Latest Odisha News

BREAKING NEWS

Browsing Category

ଫିଚର

ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହେଲେ ଡିଜିପି ଆର.ପି ଶର୍ମା

ଭୁବନେଶ୍ୱର: ନୂତନ ଲୋକାୟୁକ୍ତ ସଦସ୍ୟ ଭାବେ ମଙ୍ଗଳବାର ଦିନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇଛନ୍ତି । ଚୟନ କମିଟି ପକ୍ଷରୁ ତାଙ୍କ ନାମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟକୁ ସୁପାରିଶ ଲାଗି ପଠାଯାଇଥିବା ବେଳେ ସେ ଏହାକୁ ଅନୁମୋଦିତ କରିଥିବା ଜଣାପଡିଛି ।…

ଓଡ଼ିଶା ମୁଖ୍ୟ ଶାସନ ସଚିବ ପଦବୀ ଛାଡ଼ିପାରନ୍ତି ଆଦିତ୍ୟ ପାଢୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ସମାପ୍ତ ହେବାପରେ ଏବେ ସରକାର ବରିଷ୍ଠ ପ୍ରଶାସନରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି । ଏହିକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏବଂ ଡ଼ିଜିପି ଆର ପି ଶର୍ମାଙ୍କୁ କୌଣସି ସାମ୍ବିଧାନିକ ପଦବୀଦେଇ ପ୍ରଶାସନିକସ୍ତରରେ ଏକ ବଡ଼…

ଅଯୋଧ୍ୟା ମାମଲା: ଆରମ୍ଭ ହେଲା ସୁପ୍ରିମକୋର୍ଟଙ୍କ ଦୈନିକ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ମଙ୍ଗଳବାର ଦିନ ଠାରୁ ଦୈନିକ ଶୁଣାଣି ଆରମ୍ଭ ହୋଇଛି । ଏହାର ସମାଧାନ କରିବାରେ ମଧ୍ୟସ୍ଥତା କମିଟି ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣି…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ବହୁତଳ ବିଶିଷ୍ଟ କୋଠାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିôବାବେଳେ ୧୧ ଜଣ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ‘ଓଡ଼ିଶା’କୁ କିପରି ସଂଯୋଗ କଲେ ଅମିତ ଶାହା, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ସୋମବାର ଅମିତ ଶାହା କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି 'ଧାରା ୩୭୦' ଉଚ୍ଛେଦକୁ ନେଇ ଘୋଷଣା କରୁଥିବା ମଧ୍ୟରେ ଦୁଇଥର 'ଓଡ଼ିଶା'ର ନାଁ ନେଇଛନ୍ତି । ଜମ୍ମୁ-କାଶ୍ମୀରରେ ଦେଶର ଅନ୍ୟ ଅଞ୍ଚଳର ନାଗରିକ ସମ୍ପତ୍ତି କିଣାବିକା ପ୍ରସଙ୍ଗରେ ଆଲୋଚନା…

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା- ଗଣ୍ଡାଖିଆ ନିକଟରେ ଆଜି ରବିବାର ସକାଳେ ପୋଲସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି । କୁଖ୍ୟାତ ଅପରାଧି ଜଣକ ସେକ୍ ମହତାବ ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ…

ରାଜ୍ୟସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ସୋମବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଛି । Prime Minister Narendra Modi and Home Minister Amit Shah in…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୬-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୬ ରିଖ ମଙ୍ଗଳବାର କର୍କଟ ୨୧ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଦିନ ଘ୧୧-୫୮ମିନିଟ୍ ପର‌୍ୟ୍ୟନ୍ତ…

ଗିରଫ ହେଲେ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର୍ ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଏନଡ଼ିଟିଭିର ରିପୋର୍ଟ ଅନୁଯାୟୀ, ଏହି ଦୁଇ ନେତାଙ୍କୁ ସୋମବାର ସନ୍ଧ୍ୟାରେ ଗୃହବନ୍ଦୀ ଭାବେ ରଖାଯାଇଥିଲା ଏବେ ପୋଲିସ ସେମାନଙ୍କୁ ଗିରଫ କରି…

ଏୟାର ହୋଷ୍ଟେସ୍‍ ହେବେ ଶ୍ରଦ୍ଧା କପୁର !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ହେବେ ଏୟାର ହୋଷ୍ଟେସ । ଶ୍ରଦ୍ଧାଙ୍କ ପ୍ରଶଂସକ ତାଙ୍କୁ ଆଉ ମାଟିରେ ନୁହେଁ ଏଥର ଆକାଶରେ ଉଡୁଥିବାର ଦେଖିବେ । ଆପଣ ମାନେ ଭାବୁଥିବେ ବଲିଉଡରେ ଏମିତି କଣ ଅଭାବ ରହିଗଲା ଯେ, ଶ୍ରଦ୍ଧା ଏୟାର ହୋଷ୍ଟେସ ହେବାକୁ ମନ ବଳାଇଲେଣି । ତେବେ ଜାଣି…