Latest Odisha News

BREAKING NEWS

Browsing Category

ଫିଚର

ପ୍ରବଳ ବର୍ଷାରେ ରେଲୱେ ଟ୍ରାକ୍ କ୍ଷତିଗ୍ରସ୍ତ, ଟ୍ରେନ ବାତିଲ୍

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏହାର ପ୍ରଭାବରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ…

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । PM Modi: A glorious chapter in Indian politics comes to an end. India grieves the demise of…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୭-୦୮-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୭ ରିଖ ବୁଧବାର କର୍କଟ ୨୨ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଆଜି: ତାଳ ଓ ନଡିଆ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କ’ଣ ପାଇଁ ଚର୍ଚ୍ଚାରେ ଏହି ଲଦାଖି ସାଂସଦ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ମଙ୍ଗଳବାର ଦିନ ଗୃହୀତ ହେଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲଟିକୁ ସକାଳେ ଗୃହରେ ଆଗତ କରିବାପରେ ଆରମ୍ଭ ହୋଇଥିଲା ଧାରା ୩୭୦କୁ ନେଇ ଗରମାଗରମ ଆଲୋଚନା । ଆଲୋଚନାରେ ଭାଗନେଇ କିଛି ମିନିଟ ମଧ୍ୟରେ ସମଗ୍ର ଦେଶରେ…

ଐତିହାସିକ ନିଷ୍ପତ୍ତି: ଲୋକସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଲୋକସଭାରେ ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହୋଇଛି । ଗତକାଲି ଏହି ବିଲଟି ରାଜ୍ୟସଭାରେ ଗୃହିତ ହୋଇଥିଲା । ତେବେ ଏହି ବିଲଟି ପାର୍ଲାମେଣ୍ଟର ଦୁଇଟି ଗୃହରେ ଆଗତ ହୋଇ ସଫଳତାର ସହିତ ପାରିତ ହେବାପରେ ଏବେ ଏହା ଭାରତର…

ଓଡ଼ିଶାର କୋଇଲା ରୟାଲଟିରେ ସଂଶୋଧନ ଲାଗି ସଂସଦରେ ବିଜେଡ଼ି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଓଡ଼ିଶାର କୋଇଲା ରୟାଲଟି ୧୪% ରୁ ୨୦% କୁ ବୃଦ୍ଧି କରିବା ଲାଗି ସଂସଦରେ ବିଜେଡ଼ି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଦାବି କରିଛନ୍ତି । Raised issue of Coal Royalty not being revised for Odisha from 14% to 20%, Centre obtaining 17,300 Crores for itself…

ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତରୀତ ହେଲା ସ୍ୱାଧୀନତା ଦିବସ ପ୍ୟାରେଡ୍

ଭୁବନେଶ୍ୱର: ପୂର୍ବରୁ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ଼ ଏଥର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଟ୍ୱିନସିଟି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ଏହି ରାଜ୍ୟସ୍ତରୀୟ…

ଘଡଘଡି ସହ ବର୍ଷା ଆଶଙ୍କା: ୧୭ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଅପରାହ୍ନ ୫ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ମୁମ୍ବାଇ ବର୍ଷା: ଜାଣନ୍ତୁ ଅଗଷ୍ଟ ୯ ଯାଏଁ ଓଡିଶାରେ କେଉଁସବୁ ଟ୍ରେନ୍ ବାତିଲ…

ଭୁବନେଶ୍ୱର : ମୁମ୍ବାଇରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବ୍ୟବସ୍ଥା ଏକପ୍ରକାର ବାଧାପ୍ରାପ୍ତ ହେଉଛି । ଏହା ପ୍ରଭାବରେ ମହାରାଷ୍ଟ୍ର ରେଳ ଡିଭିଜନ୍ ଓ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେତେଗୁଡିଏ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ବାତିଲ…

ଟ୍ୱିଟରରେ ଧାରା ୩୭୦: ଦୁଇ କ୍ରିକେଟରଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ !

ନୂଆଦିଲ୍ଲୀ: ପୂର୍ବରୁ ପଡ଼ିଆରେ ପାକିସ୍ତାନୀ କ୍ରିକେଟରଙ୍କୁ ନିର୍ଦ୍ଦୁମ୍ ଧୁଲାଇ କରୁଥିବା ତଥା ଏବେ ରାଜନେତା ପାଲଟିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବେ ଟ୍ୱିଟରରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଛାଡ଼ି ନାହାନ୍ତି । ସୋମବାର ଦିନ ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିଛନ୍ତି…