ସମସ୍ତ ଫ୍ଲାଟ ପାଇଁ ଅରଜିତ ୯.୧ କୋଟି ଟଙ୍କା ଦେଇଛନ୍ତି । ସମସ୍ତ ପ୍ଲାଟର ପଂଜିକରଣ ୨୨ ଜାନୁୟାରୀରେ କରାଯାଇଥିଲା । ଅରଜିତ ୨୦୦୫ରେ ଫେମ୍ ଗୁରୁକୁଳରୁ…

ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ ଟ୍ୱିଷ୍ଟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ)ର ଛାତ୍ରୀଙ୍କୁ ଗୁଳି ମାଡ ଘଟଣା ସୋମବାର ଦିନ ଏକ ରୋଚକ ମୋଡ ନେଇଛି । ଏହାବ୍ୟତିତ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଆଶିଷ ନାୟକ ହୋଇଥିବା ବେଳେ ସେ…

ଆତଙ୍କୀ ସଂଗଠନଙ୍କ ଟାର୍ଗେଟରେ ଆରଏସଏସ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଓ ଅଫିସକୁ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରିବା ଯୋଜନାରେ ରହିଛନ୍ତି ବୋଲି ଇଟେଂଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟ ଦେଇଛି । ଏହି ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ପୂର୍ବାଂଚଳର କେତେକ ରାଜ୍ୟରେ…

ଜାଣନ୍ତୁ, ଭୁବନେଶ୍ୱରର ଏହିସବୁ ସ୍ଥାନରେ ଆସନ୍ତାକାଲି ହେବ ବିଦ୍ୟୁତ କାଟ…

ଭୁବନେଶ୍ୱର: ଓଡ଼ିଶାର ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ବୈଦ୍ୟୁତିକ ମରାମତି କାର୍ଯ୍ୟ ଲାଗି ଆସନ୍ତାକାଲି ମଙ୍ଗଳବାର ଦିନ ଭୁବନେଶ୍ୱରର କିଛି ସ୍ଥାନ ମାନଙ୍କରେ ବିଦ୍ୟୁତ ସରବରାହ ବନ୍ଦ ରହିବ । ଭୁବନେଶ୍ୱର ସହରାଞ୍ଚଳ ଦିନ ୯ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ:…

ବାଲେଶ୍ୱରରେ ୫ଟି ସଚିବ, ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି

ବାଲେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଏନେଇ ବାଲେଶ୍ୱରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ବେଳାଭୂମିର ନକ୍ସା ଦେଖିଛନ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ମିଶି ବେଳାଭୂମିର ସମସ୍ୟା…

ମଙ୍ଗଳବାର ଦିଲ୍ଲୀ ଫଳାଫଳ, ଷ୍ଟ୍ରଙ୍ଗରୁମ୍ ବାହାରେ କଡା ପହରା

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି ।…

ଛାତ୍ରୀଙ୍କୁ ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି ।…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଞ୍ଜିବ ପାଣିଗ୍ରାହୀ

କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ କୁମାର ପାଣିଗ୍ରାହୀ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କୁ ନିଯୁକ୍ତି ସହ ଏବେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ…

ଦୁର୍ଗମ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର କାନ୍ଧେଇ ହସ୍ପିଟାଲ୍ ନେଲେ ବିଧାୟକ !

ପାପଡ଼ାହାଣ୍ଡି: ଗତବର୍ଷ ନିର୍ବାଚନରେ ବିଜୟ ଲାଭ କରିଥିଲେ ମଧ୍ୟ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ନିଜର ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଯାଇଛନ୍ତି । ବିଧାୟକ ମନୋହର ଦୁର୍ଗମ ରାସ୍ତାରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସହଯୋଗୀଙ୍କ ସହିତ କାନ୍ଧେଇ…

ରେଟ୍ରୋ ଲୁକ୍‌ରେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୁରା କାଷ୍ଟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପରଦାକୁ ଆସିଲା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଆଉ ଏକ ନୂଆ ଗୀତ “ଅରେ ପ୍ୟାର୍ କର୍‌ଲେ” । ଗୀତରେ ଫିଲ୍ମର ପୁରା କାଷ୍ଟକୁ ରେଟ୍ରୋ ଲୁକ୍‌ରେ ଦେଖିବାକୁ ମିଳିଛି । ଏକ ଏହା ଡିସ୍କୋ ସଙ୍ଗ । ଗୀତଟିକୁ ବଲିଉଡର ସୁପରଷ୍ଟାର ସିଙ୍ଗର ବାପି ଲେହରୀ ଓ ଅୟୁଷ୍ମାନ ଖୁରାନା ମିଶି…