Latest Odisha News

BREAKING NEWS

Browsing Category

ଫିଚର

ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବସିଲେ ୧୦୫ ବର୍ଷୀୟା ବୃଦ୍ଧା !

ଭୁବନେଶ୍ୱର: ବିଦ୍ୟା ଆହରଣ ଲାଗି କେବେବି ବୟସ ପ୍ରତିବନ୍ଧକ ସାଜେ ନାହିଁ ବୋଲି କେରଳର ଜଣେ ବୟସ୍କା ପରିକ୍ଷାର୍ଥୀଙ୍କ ପାଠ ପ୍ରତି ତାଙ୍କର ଆକର୍ଷଣରୁ ଜଣାପଡ଼ିଛି । ନିକଟରେ କେରଳ ରାଜ୍ୟ ସାକ୍ଷରତା ମିଶନ ପକ୍ଷରୁ ସୂଚନା ମିଳିଛି ଯେ, ୧୦୫ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀ ପରୀକ୍ଷା…

ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୨୧ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ଜଗତର ବଡ଼ଠାକୁର ଶ୍ରୀଜଗନ୍ନାଥ କିପରି ହୁଅନ୍ତି ପଢୁଆଁ, ଜାଣନ୍ତୁ…

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ…

ଆଜି ସରୁଛି ଐତିହାସିକ କଟକ ବାଲିଯାତ୍ରା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଅନ୍ତିମ ଦିନ। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ଏହି ବାଲିଯାତ୍ରା ୮ମ ଦିନ ଅତିକ୍ରାନ୍ତ କରିଥିବାବେଳେ ଆଜି ଉଦଯାପିତ ହେବାକୁ ଯାଉଛି । ଅନେକ ଦିନ ଧରି ବାଲିଯାତ୍ରା ସନ୍ଧ୍ୟାରେ ସମସ୍ତ ଦର୍ଶକମାନଙ୍କୁ ଷ୍ଟାର୍…

ଆଜି ପ୍ରଥମାଷ୍ଟମୀ

ଭୁବନେଶ୍ୱର: ମାର୍ଗଶୀର ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ସାରା ରାଜ୍ୟରେ ପାଳନ କରାଯାଉଛି ‘ପ୍ରଥମାଷ୍ଟମୀ’ । ଏହି ଅବସରରେ ଘରର ବଡମାନେ ପୋଢୁଆଁ ହେବା ସହ ଗୁରୁଜନମାନଙ୍କ ଆର୍ଶିବାଦ ନେଇଥାନ୍ତି । ମାମୁଁଘରୁ ଆସିଥିବା ନୂଆବସ୍ତ୍ରକୁ ଘରର ବୟୋଜେଷ୍ଠ ସନ୍ତାନମାନଙ୍କୁ ପିନ୍ଧାଯାଇଥାଏ, ପରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୧୧-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୨୦ ରିଖ ବୁଧବାର ବିଛା ୪ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର…

ସେଞ୍ଚୁରିଆନ ୟୁନିଭର୍ସିଟିରେ ‘ସମ୍ମାନଜନକ ଡକ୍ଟରେଟ ଉପାଧି’ କମଲ ହାସନ୍‌ଙ୍କୁ ପ୍ରଦାନ କଲେ…

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଅଭିନେତାରୁ ରାଜନେତା ପାଲଟି ଥିବା କମଲ ହାସନଙ୍କୁ ସେଂଞ୍ଚୁ ରିଆନ ୟୁନିଭରସିତିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ…

ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମାରିଜୁଆନା ଚାଷର ଅନୁମତି ଦେବା ଆବଶ୍ୟକ: ତଥାଗତ

ଭୁବନେଶ୍ୱର: ଗଞ୍ଜେଇ ବା ମାରିଜୁଆନାର ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ଚାଷକୁ ଅନୁମତି ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ଶତପଥୀ । “ଆଜି ମୁଁ ଜାଣିବାକୁ ପାଇଲି ଯେ, ଓଡ଼ିଶା ସରକାର ରାଜ୍ୟରେ ମାରିଜୁଆନା ବା ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ…

ପଗଡ଼ି ବଦଳରେ ରାଜ୍ୟସଭା ମାର୍ଶାଲଙ୍କ ନୂଆ ମିଲିଟାରୀ ଡ୍ରେସକୁ ନେଇ ବିବାଦ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ସାଙ୍ଗକୁ ରାଜ୍ୟସଭାରେ ମାର୍ଶାଲଙ୍କ ନୂଆ ପୋଷାକକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ସଂସଦରେ ମାର୍ଶାଲମାନେ ପାରମ୍ପରିକ ପଗଡ଼ି ପିନ୍ଧୁଥିବା ବେଳେ ଏହି ଅଧିବେଶନରୁ ମିଲିଟାରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି…

ଦିଲ୍ଲୀରେ ଭୂକମ୍ପ; ଉତ୍ତର ଭାରତର ଅନେକ ସ୍ଥାନରେ ଝଟକା !

ନୂଆଦିଲ୍ଲୀ: ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଅନୁଭୂତ ହୋଇଥିବା ବେଳେ ରିଚର୍ ସ୍କେଲରେ ୫.୧ ରହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି । ପାଣିପାଗ…