Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୧୨-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା୨୦ ରିଖ ଶୁକ୍ରବାର ଧନୁ ୦୫ ଦିନ ପୌଷ ମାସା କୃଷ୍ଣ ପକ୍ଷ ନବମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବିଛା…

ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ନୂଆଦିଲ୍ଲୀସ୍ଥିତ ବସଭବନରେ ସାକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି | ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ…

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨…

ଓଡ଼ିଶାର ସମସ୍ତ ଚାଷୀଙ୍କ ଡାଟାବେସ୍ ଆସନ୍ତା ଏପ୍ରିଲ୍ ସୁଦ୍ଧା ପ୍ରସ୍ତୁତ ହେବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ବିଭାଗ ୫ଟି ଅଧିନକୁ ଆସିବାର ଏକ ସପ୍ତାହ ପରେ କୃଷି ସମ୍ପର୍କୀତ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ଆସନ୍ତା ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ‘ମୋ ସରକାର’…

ନାବାଳିକା ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କେନ୍ଦୁଝର ଜିଲ୍ଲା କୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଦୌରାଜର୍ଜ କୋର୍ଟ ଗୁରୁବାର ଦିନ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ସୁନୀଲ ନାୟକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ନୟାଧୀଶ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ଆଧାରରେ ପୋକ୍ସୋ ନିୟମ ଅନୁଯାୟୀ ଏହି ଆଦେଶ ଦେଇଛନ୍ତି । ଗଣମାଧ୍ୟମକୁ…

ସ୍ୱର୍ଗଦ୍ୱାର ପରିସରରୁ ଉଚ୍ଛେଦ ହେଲା ବିଜୁ ସମାଧିସ୍ଥଳ

ପୁରୀ: ପୁରୀ ନଗରପାଳିକା ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀକୁ ଉଚ୍ଛେଦ କରିଛନ୍ତି । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ଅନ୍ୟ ବରିଷ୍ଠ ଜିଲ୍ଲା ଅଧୀକାରୀଙ୍କ ଉପସ୍ଥିତିରେ ବିଜୁ…

ବାରବାଟୀ ଦିନିକିଆ: ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ଖେଳାଳୀ । ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଦଳ ପହଞ୍ଚିଛନ୍ତି। ଏହାପରେ କଡା ସୁରକ୍ଷା ଭିତରେ…

କିମ୍ବଦନ୍ତୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ - ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ଜୟ ଜଗନ୍ନାଥ - ଏହି ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ ହୋଇଉଠେ । ସେହି ଦାରୁବ୍ରହ୍ମ ରୂପୀ ନିଳାଚଳ ନିବାସୀ ମହାପ୍ରଭୁ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପାସହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ୍: ଅନେକ ବାକବିତର୍କ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1207480278697926657?s=19…