Latest Odisha News

BREAKING NEWS

Browsing Category

ଫିଚର

କେମିତି ହେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ବାଗଦାଦୀର ପତନ, ଦେଖନ୍ତୁ ଭିଡିଓ !

ୱାସିଂଟନ୍: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଇସଲାମିକ ଷ୍ଟେଟ୍(ଆଇଏସ)ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିକଟ ଅତୀତରେ ସେନା ଆକ୍ରମଣରେ ନିହତ ହୋଇଛି । ବାଗଦାଦୀ ବିରୋଧରେ ହୋଇଥବା ସେନାର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଏକ ଭିଡିଓ ଜାରି କରାଯାଇଛି ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ ।…

୫ଟି’ ବ୍ୟବସ୍ଥା ସୁଶାସନର ପ୍ରତୀକ ନୁହେଁ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫ଟି’ ବ୍ୟବସ୍ଥାକୁ ପୁରୁଣା ଶାସନ ପ୍ରଣାଳୀ ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ । “୫ଟି (ପାରଦର୍ଶିତା, ଟିମ୍ ୱାର୍କ, ପ୍ରଦ୍ୟୋଗିକ, ସମୟ ଓ ପରିବର୍ତ୍ତନ) ରାଜ୍ୟ ସରକାରଙ୍କର ଏକ…

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୧ ରିଖ ଗୁରୁବାର ତୁଳା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…

ହିଣ୍ଡାଲକୋକୁ ମିଳିଲା ଜାତୀୟ ସିଏସଆର୍ ପୁରସ୍କାର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କର୍ପୋରେଟକୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାତୀୟ ସିଏସ୍ଆର ପୁରସ୍କାର ପ୍ରଦାନ କରାଯାଇଛି । ସିଏସ୍ଆର୍ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସ୍ୱୀକୃତି ।…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ୧୮ ଜଣିଆ ଭାରତୀୟ ଦଳରେ ସାମିଲ୍ ହେଲେ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଉଦୀୟମାନ ଡ଼ିଫେଣ୍ଡର୍ ତଥା ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ଲାଗି ଭାରତୀୟ ୧୮ ଜଣିଆ ଦଳରେ ସାମିଲ୍ ହୋଇଛନ୍ତି । ଭାରତୀୟ ଦଳର ଡ୍ରାଗ୍ ଫ୍ଲିକର୍ ସ୍ପେଶାଲିଷ୍ଟ ତଥା…

କଂଗ୍ରେସରେ କନ୍ଦଳ ତେଜିଲା; ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ହେବା ପୂର୍ବରୁ ଅସନ୍ତୁଷ୍ଠ ଗୋଷ୍ଠୀର ନେତାମାନେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କରିଛନ୍ତି । ଏସମ୍ପର୍କରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବୁଧବାର ଦିନ…

ରାଜ୍ୟର ଶିଶୁସେବା ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଦନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡିକରେ ରହୁଥିବା…

ଓଡ଼ିଶାରେ ଆମ୍ୟୁଜମେଣ୍ଟ ପାର୍କ ଖୋଲିବ ‘ୱଣ୍ଡରେଲା’

ଭୁବନେଶ୍ବର: ଆମ୍ୟୁଜମେଣ୍ଟ ପାର୍କ ସଂଚାଳକ "ୱଣ୍ଡରେଲା ହଲିଡେ ଲିମିଟେଡ଼" ଖୁବଶୀଘ୍ର ଓଡ଼ିଶାରେ ଏକ ଆମ୍ୟୁଜମେଣ୍ଟ ପାର୍କ ଖୋଲିବା ନେଇ ଇଚ୍ଛା ପ୍ରକାଶ କରିଛି । ଓଡ଼ିଶାରେ ଏକ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନା ପାଇଁ ଓଡିଶା ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ବୋର୍ଡ ମଞ୍ଜୁରୀ…

କେବେ ଓ କିପରି ରିଚାର୍ଜ କରିବେ ଆପଣଙ୍କ ମୋବାଇଲ୍ ଫୋନ; ବିଷେଶଜ୍ଞଙ୍କ ଠାରୁ ଜାଣନ୍ତୁ…

ଭୁବନେଶ୍ୱର: ଯଦି ମୋବାଇଲ୍ ଫୋନ୍ର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ତାକୁ ରିଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ । ସାଧାରଣତଃ ମୋବାଇଲ୍ର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ରିଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ…