Latest Odisha News

BREAKING NEWS

Browsing Category

ଫିଚର

ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଉନ୍ନତି ଲାଗି କାର୍ଯ୍ୟ କରନ୍ତୁ; ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ବରିଷ୍ଠ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଆଜି ଲୋକସେବା ଭବନରେ ଉଦଘାଟନ କରିବା ଅବସରରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପରାମର୍ଶ ଦେଇଛନ୍ତି । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସେମାନଙ୍କ ଜୀବନଧାରଣର…

ଦେଖନ୍ତୁ ଭିଡ଼ିଓ: ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗିଦେଲା ଦନ୍ତାହାତୀ !

ଅନୁଗୁଳ: ରାସ୍ତା ଉପରେ ନିର୍ଭୟରେ ହାତୀ କରୁଛି ଉତ୍ପାତ । ଜଙ୍ଗଲ ଛାଡ଼ି ରାସ୍ତା ଉପରେ ଖୋଲାଖୋଲି ବୁଲାବୁଲି କରିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡ଼ାଇଛି ହାତୀ । ଅନୁଗୁଳରେ ହାତୀ ଉତ୍ପାତ ଯୋଗୁଁ ଖେଳିଯାଇଛି ଆତଙ୍କ । ଫଟୋ ଉଠାଇ ଖବର ସଂଗ୍ରହ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ…

‘ପରୀକ୍ଷା ପେ ଚର୍ଚ୍ଚା’: ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା…

ଧୂଳି ଚଟାଇଲେ ଭାରତୀୟ ବୋଲର୍‌; ୩୬ ରନରେ ଭାରତର ଦମଦାର୍ ବିଜୟ

ରାଜକୋଟ: ରାଜକୋଟରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଦିବାରାତ୍ର ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏବେ ଶୃଙ୍ଖଳା ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ଆସନ୍ତା ୩ୟ ଦିନିକିଆ ହିଁ ନିର୍ଣ୍ଣାୟକ ମ୍ୟାଚ ହେବା ନିଶ୍ଚିତ ହୋଇଛି । Clinical performance by…

କାଶ୍ମିରୀ ପଣ୍ଡିତଙ୍କ ଅଭିଶପ୍ତ ଦିନ; ଜାନୁଆରୀ ୧୯ରେ ସାଜିଥିଲେ ବାରବୁଲା !

୧୯ ଜାନୁୟାରୀ ୨୦୨୦ରେ କଶ୍ମୀର ପଣ୍ଡିତ ଘାଟି ଛାଡିବାର ୩୦ ବର୍ଷ ପୂରଣ ହେଉଛି । ମାନବିକତା କଶ୍ମୀରରେ ସେ ଦିନ ବଳି ପଡି ଯାଇଥିଲା । ଏହି ଦିନଟି ଥିଲା କାଶ୍ମୀରର ମୂଳ ବାସିନ୍ଦାଙ୍କ ଲାଗି ଅଭିଶପ୍ତ ଦିନ । ନିରୀହ କଶ୍ମୀର ପଣ୍ଡିତଙ୍କୁ ଜବରଦସ୍ତ ତାଙ୍କ ଭିଟା ମାଟିରୁ ଛାଡି ଯିବା ପାଇଁ ବାଧ୍ୟ…

ଭାରତୀୟ ତଟରକ୍ଷୀ ବହିନୀର ୨୬୦ ନାବିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୬୦ ନାବିକ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞାପ୍ତି । ଇଚ୍ଛୁକ ଓ ଯୋଗ୍ୟତା ଥିବା ଆବଦେନକରୀ ଭାରତୀୟ ତଟରକ୍ଷୀ ବାହିନୀର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଅବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: -ଗଣିତ ଏବଂ…

କେରଳ ପରେ ପଞ୍ଜାବରେ ପାରିତ ହେଲା ସିଏଏ ବିରୋଧୀ ବିଲ୍

ଚଣ୍ଡିଗଡ: କେରଳ ପରେ ପଞ୍ଜାବରେ ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବା ପାଇଁ ସଂକଳ୍ପ ପାସ୍ ହୋଇଛି । ପଂଜାବ ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପକୁ ପାରିତ ହୋଇଛି । ଏହାପୂର୍ବରୁ କେରଳ ବିଧାନସଭାରେ ମଧ୍ୟ ସିଏଏକୁ ଉଚ୍ଛେଦ କରିବା ପାଇଁ ବିଲ୍ ପାସ୍ ହୋଇଥିଲା । ପଂଜାବ…

ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି

ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା । ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର…

ଗ୍ରାହକଙ୍କ ଲାଗି ପ୍ରିପେଡ୍ ପ୍ଲାନ୍ ଶସ୍ତା କଲା ବିଏସଏନଏଲ; ଜାଣନ୍ତୁ କେତେ ରହିଛି ପ୍ୟାକ୍‌

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନଗୁଡିକୁ ଶସ୍ତା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ବେଳେ ବିଏସଏନଏଲ୍ ମଧ୍ୟ ତା’ର ପ୍ରିପେଡ୍ ଗ୍ରାହକମାନଙ୍କ ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୧୩୧୨ ଟଙ୍କାରେ ମିଳୁଥିବା…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୋଷଣା ହେଲା ନୂଆ ଫାଶୀ ତାରିଖ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଆଉ ଏକ ନୂଆ ଡେଥ ୱେରେଂଟ ଜାରି କରିଛନ୍ତି । ଆଜି ଦୋଷୀ ମୁକେଶୀ ରଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ…