Latest Odisha News

BREAKING NEWS

Browsing Category

ଫିଚର

ସଫଳ ଦ୍ୱିଭାଷୀ ଗାୟନାଚାର୍ଯ୍ୟ ରାଧେଶ୍ୟାମ ପଣ୍ଡା

ଭୁବନେଶ୍ୱର: ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା । ୧୯୫୮ ମସିହା…

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ…

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଗୁଲନଗର ନିକଟ ଦଣ୍ଡାମୁଣ୍ଡ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ କେହି ଦୁବୃର୍ତ୍ତ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ଆଜି ସ୍ଥାନୀୟ ତିନିମୁହାଁଣୀ ଛକ ଅବରୋଧ କରିଛନ୍ତି । ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା ପ୍ରତିବାଦରେ…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…

ମହାପ୍ରଭୁ ରଥରେ କାହିଁକି ଓ କେଉଁ ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି, ଜାଣନ୍ତୁ…

ପୁରୀ: ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଛି ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଠାକୁରମାନଙ୍କ ବାହୁଡ଼ିବା ବେଳେ ରଥ ଉପରେ ସୁନାବେଶରେ ସଜ୍ଜିତ ହୁଅନ୍ତି ଶ୍ରୀଜୀଉମାନେ । ତାଳଧ୍ୱଜରେ ବଡ଼ଠାକୁର ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନରେ ଦେବୀ ସୁଭଦ୍ରା ନାନାଦି…

ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ !

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଦେଶୀ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ବ୍ୟବସ୍ଥା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓଡିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ…

ମହଣ ମହଣ ସୁନାରେ ଚମକିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ପୁରୀ ବଡ଼ଦାଣ୍ଡରେ ରଥାରୁଢ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ତିନିଠାକୁର ମହଣ ମହଣ ସୁନା ଅଳଙ୍କାରରେ ଚମକୁଛନ୍ତି । ତିନିଠାକୁରଙ୍କ ଏହି ଅପୂର୍ବ ସୁନାବେଶ ଦେଖି ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିଛନ୍ତି । ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ…

ଲଦାଖରେ ଚୀନ ଅନୁପ୍ରବେଶକାରୀ ନ’ଥିବା ସ୍ପଷ୍ଟିକରଣ ଦେଲେ ସେନାମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସୀମା ଲଦାଖରେ କୌଣସି ଚୀନ ଅନୁପ୍ରବେଶକାରୀ ପ୍ରବେଶ କରି ନଥିବା କଥା ସ୍ପଷ୍ଟ କରିଛନ୍ତି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ । “କୌଣସି ଅନୁପ୍ରବେଶ ହୋଇନାହିଁ,” କାରିଗିଲ୍ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଏକ ଉତ୍ସବରେ ଏହା କହିଛନ୍ତି ଭାରତୀୟ ସେନାର…

ରାଜ୍ୟର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ରାଜ୍ୟର କଟକ ଓ ଭୁବନେଶ୍ୱର ସମେତ ନୟାଗଡ, ଗଜପତି, ଗଞ୍ଜାମ, ପୁରୀ, ନବରଙ୍ଗପୁର, ମାଲକାନଗିରି,…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି

ନୂଆଦିଲ୍ଲୀ : ଓଡିଶା ସରକାରଙ୍କ ଅନ୍ତରୀଣ ଆବେଦନକ୍ରମେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ଏହାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୩କୁ ଘୁଞ୍ଚାଇଦେଇଛନ୍ତି । ଛତିଶଗଡ ଦ୍ୱାରା ମହାନଦୀ ଉପରେ କରାଯାଇଥିବା ବ୍ୟାରେଜ ଫଳରେ ଓଡିଶାକୁ ଉପଯୁକ୍ତ ଜଳ ମିଳିପାରୁନାହିଁ । ମୌସୁମୀ ବ୍ୟତୀତ ଅନ୍ୟ…