Latest Odisha News

BREAKING NEWS

Browsing Category

ଫିଚର

ହକି ଅଲମ୍ପିକ କ୍ୱାଲିଫାୟର୍: ଜାଣନ୍ତୁ, ଭୁବନେଶ୍ୱରର କେଉଁ ରୁଟରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୧ ଓ ୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି । ଜାରି ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୦୧ ରିଖ ଶୁକ୍ରବାର ତୁଳା୧୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର…

୩ ସହକାରୀ ସରକାରୀ ଓକିଲଙ୍କୁ ବହିଷ୍କାର କଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ଗୁରୁବାର ଦିନ ୩ ଜଣ ସହକାରୀ ସରକାରୀ ଓକିଲଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର ଓ ବଂଶୀଧର ଦାସ। ଏନେଇ ଆଇନ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି।

ମହାତ୍ମା ଗାନ୍ଧୀଙ୍କ ସହ ସର୍ଦ୍ଦାର ପଟେଲ ଓଡ଼ିଶାର ଏହି ସ୍ଥାନକୁ ଆସିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୯୩୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏକ କୃଷି ଓ ଗ୍ରାମ୍ୟ ଉଦ୍ୟମ ପ୍ରଦର୍ଶନୀରେ ଭାଗ ନେଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ହୋଇଥିବା ସର୍ଦ୍ଦାର ପଟେଲଙ୍କର ଏହା ଏକମାତ୍ର…

ସର୍ଦ୍ଦାର ପଟେଲ ଥିଲେ କାଶ୍ମୀରର କାହାଣୀ କିଛି ଅଲଗା ହୋଇଥାନ୍ତା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରଠାରେ ମଧ୍ୟ ପତକା ଉଡାଇ ଓଡିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ବୁଲା ପଶୁପକ୍ଷୀଙ୍କ ଜୀବନଦାତ୍ରୀ ‘ଅଭିପ୍ସା’…

କଟକ: କଟକ ସହରର ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ତଥା ଏଣେତେଣେ ବୁଲୁଥିବା ଅସହାୟ କୁକୁରଙ୍କୁ ନୂଆ ଜୀବନ ଦେଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଛାତ୍ରୀ ଅଭିପ୍ସା ମିଶ୍ର । ବୁଲା କୁକୁରଙ୍କ ସେବା ଲାଗି ସମର୍ପିତ ଅଭିପ୍ସା ଜଣେ…

ରାଜ୍ୟସଭା ‘ପିଟିସନ କମିଟି’ର ସଭାପତି ହେଲେ ଓଡିଶା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଓ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ 'ଆଠ ସଦନ ସମିତି'ର ପୁନଃ ଗଠନ କରିଛନ୍ତି। ଆରଜେଡି ସାଂସଦ ମନୋଜ ଝାଙ୍କ ସ୍ଥାନରେ ଏଥିକ୍ସ୍ କମିଟିର ଅଧ୍ୟକ୍ଷ ଭାବରେ ବିଜେପିର ନାୟରଣ ଲାଲ ପଂଚରିଆଙ୍କୁ ଦାୟିତ୍ବ ମିଳିଛି । ସେହିପରି ଓଡିଶା ବିଜେଡି ସାଂସଦ…

ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ନେଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର: ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଗୁରୁବାର ଦିନ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଛନ୍ତି । ଗିରିଶଙ୍କୁ ଜମ୍ମୁ-କାଶ୍ମୀର ଉଚ୍ଚନ୍ୟାୟାଳୟର ଚିଫ୍ ଜଷ୍ଟିସ ଗୀତା ମିତ୍ତଲ ପଦ ଓ ଗୋପନୀୟତାର…

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ପର୍କରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଆଜି ଅକ୍ଟୋବର ୩୧ ତାରିଖ । ମହାନ ଜନନାୟକ, ରାଷ୍ଟ୍ର ନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା .. ୧.…

ତେଜଗମ୍ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…