Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟା ସୁଦ୍ଧା ବିଧାନସଭାରେ ହେବ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ସନ୍ଧ୍ୟା ସୁଦ୍ଧା ନିଜର ଶକ୍ତି ପରୀକ୍ଷା ତଥା…

କଥାକୁହା ଫଟୋ: ସଫଳତାର ନୂଆ ଅଧ୍ୟାୟ, ଓଡ଼ିଶା ମାଟିରେ ଭାରତୀୟ ଟିଟିଦଳର ଶ୍ରେଷ୍ଠ ପ୍ରଦର୍ଶନ

କଟକ: ଭାରତୀୟ କ୍ରୀଡ଼ା ସଫଳତାର ଶୀର୍ଷରେ ପହଞ୍ଚୁଥିବା ବେଳେ ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ୧୫ଟି ପଦକ ହାସଲ କରିପାରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେଲା ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଦିନ ପ୍ରତିଷ୍ଠା କରାଯାଇଛି ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର । ରାଜ୍ୟ ସରକାରଙ୍କ ୯୦ ଲକ୍ଷ ଟଙ୍କା ଅନୁଦାନରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୨୦୧୯-୨୦ ଶିକ୍ଷା ବର୍ଷରେ ୪୨୦ ଜଣ ଛାତ୍ରୀଙ୍କୁ ୭ଟି…

ବଂଶ ବିସ୍ତାର ପାଇଁ ମହାନଦୀ ଯିବେ ନନ୍ଦନକାନନର ଘଡ଼ିଆଳ କୁମ୍ଭୀର

ଭୁବନେଶ୍ୱର: ବନବିଭାଗ ସୋମବାର ଦିନ ନନ୍ଦନକାନନର ୫ଟି ମାଛ ଖାଉଥିବା ଘଡ଼ିଆଳ କୁମ୍ଭୀରଙ୍କୁ ସାତକୋଶିଆ, ଟିକରପଡା ଏବଂ ସୁନଖଣିଆ ଦେଇ ବହୁଥିବା ମହାନଦୀର ଉପରମୁଣ୍ଡାରେ ଛାଡିଛି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ବନ ସରଂକ୍ଷଣ ଅଧିକାରୀ (ପିସିସିଏଫ) ଅଜୟ ମହାପାତ୍ର କହିଛନ୍ତି ସମସ୍ତ ୫ଟି…

ଖଣ୍ଡାଧାର ଜଳପ୍ରପାତ: ଖଣ୍ଡା ଧାର ପରି ଜଳ ସ୍ରୋତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା। ପ୍ରକୃତି ଏଠାରେ ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଥିବା ପରି ମନେହୁଏ। ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଏହି…

ଚର୍ଚ୍ଚାରେ ପୁଣି କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିକିଙ୍ଗ କପିଲ ଶର୍ମା କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବ୍ୟକ୍ତିଗତ କାରଣ ତ ଆଉ କେତେବେଳେ କାର୍ଯ୍ୟକ୍ଷେତ୍ରର ବିବାଦ କପିଲଙ୍କ ଚର୍ଚ୍ଚାର ବିଷୟ ସଜିଥାଏ।…

କୋଣାର୍କ ମନ୍ଦିର ଲାଗି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହେଲେ ‘ଆମିକସ କ୍ୟୁରୀ’

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବରିଷ୍ଠ ଆଇନଜୀବୀ ଏନ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ଲାଗି ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଏଥିସହିତ ତାଙ୍କୁ ଏହି ପୁରାତନ ମନ୍ଦିର ସମ୍ପର୍କୀତ ଏକ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ । ଏସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲା…

ଜେଲରୁ ମୁକୁଳିବେ ବାବା ସାରଥୀ, ହାଇକୋର୍ଟରୁ ମିଳିଲା ଜାମିନ୍

କଟକ: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଏହାଫଳରେ ବାବା ସାରଥୀଙ୍କ ଜେଲରୁ ମୁକୁଳିବା ଏକରକମ ନିଶ୍ଚିତ ହୋଇଯାଇଛି । ଏହି ଆତ୍ମଘୋଷିତ ବାବା ସାରଥୀଙ୍କୁ ଜେଲ ବଣ୍ଡ ୨ଲକ୍ଷ ଟଙ୍କା ମୁଚାଲିକା ଏବଂ…

ଦୁଇଟି ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍ରାଠାରେ ଅନୁଷ୍ଠିତ ହୋଇଥିବା ଜେଇ ୱିଲସନ୍ ଅନ୍ତର୍ଜାତୀୟ ସିରିଜ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଭିନ୍ନ ବିଭାଗର ଫାଇନାଲ ମ୍ୟାଚ ଜିତି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପ୍ରତିଯୋଗିତାର ମହିଳା ଡ଼ବଲ୍ସ ଏବଂ ମିକ୍ସଡ଼…

‘ନାବାଳିକା ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ବିରୋଧୀଦଳର ସଭ୍ୟମାନେ ‘ଯୌନ ନିର୍ଯ୍ୟାତନା’ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ରାଜ୍ୟର ଏକ ଶିଶୁ ଆଶ୍ରୟ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ପ୍ରସଙ୍ଗ ତଥା ଅନୁଗୁଳରେ ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଘଟଣାକୁ ନେଇ…