Latest Odisha News

BREAKING NEWS

Browsing Category

ଫିଚର

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବା ସତ୍ୱେ ‘କେବିକେ’ ଜିଲ୍ଲାରେ ବିକାଶମୂଳକ ଯୋଜନା ଜାରି ରହିବ: ମନ୍ତ୍ରୀ

ଭୁବନେଶ୍ୱର: କେବିକେ ଯୋଜନା ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତାକୁ ଦଳମତ ନିର୍ବିଶେଷରେ ଗୁରୁବାରଦିନ ବିଧାନସଭାରେ ଗମ୍ଭୀରତା ପ୍ରକାଶ ପାଇଛି । ଏସମ୍ପର୍କରେ ଗୃହର ପ୍ରଶ୍ନକାଳ ସମୟରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୧୯୯୮ରୁ ୯୯ ମଧ୍ୟରେ…

ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେବ ନୂଆ ପାଟ୍ରୋଲିଂ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କ୍ରମାଗତ ଭାବେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବାକୁ ତଥା ଅପରାଧିମାନଙ୍କୁ ତୁରନ୍ତ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ପାଟ୍ରୋଲିଂ ବ୍ୟବସ୍ଥା ହେଉଛି । ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ତା୦୨-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୨ ରିଖ ଶୁକ୍ରବାର କର୍କଟ ୧୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା । ଗଣମାଧ୍ୟମ ସଂସ୍ଥା…

ଫିଲ୍ମ ‘ଜଜ୍‌ ମେଣ୍ଟାଲ ହେ କ୍ୟା’: ପ୍ରଥମ ସପ୍ତାହରେ ଆୟ କଲା ୩୧ କୋଟି

ମୁମ୍ବାଇ: ବକ୍ସ ଅଫିସରେ ଛାଇଯାଇଛନ୍ତି ବଲିଉଡର କୁଇନ ବୋଲାଉଥିବା କଙ୍ଗନା । ରାଜକୁମାର ଓ କଙ୍ଗନାଙ୍କ ଯୋଡିର ଜଲଓ୍ଵା ଏବେ ବଡ଼ ପରଦାରେ ଧୁମ ମଚେଇ ଦେଇଛି । ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ 'ଜଜ୍‌ ମେଣ୍ଟାଲ ହେ କ୍ୟା' । ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେସମୀକ୍ଷକ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆତଙ୍କବାଦୀ ବିପଦ !

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆତଙ୍କବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଥିବା ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଓଡିଶା ପୋଲିସକୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଇଣ୍ଟେଲିଜେନ୍ସ ବ୍ୟୁରୋ ନିକଟରେ ଏସମ୍ପର୍କରେ ପୁରୀ ଏସପିଙ୍କୁ ସତର୍କ ସୂଚନା ପ୍ରଦାନ କରିଥିବା ସହ ଅବଗତ…

ଟ୍ୱିଟ୍ କରି ନିଆଁରେ କିପରି ଘିଅ ଢାଳିଲେ ରୋହିତ ଶର୍ମା, ଜାଣନ୍ତୁ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଆଗକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି । ଏବେ ଦଳ ମଧ୍ୟରେ କିଛି ଖେଳାଳି ଏପରିକି ରୋହିତ-ବିରାଟଙ୍କ ମଧ୍ୟରେ ଝଗଡ଼ା ଚାଲିଥିବାର ଗୁଜବ ବିଭିନ୍ନ ସୋସିଆଲ୍ ମିଡ଼ିଆ ଏବଂ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ବଢିବାରେ ଲାଗିଛି । I don’t just…

‘ତିନି ତଲାକ୍ ବିଲ୍’ କୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ‘ତିନି ତଲାକ୍ ବିଲ୍’ କୁ ନେଇ ହଟ୍ଟଗୋଳ ହେବା ପରେ ଗୃହକୁ ବାଚସ୍ପତି ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ବିରୋଧୀ ଦଳ ଉପ-ନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ‘ତିନି ତଲାକ୍ ବିଲ୍’ କୁ ନେଇ ମନ୍ତବ୍ୟ ପ୍ରଦାନ କରିବା ପରେ ବିରୋଧୀ କଂଗ୍ରେସ ଓ…

‘କୋଇଲାଖଣି ମାଟି ଧସିବା’ ଘଟଣା ସହ ସିସିଡ଼ି ମୁଖ୍ୟଙ୍କ କିପରି ରହିଛି ସଂଯୋଗ, ଜାଣନ୍ତୁ

ଭୁବନେଶ୍ୱର: ‘କ୍ୟାଫେ କଫି ଡ଼େ’ ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥ ଯାହାଙ୍କର ଆତ୍ମହତ୍ୟା ଘଟଣା ସମଗ୍ର ନିକଟରେ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି, ସେ ଓଡ଼ିଶାରେ ମଧ୍ୟ ତାଙ୍କର ବ୍ୟବସାୟକୁ ବୃଦ୍ଧି କରିପାରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଅନେକ ‘କ୍ୟାଫେ କଫି ଡ଼େ’ର…