Latest Odisha News

BREAKING NEWS

Browsing Category

ଫିଚର

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ପାଖାପାଖି…

ଆସାମରେ ବନ୍ୟା ବିତ୍ପାତ: ଜଳମଗ୍ନ କାଞ୍ଜିରଙ୍ଗା ଅଭୟାରଣ୍ୟ

ନୂଆଦିଲ୍ଲୀ: ଆସମାରେ ଗତକିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ଜଳ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିବା ଫଳେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୨୬ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକ ଭାଗ ନେବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲେ ମଧ୍ୟ ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ସରଗରମ ହୋଇଉଠିଛି କର୍ଣ୍ଣାଟକ ବିଧାନସଭା । ଏହି ମାମଲାରେ ବୁଧବାରଦିନ ସୁପ୍ରିମକୋର୍ଟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଗୁରୁବାର…

କଥାକୁହା ଫଟୋ: ଲଗାଣ ବର୍ଷାର ପ୍ରତୀକ୍ଷା ଅ’ନ୍ତ ହେବା ପରେ ଆରମ୍ଭ ହେଲା ଚାଷ…

ଭୁୁବନେଶ୍ୱର: ମୌସୁମୀ ଏଥର ବହୁ ବିଳମ୍ବରେ ଓଡ଼ିଶା ଛୁଇଁବାପରେ ଲଗାଣ ବୃଷ୍ଟିପାତକୁ ଓଡ଼ିଶାର ଚାଷୀ ଚାହିଁ ରହିଥିଲେ । ଅନୁକୂଳ ପାଣିପାଗରେ ଆରମ୍ଭ ହୋଇଛି ଚାଷକାର୍ଯ୍ୟ ।

ଏ ସବୁ ଅପ୍ରାସଙ୍ଗିକ କି ଏବେ?

 ପଲିଟିକସ ଫଲିଟିକସ  ଏ ସବୁ ଅପ୍ରାସଙ୍ଗିକ କି ଏବେ? ଜ୍ୟୋତିପ୍ରକାଶ ମହାପାତ୍ର ଏଇ ସୋମବାର ଦିନ ପୁଣି ସେଇ ପ୍ରଶ୍ନ ଉଠିଥିଲା- ଲୋକସଭାରେ । ଯେଉଁଠି ବିଜେଡ଼ି ସାଂସଦ ମୋହନ ମାଝୀ ପଚାରି ଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟ ପାହ୍ୟା ଦାବି କଥା କଣ ହେଲା? ଏହାର ଉତ୍ତର ରଖିଥିଲେ-…

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ଆଜିଠୁ ଆରମ୍ଭ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ବୁଧବାର ଦିନ ଠାରୁ କଟକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଛନ୍ତି । ଏହି ଚାମ୍ପିୟନସିପ୍ ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର: ଆଜିକାର ସମୟରେ ଉଭୟ ମହିଳା ଓ ପୁରୁଷ ସବୁବେଳେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ଅନେକାଂଶ ସମୟରେ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ରହିଥାନ୍ତି, ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୭-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୭ ରିଖ ବୁଧବାର କର୍କଟ ୧ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ମୀମକର ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ…

ଆଜି ପାଟକୁରାରେ ନବୀନଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଗସ୍ତକାର୍ଯ୍ୟ ସୂଚୀ…