Latest Odisha News

BREAKING NEWS

Browsing Category

ଫିଚର

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟି ଓହରିଲା, ଅଗଷ୍ଟ ୬କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ଲାଗି ରହିଥିବା ମଧ୍ୟସ୍ଥତା କମିଟି ଏହି ମାମଲାରୁ ଓହରି ଯାଇଛନ୍ତି । ସୁପ୍ରିମକୋର୍ଟରେ ରାମଜନ୍ମଭୂମି-ବାବରୀ ମସଜିଦ ବିବାଦ ନେଇ ଯେଉଁ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା ତାହାଦ୍ୱାରା ଏହି ସମାଧାନ ଅସଫଳ ହୋଇଛି ବୋଲି ଅଦାଲତ କହିଛନ୍ତି ।…

ଅନୁଗୁଳ ପୋଲିସ ମୁଖ୍ୟାଳୟରେ ଉଦଘାଟିତ ହେଲା ସିଟି ସର୍ଭିଲେନ୍ସ ଓ ଆଇଟିଏମଏସ ବ୍ୟବସ୍ଥା

ଅନୁଗୁଳ: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଉଦଘାଟିତ ହୋଇଛି । ଏହି ବ୍ୟବସ୍ଥାକୁ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ…

ଖୁବ ଶୀଘ୍ର ବିବାହ କରିବେ ସୁସ୍ମିତା ସେନ, ଜାଣି ରଖନ୍ତୁ ତାରିଖ

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଜୀବନ ନବାକୁ ଯାଉଛି ଏକ ନୂଆ ମୋଡ଼ । ଖୁବ ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ସୁସ୍ମିତା । ସେ ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର…

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କରିଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ପକ୍ଷରୁ ଆଇନଜୀବୀ ଶ୍ୱେତକେତୁ ମିଶ୍ର…

ଘଡଘଡି ସହ ବର୍ଷା ଆଶଙ୍କା: ୧୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଅପରାହ୍ନ ୫ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ବିଧାନସଭାରେ ବିବାଦୀୟ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାର ବିଧାୟକ ଦଳ ଉପ-ନେତା ବିଷ୍ଣୁ ଚରଣ ସେଠୀ ଶେଷରେ ନିଜର ବିବାଦୀୟ ବୟାନଲାଗି ଦୁଃଖ ପ୍ରକାଶ କରିବାପରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତିକୁ ଆସିଛି । ବିଧାୟକ ବିଷ୍ଣୁ ସେଠୀ ଗୁରୁବାର ଦିନ ସ୍ୱାମୀ ପରିତ୍ୟକ୍ତା ମୁସଲିମ୍…

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…

ଜମ୍ମୁ-କାଶ୍ମୀରରେ ପୁଣି ମୁତୟନ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଘାଟିରେ ପାଖାପାଖି ୨୮ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ଏହି ଯବାନଙ୍କୁ ଅଚାନକ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କିଛି ବିଦେଶୀ ଆତଙ୍କବାଦୀ ସହରର…

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକସ୍ଥିତ ରିଞ୍ଜା ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ଓ ଏମଭି-୩୬ ପୋଲ ବୁଡିଯିବା ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ…