Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରଗହଣ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଚନ୍ଦ୍ରଗ୍ରହଣ ଅବସରରେ ମଙ୍ଗଳବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଜାଣନ୍ତୁ, କ’ଣ ରହିଛି ନୀତି ନିର୍ଘଣ୍ଟ ସମୟ- ଦ୍ୱାର ଫିଟା- ସକାଳ ୬ଟା…

ଜାଣନ୍ତୁ ଶଙ୍ଖ ରଖିଲେ କିପରି ବଢିବ ଧନ, ସୁଖ ଓ ସମୃଦ୍ଧି !

ଭୁବନେଶ୍ୱର: ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା... ସଂପଦ ମହାପାତ୍ର ସାରା ଦେଶ ଚାହିଁ ବସିଥିଲା । ୧୫ତାରିଖ ବଡି ଭୋର ୨.୫୧ମିନିଟରେ ମହାକାଶକୁ ଯାଇଥାନ୍ତା ଚନ୍ଦ୍ରଯାନ-୨ । ହେଲେ ରାତି ୧.୫୫ମିନିଟ ଅର୍ଥାତ ପ୍ରକ୍ଷେପଣର ୫୬ମିନିଟ ଆଗରୁ ଦେଶର ବହୁ ପ୍ରତୀକ୍ଷିତ ମିଶନ ସ୍ଥଗିତ କରିବା…

ରାଶି ଅନୁସାରେ କ’ଣ ରହିବ ଚନ୍ଦ୍ରଗ୍ରହଣର ପ୍ରଭାବ

ଭାରତୀୟ ସାଧାରଣ ସମୟ ଅନୁସାରେ ଆଷାଢ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଜୁଲାଇ ମାସ ୧୬/୧୭ ତାରିଖ ମଙ୍ଗଳବାର ପୂର୍ବାଷାଢା ନକ୍ଷତ୍ର ପ୍ରଥମ ଓ ଦ୍ୱିତୀୟ ପାଦରେ ଚଳିତ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ଏବଂ ପାଳନୀୟ ମଧ୍ୟ । ଗ୍ରହଣ ସ୍ପର୍ଶ - ତା ୧୬.୦୭.୨୦୧୯…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ଜୁଲାଇ ତା ୧୬ ରିଖ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୬ ରିଖ ମଙ୍ଗଳବାର ମିଥୁନ ୩୨ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମକର…

ଅନିଶ୍ଚିତତା ମଧ୍ୟରେ ସୁନ୍ଦରୀର ଭାଗ୍ୟ…

ଭୁବନେଶ୍ୱର: ସୁନ୍ଦରୀର ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ । ଲାଗୁଛି ବଣ-ଜଙ୍ଗଲର ପ୍ରାକୃତିକ ନୈସର୍ଗିକତାରେ ମନଭରି ବୁଲୁଥିବା ସୁନ୍ଦରୀ ଏବେ ଏନକ୍ଲୋଜର ମଧ୍ୟରେ ଅଣନିଶ୍ୱାସୀ ହୋଇପଡୁଛି । ଆମେ କହୁଛୁ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ସୁନ୍ଦରୀ ବାଘୁଣୀ ସମ୍ପର୍କରେ ।…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ କହିଛନ୍ତି । ଲୋକସଭାରେ ସୋମବାର ଦିନ ପ୍ରଶ୍ନକାଳ ସମୟରେ ନବରଙ୍ଗପୁରର ବିଜେଡ଼ି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ…

ଦିଲ୍ଲୀରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ଦାସ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ରବିବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା 'ମିସ ଟିନ୍ ଦିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯' ପ୍ରତିଯୋଗିତାକୁ ଲାବଣ୍ୟା ଜିତି…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…

ଦଳବିରୋଧି କାର୍ଯ୍ୟ ଲାଗି ନିଲମ୍ବିତ ହେଲେ ୨ ବିଜେପି ନେତା

ଭୁବନେଶ୍ୱର: କଟକ ଜିଲ୍ଲାର ୨ଜଣ ବିଜେପି ନେତାଙ୍କ ବିଶୃଙ୍ଖଳତି କାର୍ଯ୍ୟ ତଥା ଦଳବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ସୋମବାର ଦିନ ନିଲମ୍ବିତ ହୋଇଛନ୍ତି । ଏହି ଦୁଇ ଜଣ ବିଜେପି ନେତା ହେଲେ – କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତି ରଞ୍ଜନ ପଲେଇ ଏବଂ ଅନ୍ୟ ଜଣକ…