Latest Odisha News

BREAKING NEWS

Browsing Category

ଫିଚର

ଐତିହ୍ୟ ସହର ହେବ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରର ଏକାମ୍ରକ୍ଷେତ୍ର ବା ଓଲ୍ଡ ଟାଉନ ଅଞ୍ଚଳକୁ ଐତିହ୍ୟ ସହର ଭାବରେ ପରିଣତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟସରକାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରିଛନ୍ତି । ରାଜ୍ୟ…

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ବାଳ’; ପ୍ରଥମ ଦିନରେ ଚନ୍ଦାଙ୍କ ପାଇଁ ମାଗଣା ଏଣ୍ଟ୍ରି

କଟକ/ଭୁବନେଶ୍ୱର: ଚନ୍ଦା ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା "ବାଳ- ଦ ରିଦିମ ଅଫ ଲାଇଫ" କୁ ଚନ୍ଦା ଲୋକମାନ ଶୁକ୍ରବାର ଦିନ ଏହାର ନିର୍ମାତା ମାନଙ୍କ ସହ ବସି ମାଗଣାରେ କଟକର ଜୟଶ୍ରୀ ଟକିଜ ଠାରେ ଦେଖିବାର ଆୟୋଜନ କରାଯାଇଥିଲା । ତରଙ୍ଗ ସିନେ…

ବଦଳିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ସମୟ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ଶୋ’ ଦେଖିବାର ସମୟସୀମାରେ ଶୁକ୍ରବାର ଦିନଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସୂଚନାନୁଯାୟୀ ଏହି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି । ପରବର୍ତ୍ତୀ ସମୟରେ ରାତି ପ୍ରାୟ ୭ଟା ବେଳକୁ…

ସ୍ଥଗିତ ରହିଲା ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଗଣମାଧ୍ୟମକୁ ସୂଚନା ଦେଇ ଆସୋସିଏସନ ସଭାପତି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି ଯେ, ନଭେମ୍ବର ୪ ତାରିଖରୁ କ ହାଇକୋର୍ଟର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ।…

‘ବାଲିଯାତ୍ରା’କୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ…

ନଭେମ୍ବର ୬ରେ ଓଡିଶା ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ କିଶାନ ବାବୁରାଓ ହଜାରେ। ଯିଏକି ଆନ୍ନା ହଜାରେ ନାମରେ ସୁପରିଚିତ । ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ଆନ୍ନା ହଜାରେ ଓଡିଶା…

ଧରାପଡିଲା ବିରଳ ପ୍ରଜାତିର ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରୁ ଜଣେ ଶୁକ୍ରବାର ଦିନ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି । ଏହି ମାଛଟି ଲମ୍ବାଳିଆ ହୋଇଥିବା…

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜମୁଛି ପର୍ଯ୍ୟଟକଙ୍କ ଗହଳି

ଭୁବନେଶ୍ୱର: ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ରାଜ୍ୟରେ ଦକ୍ଷିଣ - ପଶ୍ଚିମ ମୌସମୀ ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ କିଛିଦିନ ପାଇଁ ଏହି ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଫିଲ୍ଡ ନିର୍ଦ୍ଦେଶକ…

ରିଲିଜ ହେଲା ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଜ୍ୟୋତି ଓ ଅମ୍ଲାନଙ୍କ ଅଭିନିତ ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର…

ଘୁଞ୍ଚିଲା ଭୁବନେଶ୍ୱର ବିମାନବନ୍ଦର ରନୱେର ମରାମତି ସମୟ, ବନ୍ଦ ହେବନି ରାତ୍ରୀକାଳିନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହେବାକୁ ଥିବା ରନୱେର ରି-କାର୍ପେଟିଂ ସମୟକୁ କ୍ରମଶଃ ଘୁଞ୍ଚାଇ ଦିଆଯାଇଥିବା ଯୋଗୁଁ ଏହାର ରାତ୍ରୀକାଳୀନ ସେବା ଜାରି ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା ଗଣମାଧ୍ୟମକୁ ସୂଚନା ଦେଇ…