Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍; ପ୍ରେସମିଟରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଦିନ ୩ଟା ୩୦ ସମୟରେ ଏକ ପ୍ରେସମିଟ୍ ଡ଼କାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ସେ ଗଣମାଧ୍ୟମକୁ ସମ୍ବୋଧିତ କରି…

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା…

ଭାରତ-ୱେଷ୍ଟଇଣ୍ଡିଜ କ୍ରିକେଟ ସିରିଜ; କେବେ ଓ କେଉଁଠି ଜାଣନ୍ତୁ…

ଭୁବନେଶ୍ୱର: ଏବେ ଭାରତ ଗସ୍ତରେ ରହିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ଆସନ୍ତା ଡ଼ିସେମ୍ବର ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଏହି ଗସ୍ତକ୍ରମରେ ଭାରତ ସହିତ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ନିକଟରେ ଭାରତ ଘରୋଇ ପିଚରେ ବାଂଲାଦେଶ ଦଳକୁ ଉଭୟ ଟି-୨୦ ଏବଂ…

୩୩ ଓଏଏସ ଅଧିକାରୀଙ୍କୁ ଆଇଏଏସ ର‌୍ୟାଙ୍କକୁ ପଦୋନ୍ନତି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଚଳିତ ବର୍ଷ ମାତ୍ର ୬ ନୂଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ଓଡିଶା କ୍ୟାଡର ବିଭାଗ ଦିଆଯାଇଥିବା ନେଇ ସୋମବାର ଦିନ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବିଧାୟକ ଚକ୍ରଧର କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ…

ସମ୍ବିଧାନ ଦିବସ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ କକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ…

ବୁଧବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା; ସୁପ୍ରିମକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମହାରାଷ୍ଟ୍ର ବିଧାନସଭାର ଫ୍ଲୋର ଟେଷ୍ଟ କରାଯିବା ନେଇ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ରାୟ ପ୍ରକାଶ କରିବା ସହ ଉକ୍ତ ଫ୍ଲୋର୍ ଟେଷ୍ଟର ସିଧା…

କେଦାରନାଥରୁ ରାମେଶ୍ୱରମ; ଜାଣନ୍ତୁ ଏକ ସରଳରେଖାରେ ୭ଟି ଶିବମନ୍ଦିରର ରହସ୍ୟ !

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ…

ମୁମ୍ବାଇ ‘୨୬/୧୧ ‘ ଆକ୍ରମଣକୁ ୧୧ ବର୍ଷ

ମୁମ୍ବାଇ : ୨୦୦୮ ମସିହା ନଭେମ୍ବର ୨୬ ତାରିଖ(୨୬/୧୧) ରେ ମୁମ୍ବାଇ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୧ ବର୍ଷ । ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଭାରତୀୟଙ୍କ ମନରେ ଆଜିବି ଉଜ୍ଜୀବିତ ହୋଇ ରହିଛି ସେହି ଲୋମ ଟାଙ୍କୁରା ଦୃଶ୍ୟ । ନଭେମ୍ବର ୨୬ ତାରିଖ ୨୦୦୮ ମସିହା । ସବୁଦିନ ଭଳି…

୭୦ ବର୍ଷରେ ଭାରତୀୟ ସମ୍ବିଧାନ…

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଚଳିତବର୍ଷ ଭାରତର ସମ୍ବିଧାନ ପୂରଣ କରିବାକୁ ଯାଉଛି ୭୦ ବର୍ଷ । ଏହି ଅବସରରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ନଭେମ୍ବର ୨୬…

ମହାଭାରତରେ ବର୍ଣ୍ଣିତ ସ୍ଥାନସବୁ ବର୍ତ୍ତମାନ କେଉଁଠି ଅବସ୍ଥିତ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଏକ ମୁଖ୍ୟ ଗ୍ରନ୍ଥ ହେଉଛି ମହାଭାରତ । ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର…