Latest Odisha News

BREAKING NEWS

Browsing Category

ଫିଚର

୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କଲେ ଦୂତୀ ଚାନ୍ଦ, ଅମିୟଙ୍କୁ ସ୍ୱର୍ଣ୍ଣ

ଋାଞ୍ଚି: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ନିଜ ରେକର୍ଡ଼ ନିଜେ ଭାଙ୍ଗି ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର ମହିଳା ଦୌଡ଼ ଅତିକ୍ରମ କରି ନୂଆ କିର୍ତ୍ତିୀମାନ ପ୍ରତିଷ୍ଠା କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠାରେ ଚାଲିଥିବା ୫୯ତମ ଜାତୀୟ ଓପନ୍…

ଜେପି: ବୈଚାରିକ ବିବର୍ତ୍ତନ

ଜେପି: ବୈଚାରିକ ବିବର୍ତ୍ତନ ଦତ୍ତାତ୍ରେୟ ନାୟକ ଦ୍ୱନ୍ଦ ନା ବୈଚାରିକ ବିବର୍ତ୍ତନ । ଜୟପ୍ରକାଶ ନାରାୟଣଙ୍କ ରାଜନୀତିକ ଜୀବନକୁ ନେଇ ତର୍ଜମା କରୁଥିବା ଇତିହାସକାରଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଏବେ ମଧ୍ୟ ଝୁଲିଛି । ପ୍ରଶ୍ନର ଯଥାର୍ଥତା ମଧ୍ୟ ଅନେକ । ସମାଜବାଦୀ ଚିନ୍ତାଧାରା ପାଇଁ ଅହରହ…

ରଦ୍ଦି ବିକ୍ରୟରୁ ରେଳବାଇର ଆୟ: କେତେ ହଜାର କୋଟି ଜାଣିଲେ ଉଡିଯିବ ହୋସ୍ !

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି । ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମୁଦାୟ ବାର୍ଷିକ ବଜେଟ ଠାରୁ ମଧ୍ୟ…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ୍ ତରକାରୀ ଖାଇ ସସପେଣ୍ଡ ହେଲେ ବିଇଓ !

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନରେ ପିଲାମାନେ ଖାଉଥିଲେ ଭାତ ଡ଼ାଲମା । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ଖାଉଥିଲେ ହୋଟେଲରୁ ଆସିଥିବା ଚିକେନ୍ ତରକାରୀ । ଏବେ ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନିୟମର ବିରୁଦ୍ଧାଚରଣ କରି ସସପେଣ୍ଡ…

ମହାବଲୀପୁରମରେ ‘ଜିନପିଙ୍ଗ’ଙ୍କୁ ଭବ୍ୟ ସ୍ୱାଗତ; ମୋଦୀଙ୍କ ସହ ବୁଲି ଦେଖିଲେ କୀର୍ତ୍ତିରାଜି

ମହାବଲୀପୁରମ: ଭାରତର ଐତିହାସିକ ଉପକୂଳ ସହରର ମହାବଲୀପୁରମଠାରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରମୁଖ୍ୟ 'ଜି ଜିନପିଙ୍ଗ' । ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଦେଖିବାକୁ…

ବିଳମ୍ବରେ ଓଡିଶା ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ !

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି…

ନବୀନଙ୍କୁ ନିର୍ବାଚିତ କରି ବିଜେପୁରବାସୀ ଭୁଲ୍ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରି ବିଜେପୁର ଜନସାଧାରଣ ବଡ଼ ଭୁଲ୍ କରିଛନ୍ତି ବୋଲି ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲଟ ବ୍ଲକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି: ଏସସିବି ଡାକ୍ତର

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ହେଉଛି । ଏନେଇ ଶୁକ୍ରବାର ଦିନ ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ପ୍ରମୁଖ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର…

କୋହଲୀଙ୍କ ଦ୍ୱିଶତକ ସହ ୬୦୧ ରନର ବିଶାଳ ସ୍କୋର କଲା ଭାରତ

ପୁଣେ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ କପ୍ତାନ ବିରାଟ କୋହଲୀ ଦ୍ୱିଶତକ ହାସଲ କରିଛନ୍ତି । ଭାରତ ୫ଟି ୱିକେଟ ବିନିମୟରେ ହାସଲ କରିଛି ୬୦୧ ରନ । ଏଥିସହିତ ପାଳି ସମାପ୍ତି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୩…

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା…