Latest Odisha News

BREAKING NEWS

Browsing Category

ଫିଚର

ବଲିଉଡରେ ପୁଣି ଜଣେ ଓଡ଼ିଆଙ୍କ କମାଲ

ଭୁବନେଶ୍ୱର: ବଲିଉଡରେ କମାଲ ଦେଖାଇଛନ୍ତି ପୁଣି ଜଣେ ଓଡ଼ିଆ । ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ନଜର ଆସିଛନ୍ତି ଓଡ଼ିଆ ପୁଅ ଦେବଦୋଶ ଦର୍ଜୀ। ବଲାଙ୍ଗୀର ଜିଲ୍ଲାର ଦେବଦୋଶ ଏହି ମୁଭିରେ ଚମତ୍କାର ଅଭିନୟ କରି ଚମକେଇ ଦେଇଛନ୍ତି । ଦେବଦୋଶ ଏହି ସିନେମାରେ…

କୋରାପୁଟ ଓ କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ

କୋରାପୁଟ/କେନ୍ଦ୍ରାପଡ଼ା: କୋରାପୁଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ସେବାଶ୍ରମ ଛାତ୍ରଙ୍କ ସମେତ ୧୨ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ପଜିଟିଭ୍ ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଳଚନ୍ଦ୍ରପୁର ଗ୍ରାମର ୧୧ ଜଣ ଗ୍ରାମବାସୀ ଡ଼େଙ୍ଗୁରେ ଆକ୍ରାନ୍ତ ରହିଥିବା…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ,…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…

ପୋଲିସଙ୍କ ସୁରକ୍ଷା ଦାବିକରି ରାଜ୍ୟ ପୋଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

କଟକ: ରାଜ୍ୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରି ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ । ରାଜ୍ୟ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରିଥିଲେ । ଫଳସ୍ୱରୁପ ତାଙ୍କୁ ପଦବୀରୁ…

ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ଦିନ ନେତ୍ରାବତୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପାସ୍ ହେଲା ‘ତିନି ତଲାକ୍’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ…

ସୋଆରେ ସିଆଇଆଇ ସମ୍ମିଳନୀ: ମାନବ ସମ୍ବଳର ଭୂମିକା ନେଇ ଆଲୋଚନା

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାର ଭୂମିକା ବୌଦ୍ଧିକ ପରିଚାଳନା ଠାରୁ ପରିବର୍ଦ୍ଧିତ ହୋଇ ସମୂହ କାର୍ଯ୍ୟ ପରିଚାଳନା ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୂଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି । ସୋଆରେ କନ୍ଫେଡେରେସନ୍…

ଓଡ଼ିଶାର ହୃଦୟ ଜିଣିଲେ ୮୫ ବର୍ଷୀୟା ସଖୁବାଇ…

ପୁରୀ: ପୁରୀ ବେଳାଭୂମିରେ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟା ବୃଦ୍ଧା ଓଡ଼ିଶା ଜନସାଧାରଣଙ୍କ ମନ ଜିଣିନେଇଛନ୍ତି । ମହାରାଷ୍ଟ୍ରର ୮୫ ବର୍ଷୀୟା ସ୍ୱେଚ୍ଛାସେବୀ ହେଲେ ସଖୁବାଇ ଦେଶମୁଖ । ସେ ଜୁଲାଇ ୨୬ ଏବଂ ୨୭ ତାରିଖରେ ପୁରୀ…

ଜଗା-କାଳିଆ ଓଡ଼ିଶା ଫେରିବାରେ କାହିଁକି ବିଳମ୍ବ ? ଜାଣନ୍ତୁ କ’ଣ କହିଲେ ତାଙ୍କ ବାପା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଅଲଗା ହେବା ପରେ ଏବେ ଓଡ଼ିଶା ଫେରିବା ପ୍ରସଙ୍ଗକୁ ନେଇ ସେମାନଙ୍କର ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମଙ୍ଗଳବାର ଦିନ ଭୂୟାଁ କହଁର କହିଛନ୍ତି ଯେ, ସେ ଏବେ ସେମାନଙ୍କର…