Latest Odisha News

BREAKING NEWS

Browsing Category

ଫିଚର

ପରଦାକୁ ଆସିଲା ସଲମାନଙ୍କ ‘ଦବଙ୍ଗ ୩’

ମୁମ୍ବାଇ: ଆଜି ମୁକ୍ତିଲାଭ କଲା ବଲିଉଡର ଆଗଧାଡ଼ିର ନାୟକ ସଲମାନ ଓ ନାୟିକା ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦବଙ୍ଗ-୩’। ସଲମାନ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିଛନ୍ତି। ସଲମାନଙ୍କ ସହ ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ…

ବିଦାୟ ୨୦୧୯: ଓଡ଼ିଶାର ଛାତିକୁ ଥରାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନୀ-ବୁଲବୁଲର ବିଭୀଷିକା !

ଭୁବନେଶ୍ୱର: ୨୦୧୯ ବର୍ଷ ଓଡ଼ିଶା ଲାଗି ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହିବର୍ଷ ଓଡ଼ିଶାକୁ ସାମ୍ନା କରିବାକୁ ପଡ଼ିଥିଲା ଦୁଇଟି ଭୟଙ୍କର ବାତ୍ୟା । ମେ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହା ମନରୁ…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆଜିଠାରୁ ‘ମହା ଲୋନ୍ ଧମାକା’

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହିଋଣ ବ୍ୟାଙ୍କର ଅଣଗ୍ରାହକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପାଇପାରିବେ । ୪ ଚକିଆ…

ହାଣ୍ଡିଶାଳରୁ ପିଆଜ ଉଭାନ; ବର୍ଷ ଶେଷରେ ଖାଉଟି ହେଲେ ହନ୍ତସନ୍ତ

ଭୁବନେଶ୍ୱର: ୨୦୧୯ ବର୍ଷରେ ଦେଶବ୍ୟାପୀ ପିଆଜର ଆକାଶଛୁଆଁ ଦରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବଳ ଓଡିଶା ନୁହେଁ ଦେଶର ସମସ୍ତ ରାଜ୍ୟରେ ହୁ ହୁ ହୋଇ ୨୦ ଟଙ୍କାରୁ ୨୦୦ ଟଙ୍କା କୁ ଛୁଇଁଥିଲା ପିଆଜ ଦର। ଖାଲି ସେତିକି ନୁହେଁ ଏହି ପିଆଜକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ କୌତୁକିଆ ଫୋଟୋ…

ବିଦାୟ ୨୦୧୯: ସ୍ମୃତିରେ ରହିବ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: ଫେବ୍ରୁଆରୀ ମାସ ୧୪ ତାରିଖ ୨୦୧୯ ବର୍ଷର ଏହି ଦିନର ଚର୍ଚ୍ଚିତ ପୁଲୱାମା ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଯଦ୍ଧର ଘନଘଟାକୁ ଡାକି ଆଣିଥିଲା । ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ପୁଲୱାମାଠାରେ ଏକ ବୋମା ବିସ୍ଫୋରଣରେ ୪୧ ଭାରତୀୟ…

ବାରବାଟୀ ଦିନିକିଆ: ଜାଣନ୍ତୁ, ରବିବାର ମ୍ୟାଚ୍ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ତଥା ପାର୍କିଂ ବ୍ୟବସ୍ଥା ନେଇ…

ଜାଣନ୍ତୁ, ଶ୍ରୀମନ୍ଦିର ନୀଳଚକ୍ରରେ ଚଢି ଚୂନେରା ସେବକ କିପରି ବାନ୍ଧନ୍ତି ବାନା !

ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭକ୍ତ ଜାଣିଥାଏ ନୀଳଚକ୍ରର ଗୁରୁତ୍ୱ । ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ଏହି ଚକ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦୂରରୁ ଅନେକ ଆଶା ଓ ବିଶ୍ୱାସ ମନରେ ଜୁଟାଇ ଦେଇଥାଏ । ନୀଳଚକ୍ର ଦେଖାଗଲାଣି.... ଏଥର ଆଉ ବେଶି ଦୂର ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ।…

ଝାଡଖଣ୍ଡ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ୧୬ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ୫ମ ତଥା ଅନ୍ତିମ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ୫ମ ପର୍ଯ୍ୟାୟରେ ୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଏହି ନିର୍ବାଚନରେ ୧୬ଟି ବିଧାନସଭା ଆସନ ପାଇଁ ପ୍ରାୟ…

ବିଦାୟ ୨୦୧୯: ବିବାଦୀୟ ସାବରିମାଳା ମନ୍ଦିର ଓ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

କେରଳ: ୨୦୧୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ନେଇଥିବା ବିବାଦର ଅନ୍ତ ଘଟାଇଥିଲେ । ଏହି ବିବାଦ ୨୦୧୯ ମସିହାର ସବୁଠୁ ବିବାଦୀୟ ଓ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରୁ ଅନ୍ୟତମ। ଜାଣନ୍ତୁ, କେବେଠୁ ଆରମ୍ଭ…

ବିଦାୟ ୨୦୧୯: ଚନ୍ଦ୍ରଯାନ କେତେ ସଫଳ ?

ନୂଆଦିଲ୍ଲୀ: ୨୦୧୯ ମସିହାର ସବୁଠୁ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରେ ରହିଥିଲା ଭାରତର ଚନ୍ଦ୍ରମିଶନ। ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରପୃଷ୍ଠରେ ପାଦଥାପିବା ଓ ଇତିହାସ ସୃଷ୍ଟି କରିବା ନେଇ ସେସମୟରେ ଜୋରଦାର୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏଯାବତ୍…