Latest Odisha News

BREAKING NEWS

Browsing Category

ଫିଚର

ପଞ୍ଜାବ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ଶୋଚନୀୟ ମୃତ୍ୟୁ

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟଲା ଅଞ୍ଚଳରେ ଥବା ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିବା ଏନଡି ଟିଭିରେ ଖବର ପ୍ରକାଶିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ବିସ୍ଫୋରଣ…

ଟ୍ରାଫିକ୍ ନୂଆ ନିୟମରେ ଫସିଲେ ମଦ୍ୟପ ଅଟୋ-ଚାଳକ, ଗଣିଲେ ୪୭ ହଜାର ୫୦୦ ଟଙ୍କା ଜୋରିମାନା !

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କାନୁନକୁ ଅବହେଳା କରି ଆସୁଥିବା ବାଇକ, କାର ତଥା ଅଟୋ ଚାଳକମାନେ ଏବେ ସଚେତନ ହେବାକୁ ବାଧ୍ୟ ହେଉଛନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏବେ ସବୁପ୍ରକାର ଯାନବାହନ ବ୍ୟବହାର କରୁଥିବା ଚାଳକମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି । କାରଣ ଟ୍ରାଫିକ୍…

ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରକିୟା ଚାଲୁ ରହିବ: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏବଂ ୧୫ ଜଣିଆ ସଦସ୍ୟଙ୍କ କମିଟି ମଧ୍ୟରେ ବୁଧବାର ଦିନ ପୂର୍ବ ନିର୍ଦ୍ଧାରିତ ବୈଠକ ସମାପ୍ତ ହୋଇଥିଲେ ମଧ୍ୟ କମିଟିକୁ ନିରାଶ ହେବାକୁ ପଡ଼ିଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କମିଟିର ପ୍ରସ୍ତାବକୁ ଜିଲ୍ଲାପାଳ ଅଗ୍ରାହ୍ୟ…

ସହଯୋଗୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ

ବାଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ବୁଧବାର ଦିନ ନିଜର ସହଯୋଗୀଙ୍କୁ ମାଡ ମାରୁଥିବା ବେଳର ଏକ ଭିଡିଓ ଭାଇରାଲ ହେବାପରେ ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ଓଏଚଆରସି’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିପି ଦାସ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୨ ତାରିଖରେ ଓଏଚଆରସି ଅଧ୍ୟକ୍ଷ ଭାବେ ଜଷ୍ଟିସ ବିପି ଦାସଙ୍କ…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ଆଜି ଜିଲ୍ଲାପାଳଙ୍କୁ ଭେଟିବ ୧୫ ଜଣିଆ କମିଟି

ପୁରୀ: ପୁରୀରେ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଫଳରେ ବଡ ଆଖଡା ମଠର ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିଲା । ଏହାକୁ ନେଇ ବୁଧବାର ଦିନ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିବାକୁ ଯାଉଛନ୍ତି ୧୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଗଠିତ…

ଲଗାଣ ବର୍ଷା ଯୋଗୁଁ ସୋନପୁରରେ ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର: ସୋନପୁର ଜିଲ୍ଲାରେ ଗତ ୨ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ସୋନପୁର ବ୍ଲକ୍ ସ୍ଥିତ ପାଇକବାହଲ ଗ୍ରାମ ନିକଟରେ ଥିବା ରାକ୍ଷସ ନାଳ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା…

ଜାଣନ୍ତୁ, ଟି-୨୦ କ୍ରିକେଟରୁ କାହିଁକି ଅବସର ନେଲେ ମିତାଲି ରାଜ୍ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅର୍ଥାତ୍ ଦୁଇ ଦଶନ୍ଧୀ ଧରି ଭାରତୀୟ ମହିଳା କ୍ରିକେଟ ସହିତ ଜଡ଼ିତ ହୋଇ ଆସିଥିବା କ୍ରିକେଟର୍ ମିତାଲି ଦୋରାଇ ରାଜ୍ ଟି-୨୦ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଦେଶ ବିଦେଶରେ ରହିଥିବା ମିତାଲିଙ୍କର ଶହ ଶହ ଫ୍ୟାନଙ୍କ ଲାଗି ଏହା ଅସହ୍ୟ ହୋଇ ପଡ଼ିଥିବା ବେଳେ…

ପୁରୀ ‘ବଡ଼ ଆଖଡ଼ା ମଠ’: ଜାଣନ୍ତୁ, କିଛି ଅଜଣା ତଥ୍ୟ…

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ନିମନ୍ତେ ଏବେ ଶ୍ରୀମନ୍ଦିର ଚାରିପାଖରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହି ବିଶ୍ୱପ୍ରସିଦ୍ଧ ପୁରାତନ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ରହିଥିବା ଦୋକାନ, ଘର, ମଠ ତଥା ବିଭିନ୍ନ ପ୍ରକାରର ଅନୁଷ୍ଠାନଗୁଡ଼ିକୁ ଜିଲ୍ଲା ପ୍ରଶାସନ ଭାଙ୍ଗିବା…

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି 'ଚାଲୁ ସିନେମା'ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର ।…