Latest Odisha News

BREAKING NEWS

Browsing Category

ଫିଚର

ବିଜେପୁରରେ ବିଜେଡିର ବାଜିମାତ୍, ରେକର୍ଡ କଲେ ରୀତା ସାହୁ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନରେ ପୁଣି ବାଜିମାତ୍ କରିଛି ବିଜେଡ଼ି । ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି । ମିଳିଥିବା ସୂଚନାଅନୁଯାୟୀ ଗଣତିର ଶେଷ ରାଉଣ୍ଡ ସୁଦ୍ଧା…

ସୋସିଆଲ ମିଡିଆରେ ରଣବୀର ଓ ଆଲିଆଙ୍କ ବାହାଘର କାର୍ଡ !

ମୁମ୍ବାଇ: ନିଜ ପ୍ରେମ ପାଇଁ ବର୍ଷସାରା ଚର୍ଚ୍ଚାରେ ରହି ଆସିଛନ୍ତି ରଣବୀର ଓ ଆଲିଆ । ବିଭିନ୍ନ କାରଣ ପାଇଁ ବି-ଟାଉନର ଚର୍ଚ୍ଚିତ ଯୋଡି ସାଜିଥିବା ରଣବୀର ଓ ଆଲିଆ ଆଗାମୀ ୨୦୨୦ ଜାନୁଆରୀ ୨୨ରେ ବିବାହ କରିବାକୁ ଯାଉଛନ୍ତି । ଏକଥା ଆମେ କହୁନୁ ଆଜ୍ଞା, ରଣବୀର ଓ ଆଲିଆଙ୍କ ଭାଇରାଲ ବିବାହ…

ଖାଦ୍ୟରେ ବିଷ ଦେଇ ନୱାଜଙ୍କୁ ମାରିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସାରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡକୁ ଗତି କରୁଛି । ନଓ୍ବାଜ୍‌ଙ୍କୁ ଜେଲରେ ଦିଆଯାଇଥିବା ଖାଦ୍ୟରେ ବିଷ ମିଶାଯାଇ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ତାଙ୍କ ପୁଅ ଅଭିଯୋଗ କରିଥିବା ପାକିସ୍ତାନ…

୨୦୨୦ ଛୁଟି ତାଲିକା: କାହିଁକି ଖୁସି ନୁହଁନ୍ତି ସରକାରୀ କର୍ମଚାରୀ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୦ ମସିହା ଲାଗି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛନ୍ତି । ଏହି କର୍ମଚାରୀମାନେ ଏହି ଛୁଟି ତାଲିକା ଦେଖି ସେପରି ଆନନ୍ଦ ଅନୁଭବ କରିପାରୁନାହାନ୍ତି । ସେମାନଙ୍କ ଲାଗି କ୍ଷୋଭର ବିଷୟ ହେଲା ଯେ, ଏହି ଛୁଟି ତାଲିକାରେ ରହିଛି ୮ଟି…

ଖୋଲିଲା ହିରାକୁଦର ୮ଟି ଗେଟ୍

ସମ୍ବଲପୁର: ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ଦିନ ଜଳଭଣ୍ଡାରର ଅଧିକ ୩ଟି ଗେଟ୍ ଖୋଲିଛନ୍ତି । ଏହା ଫଳରେ ହିରାକୁଦ ଡ୍ୟାମର ସମୁଦାୟ ୮ଟି ଗେଟ ଦ୍ୱାରା ଜଳ ନିଷ୍କାସିତ ହେଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ରାଜ୍ୟରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ତଥା ଛତିଶଗଡ଼ ଆଡ଼କୁ…

ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସରେ ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା କଥା

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତ୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହୋଇଥିଲା । ଏହି ଦିନକୁ ଆଜି ମିଳିତ ଜାତିସଂଘ ଦିବସ…

ଚାଇନା ବାଣ ଉପରେ ଲାଗିଲା କଟକଣା; ବିକ୍ରେତା ଧରାପଡ଼ିଲେ ଦେବାକୁ ପଡ଼ିବ ଜୋରିମାନା

ଭୁବନେଶ୍ୱର: ଦୀପାବଳି ଉତ୍ସବର ଅବ୍ୟବହିତ ପୂର୍ବରୁ ଚାଇନା ବାଣ ଉପରେ ଲାଗିଛି କଟକଣା । ଚୋରା ଚାଲାଣ ହୋଇ ବିକ୍ରିହେଉଥିବା ଏହି ବାଣ ଧରାପଡ଼ିଲେ ବିକ୍ରେତାଙ୍କୁ କଡ଼ା ଜୋରିମ।।ନା ଦେବାକୁ ପଡ଼ିବ । ଏପରିକି ଏହି ବାଣ ବ୍ୟବହାର କରୁଥିବା ନେଇ ଜଣା ପଡ଼ିଲେ ବାଣ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ…

ପ୍ରବଳ ବର୍ଷାରେ ବାତିଲ୍ ହେଲା ବହୁ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା…

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜୀବନଯାତ୍ରା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଗଞ୍ଜାମ ଓ ଗଜପତି, ଢେଙ୍କାନାଳ, କଟକ, କେନ୍ଦ୍ରପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା…