Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେ ନାହିଁ !

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ପଡୁଛି ଗୁରୁ ପୂର୍ଣ୍ଣିମା ଦିନ । ପାଖାପାଖି ୧୪୯ ବର୍ଷ ପରେ ଗୁରୁ ପୂର୍ଣ୍ଣିମା ଓ ଆଉ କିଛି ବିଶେଷ ଗ୍ରହର ସଂଯୋଗରେ ପଡୁଛି ଏହି ଦୁଲର୍ଭ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର…

ଓଡ଼ିଶା ସରକାର ୨୦୧୦ରୁ ୯ଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୦ ପରଠାରୁ ୯ଟି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୋମବାର ଦିନ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ବିଧାନସଭାରେ କହିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ଓଡ଼ିଶାର ଏହି ଅନୁଷ୍ଠାନରେ ନିର୍ମିତ ହୁଏ ‘ଚନ୍ଦ୍ର ଅଭିଯାନ’ରେ ବ୍ୟବହୃତ ଯନ୍ତ୍ରାଂଶ

ଭୁବନେଶ୍ୱର: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ - ଚାନ୍ଦ୍ରାୟଣ-୨ ଏହିମାସର ଶେଷଭାଗରେ ଯାତ୍ରାରମ୍ଭ କରୁଥିବା ବେଳେ ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଓଡ଼ିଶାରେ ତିଆରି ହୋଇଛି । ଭାରତର ଏହି ଶକ୍ତିଶାଳୀ ଜିଏସଏଲଭି ଏମକେ ୩ ରକେଟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି…

ଘିଅ ନୁହେଁ, ପାଣିରେ ଜଳୁଛି ଦୀପ: କେଉଁ ମନ୍ଦିରରେ ଜାଣନ୍ତୁ !

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ସାଧାରଣତଃ ଲୋକେ ଘିଅ ବା ତେଲ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର…

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ କରି ଗିରଫ ହେଲେ ଯୁବକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ସୌମ୍ୟ ରଞ୍ଜନ ସାହୁ । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ…

କଥାକୁହା ଫଟୋ: ଶ୍ରୀକ୍ଷେତ୍ରରେ ‘ନୀଳାଦ୍ରି ବିଜେ’, ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’…

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ‘ନୀଳାଦ୍ରି ବିଜେ’, ଏହି ଅବସରରେ ସମଗ୍ର ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’ ।

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ…

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି । ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।…

ଘଡଘଡି ସହ ବର୍ଷା ଆଶଙ୍କା, ୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ନୟାଗଡ, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ…