Latest Odisha News

BREAKING NEWS

Browsing Category

ଫିଚର

ପାଟକୁରା ନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ସକାଳ ୮ଟାରୁ ଭୋଟଗଣତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ହେବାକୁ ଥିବାବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟଗଣତି କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଆଜି ବୁଧବାର ସକାଳ ୮ଟା ବେଳେ ଅନୁଷ୍ଠିତ ହେବବୋଲି…

କର୍ଣ୍ଣାଟକରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ କୁମାରସ୍ୱାମୀ

କର୍ଣ୍ଣାଟକ: କର୍ଣ୍ଣାଟକରେ ଅନେକ ଦିନ ଧରି ଜାରି ରହିଥିବା ରାଜନୈତିକ ନାଟକରେ ମଙ୍ଗଳବାର ଦିନ ଯବନିକା ପଡିଛି । ଗତ ଗୁରୁବାରରୁ ଅନିଶ୍ଚିତତା ଭିତରରେ ଥିବା କୁମାରସ୍ୱାମୀଙ୍କ ସରକାର ଶକ୍ତି ପରୀକ୍ଷାରେ ଏକ ପ୍ରକାରର ବିଫଳ ହୋଇଛି । ସୂଚନା ଅନୁଯାୟୀ ଆଜି ବିଧାନସଭାରେ ହୋଇଥିବା ଆସ୍ଥା…

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,…

‘ଇସ୍ରୋ’କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲା ‘ନାସା’

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କୁ ଶୁଭେଚ୍ଛା ଜଣାଇଛି ବିଶ୍ୱର ସର୍ବବୃହତ୍ତ ସ୍ପେସ ଏଜେନ୍ସି 'ନାସା' । 'ଇସ୍ରୋ' ଦ୍ୱାରା ସୋମବାର ଦିନ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ 'ନାସା' ଟ୍ୱିଟ କରି 'ଇସ୍ରୋ'କୁ ଶୁଭେଚ୍ଛା ଜଣାଇଛି । 'ନାସା'…

ଓଜେଏସ୍ ପରୀକ୍ଷାରେ ଟପ୍ପର ହେଲେ ଅନୁଗୁଳର ଇପସିତା ମିଶ୍ର

ଭୁବନେଶ୍ୱର: ଅନୁଗୁଳର ଇପସିତା ଅଭିନନ୍ଦିତା ମିଶ୍ର ଚଳିତ ଥର ଓଡିଶା ବିଚାରବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଓଡିଶା ଲୋକସେବା ଆୟୋଗ (ଓପିଏସସି) ସୋମବାର ଦିନ ଏହାର ଫଳାଫଳ ଘୋଷଣା କରିଛି। ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରୁ ଇପସିତା ନିଜର ସ୍ନାତକ…

ବ୍ୟାନ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ କଲା ଟିକଟକ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ କରିଛି ୬୦ ଲକ୍ଷ ଭିଡିଓ କ୍ଲିପ୍‌ । ମିଳିଥିବା ସୂଚନା ଅନୁସାରେ ବ୍ୟାନ୍‌ ହୋଇଯିବା ଭୟରେ ଏହି ଚାଇନିଜ୍‌ ଆପ୍‌ ହିଂସାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଉଥିବା ଭିଡିଓଗୁଡ଼ିକୁ ତା’ର ପ୍ଲାଟ୍‌ଫର୍ମରୁ…

ଘଡଘଡି ସହ ବର୍ଷା ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୋନପୁର, ବୌଦ୍ଧ, ମୟୁରଭଞ୍ଜ ଓ ବାଲେଶ୍ୱର ଆଦି…

‘ଆଇଏନଏସ୍ ଚିଲିକା’ରେ ‘ନାବିକ’ ପଦବୀ ଲାଗି ଭାରତୀୟ ନୌସେନାର ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ‘ଇଣ୍ଡିଆନ୍ ନେଭି ଏଣ୍ଟ୍ରାନ୍ସ ଟେଷ୍ଟ’ (ଆଇଏନଇଟି) ତଥା ନୌସେନାରେ ନାବିକ ପଦବୀ ଲାଗି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାନେଇ ମଙ୍ଗଳବାର ଦିନ ଭାରତୀୟ ନୌସେନା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡ଼ିଶାର…

ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ଭିଡିଓ ଭାଇରାଲ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ୧୭ ବର୍ଷୀୟ ବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ…

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ । ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…