Latest Odisha News

BREAKING NEWS

Browsing Category

ଫିଚର

ହଷ୍ଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଜି ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନ ସହରରେ ବହୁ ଚର୍ଚ୍ଚିତ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ହଷ୍ଟନ ସହରରେ ପହଞ୍ଚିଛନ୍ତି । Sources: Objective of the meeting was to deepen the energy cooperation of the two…

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟଠାରେ ଶନିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଏକ ଏକକୃତ ସ୍ୱାସ୍ଥ୍ୟ ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି ନବୀନ । ଏହି ଭିତ୍ତିପ୍ରସ୍ତର ଉଦଘାଟନ ଉତ୍ସବରେ…

ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ମହାକାଶକୁ ମାନବ ପ୍ରେରଣ କରିବ: ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଶନିବାର ଦିନ ଭୁବନେଶ୍ୱରଠାରେ କହିଛନ୍ତି ଯେ, ଆସନ୍ତା ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ପକ୍ଷରୁ ମହାକାଶକୁ ମାନବ ପ୍ରେରଣ କରାଯିବାର ଯୋଜନା ରହିଛି । ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏଠାରେ ଡ଼କ୍ଟର ଶିବନ କହିଛନ୍ତି ଯେ, ଅସଫଳତାରେ ଅଧିକ…

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ…

କଟକରେ ହୋଇଥିଲା ନର୍ସ ନୀହାରିକାଙ୍କ ହତ୍ୟାକାଣ୍ଡ !

କଟକ: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡ କଟକରେ ହୋଇଥିବା ନେଇ ଶନିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । କଟକର କଲ୍ୟାଣନଗରସ୍ଥିତ ଏମଏମ୍ ମେଡିକେୟାର ନର୍ସିଂହୋମରେ ନିହାରିକା ନର୍ସ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ କଟକରେ ହିଁ ହତ୍ୟା କରାଯିବା ପରେ ମୃତଦେହକୁ…

ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ରେ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ କମିଶନ ଶନିବାର ଦିନ ଅନେକ ରାଜ୍ୟ ସମେତ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା ମଧ୍ୟ କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ…

ରିଲିଜ୍ ହେଲା କରନ ଦେଓଲଙ୍କ ଅଭିନୀତ ‘ପଲ୍ ପଲ୍ ଦିଲ୍ କେ ପାସ୍’

ମୁମ୍ବାଇ: ଷ୍ଟାର୍ ସନ୍ ସନି ଦେଓଲଙ୍କ ପୁଅ କରନ୍ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଶୁକ୍ରବାର ଦିନ ପ୍ରେକ୍ଷାଳୟମାନଙ୍କରେ ରିଲିଜ୍ ହୋଇଛି । ଅଶୀ ଦଶକରେ ସନୀ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ବେତାବ୍’ ଯେପରି ବଲିଉଡ଼ରେ ଝଡ଼ ସୃଷ୍ଟି କରିପାରିଥିଲା କରନଙ୍କ ‘ପଲ୍ ପଲ୍ ଦିଲ୍ କେ…

‘ମୋ ବିଚ୍’ କାର୍ଯ୍ୟକ୍ରମ: ସଫା ହେଲା ୧୦୦କିମି ପର୍ଯ୍ୟନ୍ତ ବେଳାଭୂମି !

ପୁରୀ: 'ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଡ଼େ' ଅବସରରେ ଶନିବାର ଦେଶବ୍ୟାପୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୁରୀ ସମୁଦ୍ର ଉପକୂଳରେ ମଧ୍ୟ ଅନୁଷ୍ଠିତ ହୋଇଛି 'ମୋ ବିଚ୍' କାର୍ଯ୍ୟକ୍ରମ । ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ…

ଭୁବନେଶ୍ୱର ପହଞ୍ଚିଲେ ଇସ୍ରୋ ମୁଖ୍ୟ; କହିଲେ ଚନ୍ଦ୍ରଯାନ ଅଭିଯାନ ସଫଳ ହୋଇଛି ୯୮ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନ । ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସାମ୍ବାଦିକମାନେ ତାଙ୍କୁ ଚାନ୍ଦ୍ରାୟଣ ୨ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଇସ୍ରୋ ମୁଖ୍ୟ ଚାନ୍ଦ୍ରାୟଣ ୨ ଅଭିଯାନ ସମ୍ପର୍କରେ…